Daily Archives

June 3, 2021

ଦେଓଗାଁ ବ୍ଲକ୍‌ରେ ଆମ୍ବ ପସରା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ପ୍ରଶାସନର ସହଯୋଗରେ ଓରମାସ, ଓଡ଼ିଶା ଜୀବିକା ମିସନ ଓ ମିସନ ଶକ୍ତିର ମିଳିତ ଉଦ୍ୟମରେ ଦେଓଗାଁ ବ୍ଲକ୍‌ରେ ଚୋରମରା ଗଙ୍ଗା ଉତ୍ପାଦକ ଦଳ ଜରିଆରେ ଜିଲ୍ଲାସ୍ତରୀୟ ଭ୍ରାମ୍ୟମାଣ ‘ଆମ୍ବ ପସରା’ ତଥା ‘ଆମ ଗାଁର ଆମ୍ବ ପସରା’ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର…
ଅଧିକ ଖବର ଦେଖନ୍ତୁ...

କେଉଁ ୯ଟି ଜିନିଷ ଖାଇଲେ ରାତିରେ ଭଲ ନିଦ ହୁଏ?

କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ରାତିରେ ଠିକ୍‌ରେ ନିଦ ହୁଏ ନାହିଁ । ବିଳମ୍ବରେ ନିଦ ହେବା ବା ଅଧ ରାତି ନିଦ ଭାଙ୍ଗିଯିବା ଭଳି ସମସ୍ୟା ଏବେ ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି । ଯଦି ଆପଣ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହି ସମସ୍ୟାରୁ ବଞ୍ଚିବାର ଉପାୟ ମଧ୍ୟ ଜାଣି…
ଅଧିକ ଖବର ଦେଖନ୍ତୁ...

ମାସ୍କ-ସାନିଟାଇଜର ବ୍ୟତିତ କରୋନା ମୁକ୍ତ ରହିବା ପାଇଁ ଏହି ସବୁ ଜିନିଷ ପାଖରେ ରଖନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ…

ମୁମ୍ବାଇ: କରୋନା ମହାମାରୀର ଏହି କଠିନ ସମୟରେ, ବଲିଉଡ ତାରକାମାନେ କେବଳ ଲୋକଙ୍କୁ ସାହାଯ୍ୟ କରୁନାହାଁନ୍ତି ବରଂ କରୋନାକୁ ଏଡାଇବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି | ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ବର୍ତ୍ତମାନ ତାଙ୍କ କରୋନା ରକ୍ଷାକାରୀ କିଟ୍ ଲୋକଙ୍କୁ ଦେଖାଇଛନ୍ତି। ସାଧାରଣତଃ ଆମେ…
ଅଧିକ ଖବର ଦେଖନ୍ତୁ...

ସବୁବେଳେ ଆଲମଣ୍ଡ ଖାଇବା ଦ୍ୱାରା ଏହି ଲାଭ ମିଳିଥାଏ

ସାଧାରଣତଃ ଭାବରେ ଆଲମଣ୍ଡ ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ'ଣ ଲାଭ ମିଳିଥାଏ? ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା ଦ୍ୱାରା ରକ୍ତ ଶର୍କରା…
ଅଧିକ ଖବର ଦେଖନ୍ତୁ...

ନିଜ ପେନସନ ଟଙ୍କାରେ ଭେଣ୍ଟିଲେଟର କିଣି ସରକାରୀ ଡାକ୍ତରଖାନାକୁ ଦେଲେ ଅବସରପ୍ରାପ୍ତ ଶିକ୍ଷକ

ରାୟପୁର: ଚର୍ଚ୍ଚାରେ ଛତିଶଗଡ଼ର ଶିକ୍ଷକ ପୁଷରାମ ସିହ୍ନା | ନିଜ ଚାକିରିରୁ ଅବସର ନେଇ ସାରିଥିଲେ ମଧ୍ୟ ଅନ୍ୟକୁ ଶିକ୍ଷା ଦେବା କାମ ସେ ଛାଡ଼ିନାହାନ୍ତି | ଆଜି ସେ ନିଜ କାମ ଦ୍ୱାରା ଲୋକଙ୍କୁ ବହୁତ କିଛି ଶିଖାଇଛନ୍ତି | ବ୍ୟାଙ୍କରେ ଜମା ଥିବା ପେନସନ ଟଙ୍କାକୁ ନିଜ ପରିବାର ପାଇଁ ସଞ୍ଚୟ କରିବା…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ମାଗଣାରେ କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଉଛନ୍ତି ଅଟୋ ଚାଳକ

ବେଙ୍ଗାଲୁରୁ: କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ଚାଳକମାନେ ଲୋକଙ୍କୁ ଲୁଟୁଥିବାର ଅନେକ ଖବର ପୂର୍ବରୁ ସାମ୍ନାକୁ ଆସିସାରିଛି | କିଛି ବାଟ ଯିବା ପାଇଁ କରୋନା ରୋଗୀଙ୍କ ପରିବାରଠାରୁ ଆମ୍ବୁଲାନ୍ସ ଚାଳକମାନେ ହଜାର ହଜାର ଟଙ୍କା ନେବାର ଖବର ବିବାଦରେ ରହିଥିବା ବେଳେ କର୍ଣ୍ଣାଟକର ଜଣେ ଅଟୋ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆତ୍ମବିଶ୍ବାସ ଓ ଆଶା ନେଇ ଆଗକୁ ବଢ଼ିବାର ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୃଷ: ଏଭଳି ପରିସ୍ଥିତି ସୃଷ୍ଟି ହେବ ଯେ ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହେବ। ସମାଧାନ ପାଇଁ ଘରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ଟିକା ଦେବା ନେଇ ଉତ୍ସାହିତ କରିବା ପାଇଁ ଉପହାର ବାଣ୍ଟୁଛନ୍ତି ତାମିଲନାଡୁର ଏହି ଯୁବକ

ଚେନ୍ନାଇ: କରୋନା ଭଳି ମହାମାରୀ ସହ ମୁକାବିଲା କରିବା ପାଇଁ ଦେଶରେ ଏବେ ସରକାର ଟିକାକରଣ ଆରମ୍ଭ କରିଛନ୍ତି | ଦେଶରେ ଏବେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୧୮ବର୍ଷରୁ ଉର୍ଧ୍ଵଙ୍କୁ କରୋନା ଟିକା ଦିଆଯାଉଛି | ହେଲେ ଦେଶର କିଛି ଅଞ୍ଚଳରେ କରୋନା ଟିକାକୁ ନେଇ ଭୁଲ ଧାରଣା ଥିବାରୁ ଲୋକେ ଟିକା…
ଅଧିକ ଖବର ଦେଖନ୍ତୁ...

୧୧ପ୍ରବାସୀଙ୍କୁ ଅଧାରାସ୍ତାରେ ଛାଡ଼ିଦେଲା ଟ୍ରକ: ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ଘରକୁ ଫେରିଲେ

ଜୟପୁର: ୧୧ଜଣ ପ୍ରବାସୀ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦରୁ ସାଙ୍ଗରେ ଆଣି ପାତ୍ରପୁଟ ନିକଟରେ ରାତିର ଅନ୍ଧାର ମଧ୍ୟରେ ଛାଡ଼ି ଚାଲିଯାଇଥିଲା ଟ୍ରକ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ରାୟଗଡ଼ା ଜିଲ୍ଲାର କାଶୀପୁରକୁ ଲୋକେ ଚାଳି ଚାଳି ଯାଉଥିଲେ। ଏନେଇ ସୂଚନା ପାଇ ସମାଜସେବୀ କାର୍ତ୍ତିକ ରାଉତ,…
ଅଧିକ ଖବର ଦେଖନ୍ତୁ...

କୋଭିଡ ସ୍ଥିତିକୁ ସମ୍ଭାଳି ନପାରିବାରୁ ନିଜର ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଏହି ୮ଜଣ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୦ଭଳି ୨୦୨୧ରେ ମଧ୍ୟରେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଛି | ବିଭିନ୍ନ ଦେଶ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଛି | ଏ ମଧ୍ୟରେ ଏକ ଖବର ଆସିଛି ଯେ, କୋଭିଡ ସ୍ଥିତିକୁ ସମ୍ଭାଳି ନପାରିବାରୁ ନିଜର ପଦରୁ ଇସ୍ତଫା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...