Daily Archives

June 4, 2021

ଘରୋଇ ହସ୍ପିଟାଲରେ ପଞ୍ଜାବ ସରକାର ବିକ୍ରି କରିବେ ନାହିଁ ଟିକା: ହଙ୍ଗାମା ପରେ ଫେରାଇ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ପଞ୍ଜାବ କ୍ୟାପଟେନ ଅମରିନ୍ଦ ସିଂ ସରକାର ଘରୋଇ ହସ୍ପିଟାଲରେ ଟିକା ବିକ୍ରି ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି। ଏଣିକି ଆଉ ପଞ୍ଜାବ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ ନାହିଁ। ତେ‌ବେ ଘରୋଇ ହସ୍ପିଟାଲରେ ଟିକା ବିକ୍ରି ଘଟଣାକୁ ନେଇ ବିରୋଧୀ ଦଳ ହଙ୍ଗାମା…
ଅଧିକ ଖବର ଦେଖନ୍ତୁ...

ବିରଳ ପେଚା ଆହତ ଅବସ୍ଥାରେ ଉଦ୍ଧାର

ଜୟପୁର : ଆଜି ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ସନ୍ତୋଷ ସାହୁଙ୍କ ଘର ଛାତ ଉପରେ ଗୋଟିଏ ବିରଳ ଧଳା ରଂଗର ପେଚା ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପେଚାଟି ପାଣି ଟାଙ୍କି ମଧ୍ୟରେ ପଡ଼ିଥିବା ବେଳେ ସନ୍ତୋଷଙ୍କ ନଜରକୁ ଆସିଥିଲା। ସେ ସମାଜସେବୀ ସତୀଶ ନନ୍ଦ, ସହକାର ଆଲ୍ଲୀଙ୍କୁ ସୂଚନା ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଭ୍ୟାକସିନ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇ ନିଜ ଫଟୋ ଲଗାଇଲେ ମମତା ବାନାର୍ଜୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବୋଧହୁଏ ଏଥିପାଇଁ ମମତା ବାନାର୍ଜୀ ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସ୍ଥାନରେ ତାଙ୍କ ଫଟୋ ରଖିଛନ୍ତି। ପଶ୍ଚିମବଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ହ୍ରାସ ପାଉଛି ସଂକ୍ରମଣ: ଗତକାଲି ୮୯୮ଜଣ ଥିବା ବେଳେ ଆଜି ୭୫୩ଜଣ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜଧାନୀରେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗତକାଲି ୮୯୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭୫୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। Update on newly detected…
ଅଧିକ ଖବର ଦେଖନ୍ତୁ...

ବନ୍ଦ ଘରେ ଅହିରାଜ ସହିତ ଏକ ଘଣ୍ଟା, ଝରକା ଭାଙ୍ଗି ମୁକୁଳିଲେ ଆଦିବାସୀ ଦମ୍ପତ୍ତି, ଶିଶୁ ପୁତ୍ର

ବାରିପଦା : ରାତ୍ରିର ନିର୍ଜନତାରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିଷାକ୍ତ ସାପ ଅହିରାଜ ସହିତ ଏକ ଘଣ୍ଟା। ଗୋଟିଏ ଘରେ ଅହିରାଜ ଓ ଆଦିବାସୀ ଦମ୍ପତ୍ତି ଏବଂ ତାଙ୍କର ଏକ କୁନି ପୁଅ। ଘରୁ ବାହାରିବା କବାଟ ନିକଟରେ ହିଁ ଥିଲା ସାପ। ଅଗତ୍ୟା ଉକ୍ତ କୋଠରୀରେ ଥିବା ଏକମାତ୍ର ବାଟ ଦେଇ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ହେଲା ମା’ କ୍ଷୀର, ଖୁବ ଶୀଘ୍ର ବଜାରକୁ ଆସିବା ସମ୍ଭାବନା

କାଲିଫର୍ଣ୍ଣିଆ: ନବଜାତ ଶିଶୁ ପାଇଁ ମା’ର କ୍ଷୀର ସର୍ବୋତ୍ତମ ଖାଦ୍ୟ ବୋଲି ବିବେଚନା କରାଯାଏ | ଏହି କାରଣରୁ ଅନେକ ମା ଜନ୍ମ ପରେ ଶିଶୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି | କିନ୍ତୁ ଅନେକ ଥର, ଉପଯୁକ୍ତ ଖାଦ୍ୟ ଗ୍ରହଣ ନକରିବା କିମ୍ବା ଅନ୍ୟାନ୍ୟ କାରଣରୁ, କ୍ଷୀର ସୃଷ୍ଟି ହୁଏ…
ଅଧିକ ଖବର ଦେଖନ୍ତୁ...

ହିତାଧିକାରୀଙ୍କୁ ଆଗୁଆ ମିଳିବ ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା, ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ବର:  ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଭତ୍ତା । ୩ ମାସର ଆଗୁଆ ଭତ୍ତା ପ୍ରଦାନ ନେଇ ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ହିତାଧୀକାରୀମାନେ ସେମାନଙ୍କର ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସର ଭତ୍ତା ଆଗୁଆ ପାଇବେ ।…
ଅଧିକ ଖବର ଦେଖନ୍ତୁ...

ଇସ୍ପାତ ସହର ବସ୍ତିର ହେବ ନବକଳେବର

ରାଉରକେଲା: ପୂର୍ବରୁ ବସ୍ତିକୁ ଭଲ ରାସ୍ତାଟିଏ ନ ଥିଲା। ଯେଉଁ ରାସ୍ତା ଥିଲା ତାହା କାଦୁଅ ପଚପଚ। ଏମିତିକି ବସ୍ତି ଅଞ୍ଚଳରେ ଶୌଚାଳୟ ବି ନ ଥିଲା। ବିଦ୍ୟୁତ ସଂଯୋଗ, ଡ୍ରେନ୍‌ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଆଦି ସାତ ସପନ ପାଲଟିଥିଲା। ଏବେ କିନ୍ତୁ ଏଥିରେ ସୁଧାର ଆସିଛି। ସଂପ୍ରତି…
ଅଧିକ ଖବର ଦେଖନ୍ତୁ...

ହାତରୁ ଖସିଲା ଲାଲ କରିଡର, ସମର୍ଥନ ହରାଉଛି ନକ୍ସଲ, କରୋନା କାଳ ହେଉଛି

ମାଲକାନଗିରି : ମାଲକାନଗିରି ଜିଲ୍ଲା ନକ୍ସଲଙ୍କ ଗଡ଼ ରୂପେ ପରିଚିତ। ଏବେ ଜିଲ୍ଲାରେ ଧିରେ ଧିରେ ବଦଳିଲାଣି ପରିସ୍ଥିତି। ମାଓବାଦୀଙ୍କ ବିରୋଧରେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କରିଛନ୍ତି ଗ୍ରାମବାସୀ।ଦୁର୍ଗମ ଅଂଚଳରେ ଗ୍ରାମବାସୀସିଧାସଳଖ ପ୍ରତିବାଦ କରିପାରୁନଥିଲେ ମଧ୍ୟ ନକ୍ସଲଙ୍କ ପ୍ରତି ଆଉ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଜିଗଡ଼ରେ ଚାଲିଥିବା ବେଆଇନ ପାଥୋ କ୍ଲିନିକକୁ ସିଲ୍ କଲା ପ୍ରଶାସନ

ଲାଞ୍ଜିଗଡ଼  : ଲାଞ୍ଜିଗଡ଼ଠାରେ ଚାଲିଥିବା ଏକ ବେଆଇନ ପାଥୋ କ୍ଲିନିକକୁ ଆଜି ସିଲ୍ କରିଛି ପ୍ରଶାସନ । ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ନିକଟରେ ଖୋଲିଥିବା ପାଥୋ ଲ୍ୟାବ ବିନା ଲାଇସେନ୍ସରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଆଜି…
ଅଧିକ ଖବର ଦେଖନ୍ତୁ...