Daily Archives

June 7, 2021

ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ଖରିଫ-୨୦୨୧ ବୈଠକ

ଖୋର୍ଦ୍ଧା: ଖରିଫ ୨୦୨୧ ପାଇଁ ଆଜି ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ ଋତୁରେ ୧ଲକ୍ଷ ୨୦ ହଜାର ଜମିରେ ହେକ୍ଟର ଜମିରେ ଧାନ ଚାଷ କରାଯିବା ସହ ଏହା ମଧ୍ୟରୁ ଜଳସେଚନ ସୁବିଧା ନଥିବା ୫୯ ହଜାର ହେକ୍ଟର ଜମିକୁ କୃତ୍ରିମ ଉପାୟରେ ଜଳ…
ଅଧିକ ଖବର ଦେଖନ୍ତୁ...

କୋଭିଡକୁ ହରାଇଲେ ଭାଇ-ଭଉଣୀ: ୧୭ଦିନ ଆଇସିୟୁରେ ରହି ୨୭ ଦିନରେ ଫେରିଲେ ନୃସିଂହ, ୧୭ଦିନରେ ଦେବସ୍ମିତା

ଜୟପୁର: ଦୃଢ଼ ଆତ୍ମବିଶ୍ବାସ, ଧୈର୍ଯ୍ୟ ଓ ମନୋବଳ ରଖିଲେ ଅସାଧ୍ୟ ସାଧିତ ହୋଇଥାଏ। କରୋନା କାଳରେ ଏହି କଥାକୁ ପ୍ରମାଣିତ କରିଛନ୍ତି ଜୟପୁର ପାଣିନଳା ସାହିର ନୃସିଂହ ପାତ୍ର ଓ ତାଙ୍କ ବିବାହିତା ଭଉଣୀ ଦେବସ୍ମିତା ପାତ୍ର । କରୋନାରେ ସଂକ୍ରମିତ ହୋଇ ଉଭୟ ଗୁରୁତର ହୋଇ ଜୟପୁର କୋଭିଡ୍…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ: ରାଞ୍ଚି ଚାଖିବ କୋରାପୁଟିଆ ଆମ୍ବ 

କୋରାପୁଟ: କୋରାପୁଟିଆ ଆମ୍ବର ସ୍ବାଦ ଚାଖିବ ରାଞ୍ଚି। ଆସନ୍ତାକାଲି କୋରାପୁଟ ଜିଲ୍ଲାରୁ ଆମ୍ବ ଝାଡ଼ଖଣ୍ଡ ରାଜ୍ୟକୁ ଯିବ। ଏନେଇ ବୁଝାବଣା ଶେଷ ହୋଇଥିବାବେଳେ ଆସନ୍ତାକାଲି ସେଠାକୁ ପଠାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଯାଉଛି। ଜିଲ୍ଲାର ୧୪ଟି ବ୍ଲକରେ ବିଭିନ୍ନ ଏସଏସଜି ଗ୍ରୁପ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଶାଳୀକୁ କୁରାଢ଼ିରେ ହାଣି ହତ୍ୟା କରିବା ପ‌ରେ ଶାଶୂଙ୍କୁ ଦୁଷ୍କର୍ମ କଲା ଜ୍ବାଇଁ

ବଡ଼ବିଲ : ଶାଳୀ-ଭିିଣୋଇ ମଧ୍ୟରେ ବଚସା ହୋଇଥିଲା। ଶେଷରେ ରକ୍ତମୁଖା ହୋଇଗଲା ଭିିଣୋଇ। କୁରାଢ଼ିରେ ହାଣି ଶାଳୀକୁ ହତ୍ୟା କରିବା ପରେ ଶାଶୂଙ୍କ ହାତ ବାନ୍ଧି ଜୋର ଜବରଦସ୍ତ ଦୁଷ୍କର୍ମ କଲା। ଶେଷରେ ଶାଳୀର ମୃତଦେହକୁୁ ଫିଙ୍ଗି ଦେଇ କେଉଁଆଡ଼େ ଫେରାର ହୋଇଗଲା। ଏଭଳିି ଅଭାବନୀୟ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଆମାଜନର ପ୍ରତିଷ୍ଠାତା ଜୁଲାଇ ୨୦ରେ ଭାଇ ସହିତ ମହାକାଶ ଯାତ୍ରା କରିବେ

ନୂଆଦିଲ୍ଲୀ:  ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ ମହାକାଶକୁ ଯିବେ। ଆସନ୍ତା ଜୁଲାଇ ୨୦ ତାରିଖରେ ସେ ମହାକାଶ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ବୋଲି କୁହାଯାଉଛି। ଜେଫ୍…
ଅଧିକ ଖବର ଦେଖନ୍ତୁ...

କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ୨ ଶିଶୁ ଓ ସ୍ତ୍ରୀକୁ କୂଳକୁ ଠେଲି ଦେଲେ ସ୍ବାମୀ

ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ଜଣେ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ତାଙ୍କ ସ୍ବାମୀ ତାଙ୍କୁ କୂଅକୁ ଠେଲି ଦେଇଛନ୍ତି। ଚାନ୍ଦ ପୁଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ରାଜେନ୍ଦ୍ର ସିଂଙ୍କ କହିବାନୁସାରେ, ମହିଳା ଜଣକ ପୁତ୍ର…
ଅଧିକ ଖବର ଦେଖନ୍ତୁ...

ଚୋରାମଦ ବେପାରକୁ ବିରୋଧ କରିବାରୁ ଛୁରିମାଡ଼, ଅଭିଯୁକ୍ତ ଗିରଫ

କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଗ୍ରାମରେ ଗତ ୫ ତାରିଖରେ ଚୋରାମଦ ବେପାରକୁ ବିରୋଧ କରିବାରୁ ଛୁରି ମାଡ଼ରେ ଜଣେ ଆହତ ହୋଇଛନ୍ତି। ଛୁରିମାଡ଼ କରିଥିବା ଅଭିଯୁକ୍ତ ମଦ ବେପାରୀକୁ ଜେନାପୁର ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବରଡ଼ା ଗ୍ରାମର ବିଜୟ…
ଅଧିକ ଖବର ଦେଖନ୍ତୁ...

ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା: କୋରାପୁଟରୁ ଆମ୍ବୁଲାନ୍ସରେ ଭୁବନେଶ୍ବର ଗଲେ ଗର୍ଭବତୀ

କୋରାପୁଟ: ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବଦାନ୍ୟତା। କୋରାପୁଟ ସହର ଗୌତମନଗର ବାସିନ୍ଦା ତଥା ଗର୍ଭବତୀ ବିଶ୍ବକଲ୍ୟାଣୀ ସାମଲଙ୍କୁ ସବ୍ୟସାଚୀ ସହାୟତାର ହାତ ବଢ଼ାଇଛନ୍ତି। ବିଶ୍ବକଲ୍ୟାଣୀ ୬ମାସର ଗର୍ଭବତୀ ରହିଥିବାବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମା ଓ ଗର୍ଭରେ ଥିବା ଶିଶୁର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ଆପଣଙ୍କୁ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ବୃଷ: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। କିଛି ନୂଆ ଅନୁଭବ ହାସଲ କରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ କୌଶଳ ଲଗାନ୍ତୁ.…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ ଘଟଣା: ୩ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଏନଏଚଆରସିର ନିର୍ଦ୍ଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବାଘମୁଣ୍ଡା ଗ୍ରାମର ଘନଶ୍ୟାମ ହୋଙ୍କ ପୁଅ ସଦା ହୋ(୧୬) ଗତ ୨୦୧୯ ଅଗଷ୍ଟ ୧୬ରେ ଅଳ୍ପ ଉଚ୍ଚରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ନେସ୍କୋ ପକ୍ଷରୁ କ୍ଷତି ପୂରଣ ବାବଦରେ ଘନଶ୍ୟାମଙ୍କୁ ୫୦ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...