Daily Archives

June 8, 2021

ରାଜ୍ୟ ପାଇଁ ଆଦର୍ଶ ଗାଁ ପେଦାଭାଲଦା; ରକ୍ଷା ‌କଲେ ସରୁ ପେନୁ

କୋରାପୁଟ/ବନ୍ଧୁଗାଁ: ଓଡ଼ିଶା ଓ ଆନ୍ଧ୍ରକୁ ଦୁଇ ଭାଗ କରି ଠିଆ ହୋଇଛି ସରୁ ପେନୁ ବା ପର୍ବତ ଦେବତା। ଓଡ଼ିଶାପଟୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କନ୍ଧ ସମ୍ପ୍ରଦାୟର ୧୨୧ ପରିବାର ରହୁଥିବା ପେଦାଭାଲଦା ଗାଁକୁ କବଜ କରି ଠିଆହୋଇଛି। ଆନ୍ଧ୍ରପଟୁ କୌଣସି କାରବାରକୁ ଗାଁ ଲୋକେ ବାରଣ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରେ ବାରିପଦାର ଯୁବକ ହତ୍ୟା ମାମଲା: ଅଭିଯୁକ୍ତ ବଂଶୀ ଓ ନରେନ୍ଦ୍ର ଗିରଫ, କୋର୍ଟ ଚାଲାଣ

ବାରିପଦା: ୨୦୧୭ ଏପ୍ରିଲ ମାସରୁ ଦୀର୍ଘ୪ ୪ ବର୍ଷ ହେବ ନିଖୋଜ ଥିବା ବାରିପଦାର ଯୁବକ ବିଶ୍ଵଜିତ ବେହେରା ଓରଫ ଡେଭିଡ ହତ୍ୟା ମାମଲାରେ ବାରିପଦା ଟାଉନ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ଯୁବକ ବଂଶୀଧର ପାତ୍ର ଏବଂ ମୃତକ ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ବଜାରକୁ ଫିକା କଲା ତାଲାବନ୍ଦ 

ବାରିପଦା: ଜୁନ ୧୦ ଗୁରୁବାର ସାବିତ୍ରୀ ବ୍ରତ ଓ ଜୁନ ୧୪ରେ ରଜ ସଂକ୍ରାନ୍ତି । ସାବିତ୍ରୀବ୍ରତକୁ  ବିବାହିତା ମହିଳାମାନେ ନିଜ ନିଜ ସ୍ୱାମୀମାନଙ୍କର ଦୀର୍ଘ ଜୀବନ କାମନା କରି ସେମାନଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଅବିବାହିତା ଝିଅମାନେ ରଜକୁ ପାଳିଥାନ୍ତି । ଏଥି ନିମନ୍ତେ ୧୫ ଦିନ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବିଚିତ୍ର ଦୃଶ୍ୟ: ମୁଣ୍ଡକୁ ୧୮୦ ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଲୋକଙ୍କ ବିଭିନ୍ନ ପ୍ରକାର ପ୍ରତିଭା ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ କିଛି ପ୍ରତିଭା ଦେଖିବାକୁ ବଡ଼ ବିଚିତ୍ର ଲାଗିଥାଏ। ନିକଟରେ ଜଣେ ବ୍ୟକ୍ତି ନିଜ ମୁଣ୍ଡକୁ ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଥିବାର ଏକ ଭିଡିଓ ଦେଖିବାକୁ ମିଳୁଛି।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଶ୍ରମରେ ଅସହାୟ ବୃଦ୍ଧାଙ୍କ ଦେହାନ୍ତ; ଶବଦାହ କଲେ ଯୁବଗୋଷ୍ଠୀ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ସେତୁ ବୃଦ୍ଧାଶ୍ରମରେ ଆଜି ଜଣେ ଅସହାୟ ବୃଦ୍ଧା ସମାରୁ ବାଗଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଂକର ବୟସ ୬୮ ହେବ। ସମାରୁ କୋରକୋଣ୍ଡା ଗ୍ରାମର ନିବାସୀ ଅଟନ୍ତି। ତାଂକର କେହି ପୁଅ ନଥିବା ବେଳେ ଜଣେ ମାତ୍ର ଝିଅ। ଝିଅ ଅନ୍ୟତ୍ର ବାହା ହୋଇ…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସ୍ପିଟାଲ ପାଇଁ ଟୀକା ଦର ନିର୍ଦ୍ଧାରଣ । ଜାଣନ୍ତୁ କେଉଁ ଟୀକା ପାଇଁ କେତେ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଧାର୍ଯ୍ୟ ହେଲା ଟୀକା ଦର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୀକା ଦର ଧାର୍ଯ୍ୟ । ଘରୋଇ ହସ୍ପିଟାଲ ପାଇଁ ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର । କୋଭାକ୍ସିନ ଟୀକା ଦର ୧୪୧୦ ଟଙ୍କା ଧାର୍ଯ୍ୟ । କୋଭିସିଲ୍ଡ ଟୀକା ଦର ୭୮୦ ଟଙ୍କା ଧାର୍ଯ୍ୟ । ସ୍ପୁଟନିକ ଟୀକା ଦର ୧୧୪୫…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ଖରାରେ ୧୦କିମି ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯାଇଥିଲା ୬ବର୍ଷର ଶିଶୁ, ପାଣି ନମିଳିବାରୁ ଉଡ଼ିଗଲା ପ୍ରାଣବାୟୁ

ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଟାଣ ଖରାରେ ଯାଉଥିବା ବେଳେ ପାଣି ନମିଳିବାରୁ ଜଣେ ୬ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ଆସିଛି। ମୃତ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି। ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।…
ଅଧିକ ଖବର ଦେଖନ୍ତୁ...

କିଡନି ରୋଗୀ ଟୁକୁନାକୁ ଚିକିତ୍ସାରେ ଅର୍ଥ ବାଧକ ଘଟଣା: ସହଯୋଗର ହାତ ବଢ଼ାଇଲେ ଅଶୋକ ମହାରଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ସଦର ମହକୁମାସ୍ଥିତ ନିଲିଗୁଡା ସାହିର ଟୁକୁନା ନାୟକ କିଡନି ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ସହ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ସମାଜସେବୀ ବିନୋଦ ଟାୱାରୀ ସହଯୋଗର ହାତ ବଢାଇଥିଲେ। ଆଜି…
ଅଧିକ ଖବର ଦେଖନ୍ତୁ...

‌କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଦମ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦୁଇଥର ମାଗଣାରେ ୩୦୦ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରୁଥିବା ୫୬ ବର୍ଷର ଏନ କଲ୍ୟାଣସୁନ୍ଦରମ୍ ଏବଂ ତାଙ୍କ ପତ୍ନୀ ପଦ୍ମାବତୀ କରୋନା ମହାମାରୀ ସମୟରେ ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି। ମାଗଣାରେ ଖାଦ୍ୟ ବାଣ୍ଟୁଥିବା ଷ୍ଟଲକୁ ଦମ୍ପତ୍ତି ଶ୍ରୀ ସାବରୀ ବାଜୀ ଷ୍ଟଲ୍ ଏବଂ…
ଅଧିକ ଖବର ଦେଖନ୍ତୁ...