Daily Archives

June 7, 2021

ଏହି କାରଣ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ହରଭଜନ ସିଂହ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଧ୍ରନୱାଲେକୁ ହରଭଜନ ସହିଦ ବୋଲି କହି  ସମାଲୋଚନାର ଶିକାର ହୋଇଛନ୍ତି। ଅପରେସନ ବ୍ଲୁ ଷ୍ଟାରର ୩୭…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ୍‌ ସୁଗାର୍‌ ଜବତ, ୪ ଗିରଫ

ପୁରୀ: ବ୍ରାଉନ୍‌ ସୁଗାର୍‌ ବିକ୍ରି କରିବା ଅଭିଯୋଗରେ ପୁରୀ ପୁଲିସ ୪ ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୧୮ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର୍‌ ଓ ଦୁଇଟି ବାଇକ୍‌ ଜବତ କରିଛି। ଏ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ଯେ ସମୁଦ୍ରକୂଳ…
ଅଧିକ ଖବର ଦେଖନ୍ତୁ...

ଥାନା ସମ୍ମୁଖ ଦୋକାନ ସଟର ତାଡ଼ି ଚୋରି, ୩ ଗିରଫ

ପୁରୀ: ବାସେଳି ସାହି ଥାନା ସମ୍ମୁଖରେ ଥିବା ଏକ ଦୋକାନ ସଟର ତାଡ଼ି ଚୋରି ଘଟଣାରେ ଆଜି ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଥାନାରେ ଲାଗିଥିବା କ୍ଲୋଜ୍‌ସର୍କିଟ୍‌ କ୍ୟାମେରାର ଫୁଟେଜ୍‌ରୁ ଏହି ଅଭିଯୁକ୍ତମାନଙ୍କୁ ପୁଲିସ ଚିହ୍ନଟ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ…
ଅଧିକ ଖବର ଦେଖନ୍ତୁ...

ସର୍ଭେ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ରକ୍ତଲଗା ଗ୍ଲୋଭସ୍‌

ନୟାଗଡ଼: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଘର ବୁଲି ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କୁ କରୋନା ସମ୍ପର୍କିତ ସର୍ଭେ ଦାୟିତ୍ବ ଦିଆଯାଇଛି। ଥଣ୍ଡା, ସର୍ଦ୍ଦି, କାଶ ଓ କୋଭିଡ୍‌ ସଂକ୍ରମଣ ବାବଦରେ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ଜିଲ୍ଲାରେ ଡ୍ରଗ୍ସ ରାକେଟ ଘଟଣା: ୬ ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଡ୍ରଗ୍ସ ରାକେଟ ଗୁମର ଫିଟିବାରେ ଲାଗିଛି। ଭବାନୀପାଟଣା ସହରରେ ଗତ ୧ ବର୍ଷ ଧରି କାୟା ବିସ୍ତାର କରୁଥିବା ଡ୍ରଗ୍ସ ରାକେଟର ୬ଜଣଙ୍କୁ ସୋମବାର ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ବ୍ରାଉନସୁଗର, ୨ଟି ବାଇକ ଓ ମୋବାଇଲ ଜବତ…
ଅଧିକ ଖବର ଦେଖନ୍ତୁ...

ଆତ୍ମସମର୍ପଣ କରିଥିବା ନକ୍ସଲକୁ ଅପହରଣ କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ନକ୍ସଲ ଅପହରଣ କରି ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଜାନୁୟାରି ମାସରେ ରାମକୃଷ୍ଣ ନାମକ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ତେବେ ସେ ଗତକାଲି ନିଜ ଗାଁ କୋର୍ସାଗୁଡାରେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ କୋଭିଡ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମିଳିଲାନି କାନ୍ଧ

ଦଶପଲ୍ଲା: କୋଭିଡ୍‌ର ଦ୍ବିତୀୟ ଲହର ଅତି ଭୟଙ୍କର ଭାବେ ବ୍ୟାପି ଚାଲିବା ପରେ ଏବେ ଏଥିରେ ଧୀରେଧୀରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢି ଚାଲିଛି। ଏହା ମଧ୍ୟରେ ଆଜି ଦଶପଲ୍ଲାରେ ଜଣେ କରୋନା ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାକୁ ପୁଣି ଫେରିଲେ ୧୯୧ ପ୍ରବାସୀ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାକୁ ପ୍ରବାସୀ ଶ୍ରମିକମାନେ ପ୍ରତିଦିନ ଫେରୁଥିବା ଦେଖିବାକୁ ମିଳୁଛି। ସୋମବାର ପୁଣି ୧୯୧ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜଣାପଡ଼ିଛି। ଜିଲ୍ଲାକୁ ଆଜି ଉତ୍ତରପ୍ରଦେଶରୁ ୧୯୧ ଜଣ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସମସ୍ତଙ୍କ ଏଣ୍ଟିଜେନ ପରୀକ୍ଷା କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ କରୋନା ସଂକ୍ରମିତ

ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜନ୍ଦ୍ରେ ଢୋଲକିଆ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ବିଧାୟକ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

୧୩ ଗାଡ଼ି ଜବତ, ୩୫ ଗୋରୁ ଉଦ୍ଧାର

ତେଲକୋଇ/ହରିଚନ୍ଦନପୁର/ରାଇସୁଆଁ: କାଠ ବୋଝେଇ ଗାଡ଼ିକୁ ପିଛା କରିବାବେଳେ ଧରାପଡ଼ିଛି ୧୩ଟି ଗୋରୁ ବୋଝେଇ ଗାଡ଼ି। ଗାଡ଼ିରେ ଥିବା ୮ଟି ଗୋରୁ ପ୍ରାଣ ହରାଇଥିବା ବେଳେ ୩୫ଟି ଗୋରୁ ଉଦ୍ଧାର କରାଯାଇଛି। ବନ ବିଭାଗ ସହାୟତାରେ ହରିଚନ୍ଦନପୁର ‌ଓ ତେଲକୋଇ ପୁଲିସ ସମସ୍ତ ଗୋରୁ ବୋଝେଇ ଗାଡ଼ିକୁ ଜବତ…
ଅଧିକ ଖବର ଦେଖନ୍ତୁ...