Daily Archives

June 2, 2021

ଗରିବ,ଅସହାୟ ଲୋକଙ୍କୁ ଘର ଘର ବୁଲି ଖାଦ୍ୟ ବଣ୍ଟନ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପଞ୍ଚାୟତ ତରଫରୁ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଗରିବ ଅସହାୟ ଲୋକଙ୍କୁ ପିଇଓ ଅଶୋକ କୁମାର ମହାରଣାଙ୍କ ନେତୃତ୍ବରେ ସରପଞ୍ଚ ଗୌରୀ ବେଟେଙ୍କ ସହଯୋଗରେ ରନ୍ଧା ଖାଦ୍ୟ ଏବଂ ସୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି।ବର୍ତ୍ତମାନ କରୋନା ମହାମାରୀ…
ଅଧିକ ଖବର ଦେଖନ୍ତୁ...

ଅସନ୍ତୋଷ ପରେ ସୁଧାର, ମୟୂରଭଞ୍ଜ କୋଭିଡ ହସ୍ପିଟାଲରୁ ଆସିଲା ସକରାତ୍ମକ ଚିତ୍ର, ବୃଦ୍ଧ ରୋଗୀଙ୍କୁ ଖୁଆଇ ଦେଉଛନ୍ତି…

ବାରିପଦା : ମୟୂରଭଞ୍ଜର ଏକମାତ୍ର କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ତୀଵ୍ର ଅସନ୍ତୋଷ ଦେଖାଦେଇଥିଲା। ଆଜି କିନ୍ତୁ ହସ୍ପିଟାଲ ଭିତରୁ ସକରାତ୍ମକ ଚିତ୍ର ସାମ୍ନାକୁ ଆସିଛି। ଜଣେ ବୃଦ୍ଧ ରୋଗୀଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଖୁଆଇଦେବାର ଦୃଶ୍ୟ ପଦାକୁ ଆସିଛି। ଯାହାକି ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦାନ୍ତ ନକ୍ସଲ ଗିରଫ: ମାଓ ସଂଗଠନରେ କରୋନା ସଂକ୍ରମିତ ସତ ଘଟଣା

ମାଲକାନଗିରି: କରୋନାର ମହାମାରୀ ସାରା ଦେଶକୁ ଗ୍ରାସ କରିଥିବା ବେଳେ ମାଓ ସଂଗଠନକୁ ମଧ୍ୟ ଏହା କବଳିତ କରିଛି। ସଂଗଠନ ପ୍ରେସ ବିଜ୍ଞପ୍ତିରେ ଗତ କିଛି ଦିନ ତଳେ ମାଓ ସଂଗଠନରେ କାହାକୁ ମଧ୍ୟ କରୋନା ଛୁଇଁ ନଥିବା ପ୍ରକାଶ କରିଥିଲେ ମଧ୍ୟ ଏହା ବିଭିନ୍ନ ନକ୍ସଲଙ୍କ ମୃତ୍ୟୁ ଏବଂ ଗିରଫ ପରେ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଏବେ ଘରେ ଘରେ ଲେମ୍ବୁ: ମାତ୍ରାଧିକ ଲେମ୍ବୁ ଖାଇବା ଦ୍ବାରା ଉପୁଜିଥାଏ ଏହି ସବୁ ସମସ୍ୟା

ଅନେକ ଲୋକ ପ୍ରତିଦିନ ନିଜର ଓଜନ କମ୍‌ କରିବା ପାଇଁ ସକାଳେ ଲେମ୍ବୁ ମିଶ୍ରିତ ଗରମ ପାଣି ପିଅନ୍ତି। ଯେଉଁମାନେ ଏଥିରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଖାସ୍‌ ଖବର। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍‌ ମନେ କରୁଛନ୍ତି। ଜାଣନ୍ତୁ, ଲେମ୍ବୁ…
ଅଧିକ ଖବର ଦେଖନ୍ତୁ...

ବାପା ଓ ମା’ଙ୍କ ସ୍ମୃତି ଉଦେଶ୍ୟରେ ଶବ ସଂରକ୍ଷଣ ଫ୍ରିଜ୍ ଦାନ କଲେ ୨ ପୁଅ

ଜୟପୁର : ଢ଼େପ ସାହି ନିକଟସ୍ଥ ଚମ୍ପାକୁପୁଲି ମଣିକର୍ଣ୍ଣିକା ସ୍ବର୍ଗଦ୍ବାରକୁ ନିଜ ବାପା ସ୍ବର୍ଗତଃ ବାରାନାସୀ କ୍ରୀଷ୍ଣା ରାଓ ଓ ମା' ର୍ସ୍ବଗତ ବାନାରାସୀ ସାବିତ୍ରୀ ରାଓଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ଦୁଇ ପୁଅ ଭି.ହରି ପ୍ରସାଦ ରାଓ, ଭି.ରାମ କ୍ରୀଷ୍ଣା ରସ ଶବ ସଂରକ୍ଷଣ ଫ୍ରିଜର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିବା ଦୁଷ୍କର୍ମ ଅଭିଯୁକ୍ତ ଗୁଳି ଚୋଟରେ ଆହତ

ବେଙ୍ଗାଲୁରୁ: ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି | ପୁଲିସ ଗିରଫ କରିବାକୁ ଯିବା ସମୟରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ଜଣେ ଦୁଷ୍କର୍ମ ଅପରାଧୀକୁ ଗୁଳି କରିଛି ବେଙ୍ଗାଲୁରୁ ପୁଲିସ | ଅଭିଯୁକ୍ତ ଜଣେ ବାଂଲାଦେଶୀ ମହିଳାଙ୍କ ସହ ଦୁଷ୍କର୍ମ କରିବା ଅପରାଧର ଅପରାଧୀ ଥିଲା | ଏବେ ଗୁଳି ବାଜିଥିବାରୁ…
ଅଧିକ ଖବର ଦେଖନ୍ତୁ...

ପୁଅ ପାଇଁ ୩୦୦କିମି ପର୍ଯ୍ୟନ୍ତ ସାଇକେଲ ଚଲାଇ ଔଷଧ ଆଣିବାକୁ ଗଲେ ବାପା

ନୂଆଦିଲ୍ଲୀ: କର୍ଣ୍ଣାଟକର ମୈସୁର ଜିଲ୍ଲାର କୋପ୍ପଲୁ ଗ୍ରାମରୁ ଏକ ଭାବବିହ୍ବଳ ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହର ପାଇଁ ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଇଛି ତାହାକୁ ଦୃଷ୍ଟିରେ ରଖି କର୍ଣାଟକରେ ଲକଡାଉନ ଘୋଷଣା କରାଯାଇଥିଲା। ଏହି କାରଣରୁ ଯିବା ଆସିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଘରେ ସିନେମା ଦେଖିବାର ଯୋଜନା କରିବେ। ବୃଷ: ନୂଆ କାମ ଆରମ୍ଭ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଅବିବାହିତଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ୨୧ ଦିବସୀୟ ଚନ୍ଦନଯାତ୍ରା

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଅଖରେ ଚକଲାଗି କାର୍ଯ୍ୟ ଆରମ୍ଭ ହେବା ସହ ମହାପ୍ରଭୂ ୨୧ ଦିବସୀୟ ଚନ୍ଦନଯାତ୍ରା…
ଅଧିକ ଖବର ଦେଖନ୍ତୁ...

ହେଲଥ ସିକ୍ରେଟ୍ ସେୟାର କଲେ ଆଇପିଏସ୍ ଅଫିସର; ଆଶାତୀତ ଭାବେ ଓଜନ କମାଇ ସାଜିଲେ ଉଦାହରଣ

ନୂଆଦିଲ୍ଳୀ: ଆଇପିଏସ୍ ଅଫିସର ବିବେକ୍ ରାଜ ସିଂ କୁକ୍ରେଲେ । ଯେତେବେଳେ ସେ ଜାତୀୟ ପୁଲିସ ଏକାଡେମୀରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କର ଓଜନ ରହିଥିଲା ୧୩୪ କିଲୋ । ଶେଷ ଥର ପାଇଁ ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ତାଙ୍କର ଓଜନ ଚେକ୍ କରିଥିଲେ, ସେତେବେଳେ ତାଙ୍କର ଓଜନ ୮୮ କିଲୋଗ୍ରାମ ଥିଲା ।…
ଅଧିକ ଖବର ଦେଖନ୍ତୁ...
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.