Daily Archives

June 4, 2021

ରଜ ସାବିତ୍ରୀ ପାଇଁ ଶାଢ଼ୀ କିଣା ନିଶା; ଜଗତସିଂହପୁର ସହରରେ ଦୁଇଟି ଶାଢ଼ୀ ସୋ’ରୁମରୁ ଲକ୍ଷେ କୋଡିଏ ହଜାର ଜରିମାନା

ଜଗତସିଂହପୁର: କରୋନା ସଂକ୍ରମଣ ବଢୁଥିବା ବେଳେ କିଛି ଅମାନିଆ କଟକଣାକୁ ଫୁ କରୁଛନ୍ତି। ରଜ ସାବିତ୍ରୀ ପାଇଁ ଜଗତସିଂହପୁର ସହରରେ ଲୁଚା ଛପାରେ ଦୋକାନ ଖୋଲା ଯାଇଛି। ଆଗରେ ବଂଦ ଥିବା ବେଳେ ଭିତରେ କିନ୍ତୁ ଗହଳି ଜମୁଛି। ଏନେଇ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି। ପୌର ନିର୍ବାହୀ…
ଅଧିକ ଖବର ଦେଖନ୍ତୁ...

ପ୍ରେମକୁ ସ୍ବୀକୃତି ଦେଲେନି ପରିବାର, ଫାଶୀ ଲଗାଇ ଝୁଲି ପଡ଼ିଲେ ପ୍ରେମୀଯୁଗଳ

ରାସଗୋବିନ୍ଦପୁର/ମାଣିଦା/ଗାଁଅମର୍ଦା : ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ। ବିବାହ କରି ୭ ଜନ୍ମର ସାଥୀ ହେବାକୁ ଶପଥ ନେଇଥିଲେ। ହେଲେ ସେମାନଙ୍କ ପ୍ରେମକୁ ସ୍ବୀକୃତି ଦେଲେନି ପରିବାର ଲୋକ। ଏ ଜନ୍ମରେ ଏକାଠି ହେବା ସମ୍ଭବ ନୁହେଁ ଜାଣି ଫାଶୀ ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ। ଏମିତି ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...

ପରିବେଶ ଉପରେ ପର୍ଯ୍ୟବେଶିତ ପ୍ରଥମ ମ୍ୟୁଜିକ ଭିଡିଓ “ପୃଥିବୀ ମନ୍ଥନ’

ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍ ମ୍ୟୁଜିକ ଭିଡିଓ “ଐଗିରି ନନ୍ଦୀନି'ର ପ୍ରଡକ୍ସନ ହାଉସ୍ ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି  ମ୍ୟୁଜିକ ଭିଡିଓ "ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି । ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର…
ଅଧିକ ଖବର ଦେଖନ୍ତୁ...

ମାହୁନ୍ତର ମୃତ୍ୟୁ ପରେ ଅନ୍ତିମ ଦର୍ଶନ କରିବାକୁ ପହଁଚିଲା ହାତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ମଣିଷ ପରି ପଶୁମାନେ ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ମନର ଭାବନାକୁ ବୁଝିପାରନ୍ତି | ମଣିଷ ସହ ଭାବ ଯୋଡିଥିବା ଏକ ହାତୀ ବାବଦରେ ଆମେ ଆଜି ଆପଣଙ୍କୁ କହିବୁ, ଯିଏ କି ନିଜ ମାହୁନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ କରିବାକୁ ପହଂଚିଛି | ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ଶହେରୁ ଊର୍ଧ୍ବ ଲୋକଙ୍କୁ ବାଣ୍ଟିଲେ ଭୋଗ

ନୂଆଦିଲ୍ଲୀ: ପଞ୍ଜାବର ସୌକରନ୍ଦୀ ଗାଁରେ ଥିବା ଗୁରୁଦ୍ୱାରରେ ଜଣେ କରୋନା ସଂକ୍ରମିତ ଶହେରୁ ଊର୍ଧ୍ବ ଲୋକଙ୍କୁୁ ପ୍ରସାଦ ବାଣ୍ଟିଥିବା ଘଟଣା ସାମ୍ନାକୁ ଆସିଛି। । ଏପରିକି ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସାଦ ଖାଇଥିବା ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା ଗୁରୁଦ୍ୱାର ଗ୍ରନ୍ଥି ପଜିଟିଭ ଥିବା…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ମାନବିକତା, ଗୁରୁତରଙ୍କୁ ମେଡିକାଲ ପଠାଇଲେ

କୋରାପୁଟ : ମାନବିକତାର ପରିଚୟ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ସେ ଓ ତାଙ୍କ ପୁଅଙ୍କ ସହଯ଼ୋଗରେ ଆଜି ଦୁଇଜଣ ଯୁବକଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୋରାପୁଟରୁ ନବରଙ୍ଗପୁର ଯାଉଥିବା ସମୟରେ ମଝିଆଗୁଡା…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଟାଳଗୁଡାବାସୀ

ମାଥିଲି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲୀ ପଞ୍ଚାୟତର ଅଟାଳଗୁଡା ଗ୍ରାମରେ ଏବେ ପାନୀୟ ଜଳର ଉତ୍କଟ ସମସ୍ୟା। ଗ୍ରାମରେ ବାସ କରୁଥିବା ୬୦୦ ଲୋକଙ୍କ ପାଇଁ ରହିଛି ତିନୋଟି ନଳକୂପ।କିନ୍ତୁ ଦୁଇଟି ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ରହିଥିବା ବେଳେ ଗୋଟିଏ ନଳକୂପରୁ ପାଣି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ। ବୃଷ: ଆପଣଙ୍କ ମନରେ ନୂଆ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ସଂଗଠନରେ ଚାଲିଥିବା ଭେଦଭାବ ଏବଂ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ହାତକୁ ଦି ହାତ ହେଲେ ୟାମି ଗୌତମ, କାହାକୁ ବିବାହ କଲେ ଜାଣିଛନ୍ତି କି?

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି। ଆଦିତ୍ୟ ଧର ଏବଂ ୟାମି ଗୌତମ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଦମ୍ପତ୍ତିଙ୍କର ବିବାହ ଫଟୋକୁ…
ଅଧିକ ଖବର ଦେଖନ୍ତୁ...