Daily Archives

June 6, 2021

ପାଇଖାନା ନ ଥିବା ସହର ଚମ୍ପାଗୁଡା, ୧୦ ବର୍ଷ ହେଲା ପଡିନି ମୁଠାଏ  ବି ନାଲି ଗୋଡି

କୋରାପୁଟ: ନାଁକୁ ଖାଲି ସହର । ପ୍ରଥମେ ବିଜ୍ଞାପିତ ପରିଷଦ ଏହାପରେ ପୌରପାଳିକା ବୋଲି ଘୋଷଣା ହେଲା । ସହରର ପରିଧି ବଢାଇବାକୁ ପୌରପାଳିକା ବୋଲି ଘୋଷଣା କରିଦେଲେ । ହେଲେ ସୁବିଧା କାଣିଚାଏ ମଧ୍ୟ ପହଞ୍ଚି ପାରିନି । ଅଭିଯୋଗ କହି କହି ଥକିଲେ ବି ଶୁଣିବାକୁ କେହି ନାହିଁ । ଏବେ ସହରବାସୀ ଅଭିମାନ…
ଅଧିକ ଖବର ଦେଖନ୍ତୁ...

୧୨ ଜଣ ପୁଲିସଙ୍କ ସମେତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କଲେ ୫୭ ଜଣ

ଭଞ୍ଜନଗର: ସମ୍ବାଦ ଆମ ଓଡ଼ିଶା ଏବଂ ତାରସିଂ ପୁଲିସ୍ ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ମାନେ ପ୍ରକାଶ କରିଛନ୍ତି। ତାରସିଂ ଥାନା ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ଜଗନ୍ନାଥ ପ୍ରସାଦ ବିଡ଼ିଓ ଅନୁପ କୁମାର ପଣ୍ଡା ଅତିଥିଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ ମାମଲାରେ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ

ବାରିପଦା :ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ବାହାଦୂରପୁର ଗ୍ରାମରେ ଚାର୍ଯ୍ୟ ହୋଇଥିବା ବିଦ୍ୟୁତ୍ ଖୁଣ୍ଟର ଆର୍ଥିଂ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁ କନ୍ୟା ମୃତ୍ୟୁ ମାମଲାରେ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବିକ ଅଧିକାର କମିଶନର । ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ମା’-ବାପା ଘରେ ନଥିବା ବେଳେ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହେଲଥ ସେଣ୍ଟରରେ ପହଞ୍ଚିଥିଲା ୩ବର୍ଷ ଶିଶୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛି ସମାଲୋଚନାର ବିଷୟ ହୋଇଥିବା ବେଳେ ଆଉ କିଛି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମନକୁ ଛୁଇଁ ଯାଇଥାଏ। ନିକଟ‌ରେ ଜଣେ ଶିଶୁର ଭିଡିଓ ଭାଇରାଲ ହୋଇଛି। ଶିଶୁଟି କରୋନା ସଂକ୍ରମଣ ଭୟରେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ରାତିରେ ତିନିଟି ସ୍ଥାନରେ ନାବାଳିକା ହେଲେ ଦୁଷ୍କର୍ମର ଶିକାର!

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରରେ ଜଣେ ୧୬ବର୍ଷର ନାବାଳିକା ଗୋଟିଏ ରାତିରେ ତିନିଟି ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ଏଯାବତ ଚାରିଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀଙ୍କ ବୟସ ୧୮ରୁ…
ଅଧିକ ଖବର ଦେଖନ୍ତୁ...

ଗୌହାଟିରେ ସଡ଼କ ଦୁର୍ଘଟଣା: ଓଡ଼ିଆ ଯବାନଙ୍କ ମୃତ୍ୟୁ

ସଇନ୍ତଳା: ସଇନ୍ତଳା ବ୍ଲକ୍‌ କରମତଲା ପଂଚାୟତ ଗୁରମୁନୀ ଗାଁର ଥବିର ବୁଡ଼େକ (୩୪) ବିଏସ୍‌ଏଫ୍‌ରେ ଯବାନ ଭାବରେ ଆସାମରେ ଅବସ୍ଥାପିତ ଥିଲେ। ଶନିବାର କିଛି ଅଧିକାରୀଙ୍କ ସହ ସରକାରୀ ଗାଡ଼ିରେ ସେ ଆସାମର ଗୌହାଟିକୁ ଯାଇ ଫେରୁଥିବା ବେଳେ ନିକୁଞ୍ଜ ବିହାରର ଦୁର୍ଗମ ଘାଟି ଅଂଚଳରେ ଗାଡ଼ିଟି ଭାରସାମ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଭାବି ପାରନ୍ତି। ସରକାରୀ କାମରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ନବ ବିବାହିତଙ୍କ ଲାଗି ଦିନଟି ବହୁତ ଭଲ। ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସହକର୍ମୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରନ୍ତୁ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ସିମେଣ୍ଟ ବୋଝେଇ ଟ୍ରକ୍‌ ଚାପାରେ ଖଲାସୀ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଜଲିଆ ଗାଁ ନିକଟରେ ରବିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଚାପାରେ ଏହାର ଖଲାସୀ ସୁଧୀର ସେଠୀ (୨୬ବର୍ଷ)ଙ୍କ ମୃତ୍ୟୁ ଘଟିଛି। ମୃତ ସୁଧୀରଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ବୁଢ଼ୀପଦର ଗାଁରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଅଜଣା ଶବ ହେଉ କି ସଂକ୍ରମିତ ଶବ ସଂସ୍କାର ପାଇଁ ଖୋଜା ପଡ଼ିଲେ ହାଜର ହୁଅନ୍ତି କିନ୍ନର ଚିନ୍ମୟୀ

ଅନୁଗୁଳ: କରୋନା ସଂକ୍ରମଣ ଯେଭଳି ପରିସ୍ଥିତି ସୃଷ୍ଟି କରିଛି ତାହାକୁ ଦେଖି ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ଯେତେବେଳେ ସଂକ୍ରମଣ ଭୟରେ ଶବକୁ ସ୍ପର୍ଶ କରୁ ନାହାନ୍ତି ସମ୍ପର୍କୀୟ, ପାଖ ମାଡନ୍ତିନି ପରିବାର ଲୋକେ । କରୋନା ଭୟରେ ମାଆର ମୁହଁକୁ ଚାହୁଁନି ପୁଅ । ସ୍ତ୍ରୀକୁ ଛୁଏଁନି ସ୍ୱାମୀ ।…
ଅଧିକ ଖବର ଦେଖନ୍ତୁ...

୧୩ କେଜି ଗଞ୍ଜେଇ ଜବତ, ୪ ଗିରଫ 

ବୌଦ୍ଧ: ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ୧୩ କେଜି ଗଞ୍ଜେଇ ଜବତ କରି ୪ ଜଣଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନା ଅନୁସାରେ ଶନିବାର ଅପରାହ୍ନରେ ୫୭ ନଂ ଜାତୀୟ ରାଜପଥର ଝାଡ଼ରାଜିଙ୍ଗ ଗ୍ରାମ ନିକଟରେ ଏକ ସ୍କୁଟରକୁ ଅଟକାଇଥିଲେ। ଗାଡ଼ିରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି। ସେମାନେ…
ଅଧିକ ଖବର ଦେଖନ୍ତୁ...