Daily Archives

June 5, 2021

ମିଲରଙ୍କ ଠାରୁ ନିମ୍ନମାନର ଚାଉଳ ଗ୍ରହଣ ଘଟଣା : ସଂଗ୍ରହ ନିରୀକ୍ଷକ ଓ କ୍ୱାଲିଟି ଆନାଲିଷ୍ଟ ନିଲମ୍ବିତ, ୨ ସଂଗ୍ରହ…

ଖୋର୍ଦ୍ଧା: ଯୋଗାଣ ଶୃଙ୍ଖଳ ପରିଚାଳନାରେ ଚଂଚକତା ଓ ନିମ୍ନମାନର ଚାଉଳ ଉଠାଣ ନେଇ କେନ୍ଦ୍ର ସରକାରଙ୍କ ଟିମ୍ର ରିପୋର୍ଟ ଆଧାରରେ ଆଜି ଖୋର୍ଦ୍ଧା ଯୋଗାଣ ବିଭାଗ ଅଧୀନରେ କାମ କରୁଥିବା ଜଣେ ସଂଗ୍ରହ ନିରୀକ୍ଷକ (ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର), ଜଣେ ଗୁଣାତ୍ମକମାନ ସମୀକ୍ଷକ (କ୍ୱାଲିଟି…
ଅଧିକ ଖବର ଦେଖନ୍ତୁ...

ଦାମୀ କାରରେ ଆମ୍ବ ଡେଲିଭରି ସାଙ୍ଗକୁ ମାଗଣା ବୁଲାଇନେବାର ସ୍କିମ କରି ଗ୍ରାହକଙ୍କୁ ଆକର୍ଷିତ କରୁଛି ପାକିସ୍ତାନର ଏହି…

ଦୁବାଇ: ଦାମୀ କାରରେ ଆମ୍ବ ଆସିବ ଆଉ ଆମ୍ବକୁ ଆପଣ ଗ୍ରହଣ କରିବା ପରେ ଦାମୀ କାରରେ ମାଗଣା ବୁଲିବାର ସୁଯୋଗ ମିଳିବ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ପାକିସ୍ତାନର ଏକ କମ୍ପାନୀ ଏବେ ଏମିତି ଏକ ବ୍ୟବସାୟିକ ଫଣ୍ଡା ଲଞ୍ଚ କରିଛି | ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ମୃତ କରୋନା ଯୋଦ୍ଧା ପ୍ରିୟାଂଶୀଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଆର୍ଥିକ ସହାୟତା

ରାଉରକେଲା: କରୋନା ପ୍ରଥମ ଲହରରେ ମୃତ୍ୟୁବରଣ କରିଥିବା ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ର ଡାକ୍ତର ଛାତ୍ରୀ ପ୍ରୀୟାଂଶି କୁମାରୀଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିଛି। କୋଭିଡ୍‌ ଯୋଦ୍ଧା ବୀମା ଅଧିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରୁ ୮ ନାବାଳକ ଉଦ୍ଧାର, ଚାଲାଣ ହେଉଥିଲେ ବିହାରରୁ ରାୟପୁର

ରାଉରକେଲା : ରାଉରକେଲା ଷ୍ଟେସନରୁ ୮ ନାବାଳକଙ୍କୁ ଉଦ୍ଧାର କରିଛି ରେଳବାଇ ପୁଲିସ ଓ ଚାଇଲ୍‌ଡ ଲାଇନ୍‌ ଟିମ୍‌। ଜଣେ ଦଲାଲ ଏମାନଙ୍କୁ ସାଉଥ ବିହାର ଏକ୍ସପ୍ରେସ୍‌ରେ ବିହାରରୁ ରାୟପୁର ଚାଲାଣ କରୁଥିଲେ। ଉଦ୍ଧାର ହୋଇଥିବା ନାବାଳକଙ୍କୁ ବିଶ୍ରାସ୍ଥିତ ଚାଇଲ୍‌ଡ ଲାଇନ ଦିଶାରେ ରଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ମେଡିକାଲ ଯିବା ମୁଖ୍ୟ ରାସ୍ତାରେ ପଡିଛି ବ୍ୟବହୃତ ପିପିଇ କିଟ୍, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ରାସ୍ତା କଡରେ ପଡିଛି ବ୍ୟବହୃତ ହୋଇଥିବା ପିପିଇ କିଟ୍। ତାହା ମଧ୍ୟ ସହର ମଧ୍ୟରେ ଓ ଜନଗହଳି ରାସ୍ତାରେ। ନବରଙ୍ଗପୁର ସହରରେ  କରୋନା ଉପରମୁହାଁ ରହୁଥିବା ବେଳେ ସହର ମଧ୍ୟରେ ରାସ୍ତା କଡରେ ବ୍ୟବହୃତ  ପିପିଇ କିଟ୍କୁ ଦେଖି…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କ ସ୍ୱପ୍ନର ଯୋଜନା ‘ଘରେ ଘରେ ରାସନ’ରେ ରୋକ ଲଗାଇଲେ କେନ୍ଦ୍ର ସରକାର, ଚିହିଁକି ଉଠିଲା ଆପ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାରଙ୍କ 'ଘରେ-ଘରେ ରାସନ' ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଏହି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ଏହାର ଅନୁମୋଦନ ନିଆଯାଇ ନାହିଁ ବୋଲି କେନ୍ଦ୍ର କହିଛି। ସେଥିପାଇଁ ଏହାକୁ ବନ୍ଦ କରିଦିଆଯାଇଛି | ସୂଚନା ଥାଉ କି ଯେ କେଜ୍ରିୱାଲ ସରକାର ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବୁଧ ଓ ଗୁରୁବାର: ନୂଆ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ମନର କଥା ପାଖଲୋକଙ୍କୁ କହିବେ। ରବି, ସୋମ ଓ ମଙ୍ଗଳବାର: କରିଆସୁଥିବା କାମରେ ଲାଭ ପାଇବେ। ବୁଧ ଓ ଗୁରୁବାର: ଘରର କୌଣସି ବିଷୟରେ ନିର୍ଣ୍ଣୟ ନେବେ। ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ଅଧାପନ୍ତରିଆ କାଳିଆବୁଦା-ନୂଆ ବଜାର ରାସ୍ତା

ବିଦ୍ୟାଧରପୁର: ଶିଖରପୁର କାଳିଆ ବୁଦାଠାରୁ ନୂଆ ବଜାର ଛକ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତାର ଚାରି ଲେନ୍ କାର୍ଯ୍ୟ ଏଯାଏ ସଂପୂର୍ଣ୍ଣ ହୋଇପାରୁ ନାହିଁ। ଗୋଟିଏ ପଟେ କାମର ମାନକୁ ନେଇ ସ୍ଥାନୀୟ ଲୋକ ପ୍ରଶ୍ନ କରିଥିବା ବେଳେ ଅନ୍ୟପଟେ ଅନନ୍ତ ବିହାର ଜଗନ୍ନାଥ ରୋଡ୍ ବସ୍ତି ନିକଟରେ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

କଲ୍ କଲେ ଘରେ ପହଞ୍ଚୁଛି ଅକ୍ସିଜେନ୍ ଏକ୍ସପ୍ରେସ୍, ଅସହାୟ ରୋଗୀଙ୍କ ନିକଟରେ ପହଚାଂଉଛନ୍ତି ସଂଜିବନୀ

ଜଗତସିଂହପୁର ଟାଉନ୍: କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି । ବିଶେଷ କରି ଦ୍ୱିତୀୟ ଲହର ଅଧିକ ଘାତକ ସାବ୍ୟସ୍ଥ ହୋଇଛି । ଅମ୍ଳଯାନ ଅଭାବ ଯୋଗୁଁ ଅଧିକାଂଶ ରୋଗୀ ଆରପାରିକୁ ଚାଲି ଯାଉଛନ୍ତି । ପ୍ରତ୍ୟେକ ଦିନ ଆଖି ଆଗରେ ନିଜର ପ୍ରିୟଜନକୁ ହରାଇବାକୁ ପଡ଼ୁଛି । ମଶାଣିରେ ଜୁଇ ଲିଭୁନି କି…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳ ଗ୍ରହରୁ ମାଟି ଆଣିବାକୁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ନାସା

କାଲିଫର୍ଣ୍ଣିଆ: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦୁନିଆର ସବୁଠାରୁ ମହଙ୍ଗା ବସ୍ତୁକୁ ପୃଥିବୀକୁ ଆଣିବାକୁ ଯାଉଛି। ବାସ୍ତବରେ ନାସା ମଙ୍ଗଳ ଗ୍ରହରୁ ସଂଗୃହିତ ଧୂଳି ଏବଂ ମାଟି ପୃଥିବୀକୁ ଆଣିବ | ଯଦି ଏହା ଘଟେ, ତେବେ ଏହା ଏପର୍ଯ୍ୟନ୍ତ ଦୁନିଆର ସବୁଠାରୁ ମହଙ୍ଗା ପଦାର୍ଥ ହେବ | ଏହି ମାଟି…
ଅଧିକ ଖବର ଦେଖନ୍ତୁ...
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.