Daily Archives

June 2, 2021

କୋଏଲ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ରାଉରକେଲା : ନଦୀରୁ ମାଛ ଧରିବା କାଳ ହେଲା। ମାଛ ଧରୁଥିବାବେଳେ କୋଏଲ ନଦୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ସେକ୍ଟର-୧୮ର ରାଜେଶ ଗୁଡିଆ (୩୬)। ଝିରପାଣି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି। ଆଜି ଅପରାହ୍ନରେ ରାଜେଶ…
ଅଧିକ ଖବର ଦେଖନ୍ତୁ...

‘କରୋନା ମୁକ୍ତ ଗାଁ’ ପ୍ରତିଯୋଗିତା ଆରମ୍ଭ କଲେ ମହାରାଷ୍ଟ୍ର ସରକାର, ଜିତିଲେ ମିଳିବ ୫୦ଲକ୍ଷ ଟଙ୍କା

ମୁମ୍ବାଇ: କରୋନା ମହାମାରୀ ସହ ଲଢ଼ିବା ପାଇଁ ଏକ ଅଭିନବ ବାଟ ଆପଣାଇଲେ ମହାରାଷ୍ଟ୍ର ସରକାର | ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର କରୋନା ମୁକ୍ତ ଗାଁ ପ୍ରତିଯୋଗିତା ଆରମ୍ଭ କରିଛନ୍ତି | ସବୁଠାରୁ ବଡ଼ କଥା ଏହି ପ୍ରତିଯୋଗିତାରେ ଯେଉଁ ଗାଁ ଜିତିବା, ସେମାନଙ୍କୁ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

କରୋନାରେ ଏଯାବତ ୫୯୪ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରୁ ୨୨ଜଣ ରହିଛନ୍ତି

ନୂଆଦିଲ୍ଲୀ: କରୋନା କାଳରେ ଡାକ୍ତରଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିଛି। ସେଥିପାଇଁ ତ ଡାକ୍ତରଙ୍କୁ କରୋନା ଯୋଦ୍ଧା ଓ ଫ୍ରଣ୍ଟଲାଇନ ୱାର୍କର ବୋଲି ଆଖ୍ୟା ଦିଆଯାଇଛି। ସାଧାରଣଲୋକଙ୍କ ଭଳି କରୋନାରେ ସଂକ୍ରମିତ ହୋଇ ଏଯାବତ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ତେବେ ଏଯାବତ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନଫରେନ୍ସି ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ଏଥିସହିତ ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି…
ଅଧିକ ଖବର ଦେଖନ୍ତୁ...

ଏ ନୁହେଁ ଦିବା ସ୍ୱପ୍ନ

'ଓଡ଼ିଶାଲାଇଭ୍' ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି' କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା 'ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍'ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ପାଣିଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ବାର୍ତ୍ତାଳାପର ସଂପାଦିତ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ମଧ୍ୟରେ ଆଗାମୀ ୮ ମାସ ପର୍ଯ୍ୟନ୍ତ ଗରୀବ ପରିବାରମାନଙ୍କୁ ରାସନ ଖର୍ଚ୍ଚ ଯୋଗାଇବେ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ମହାମାରୀ ପାଇଁ ଅନେକ ଲୋକ ବେରୋଜଗାର ହୋଇଛନ୍ତି । ନିଜ ପରିବାର ପାଇଁ ରାସନ ଖର୍ଚ୍ଚ ଉଠାଇବା ବି କଷ୍ଟକର ହୋଇପଡିଛି । ଏସବୁ ଅସୁବିଧାକୁ ନଜର କରି ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରାୟତେ ଓ ପୂର୍ବତନ ମନ୍ତ୍ରୀ ବୁଲ୍ଲୁଆଇୟା ନିଜ ନିଜ ଅଞ୍ଚଳର ଗରିବ…
ଅଧିକ ଖବର ଦେଖନ୍ତୁ...

ଗତବର୍ଷ ରେଳଧାରଣାରେ ପାଖାପାଖି ୮,୭୦୦ ଲୋକଙ୍କ ଜୀବନ ଯାଇଛି, ଅଧିକାଂଶ ଥିଲେ ପ୍ରବାସୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ଗତବର୍ଷ ସମଗ୍ର ଦେଶରେ ଲକଡାଉନ ଲାଗୁ କରାଯାଇଥିଲା। ଏହି କାରଣରୁ କେତେକ ଟ୍ରେନ ସେବାକୁ ବି ବନ୍ଦ କରାଯାଇଥିଲା। ଏହା ସତ୍ତ୍ବେ ବି ୨୦୨୦ରେ ପାଖାପାଖି ୮,୭୦୦ଲୋକଙ୍କ ରେଳଧାରଣାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ସଂଗରୋଧରେ ଥିବା ୧୯ ପ୍ରବାସୀ ଶ୍ରମିକ ପଜିଟିଭ ଚିହ୍ନଟ, କଳାହାଣ୍ଡି କୋଭିଡ ହସପିଟାଲରେ ଭର୍ତ୍ତି

ଧର୍ମଗଡ଼ : ତେଲେଙ୍ଗାନାରୁ ଫେରି ଧର୍ମଗଡ଼ ବ୍ଲକ୍‌ ଡୁମେରଗୁଡ଼ା ଟିଏମ୍‌ସିରେ ସଂଗରୋଧରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସ‌ା ପାଇଁ ଜିଲ୍ଲା କୋଡିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ତେଲେଙ୍ଗାନାରେ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ସପ୍ତାହରେ ‘ବ୍ଲାକ ଫଙ୍ଗସ୍’ ର ଆର୍ୟୁବେଦିକ ଔଷଧ ବଜାରକୁ ଆଣିବ ପତଞ୍ଜଳି!

ନୂଆଦିଲ୍ଲୀ: ଏଲୋପାଥି ବନାମ ଆର୍ୟୁବେଦିକକୁ ନେଇ ବିବାଦୀୟ ବୟାନ ଭିତରେ ବାବା ରାମଦେବ ଓ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଂଚ କରିବାକୁ ଯାଉଛନ୍ତି । ଦୁଇଜଣ ଯାକ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଜନତା ଦଳର…
ଅଧିକ ଖବର ଦେଖନ୍ତୁ...