Daily Archives

June 9, 2021

ଚମ୍ପାକଣାରେ ଟିକାକରଣକୁ ବିରୋଧ; ମେଡ଼ିକାଲ୍ ଟିମ୍ ପହଞ୍ଚିବା ଆଗରୁ ଗାଁ ଜନଶୂନ୍ୟ

ରାୟଗଡ଼ା: ଟିକାକରଣ ପାଇଁ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା। କୋଭିଡ଼ରୁ ବର୍ତ୍ତିବା ଲାଗି ଟିକାକରଣ ଏକ ମାତ୍ର ବିକଳ୍ପ ହୋଇଥିବାରୁ ଟିକା ନେବାକୁ ସହମତି ପ୍ରଦାନ କରିଥିଲେ ଗ୍ରାମବାସୀ। ହେଲେ ଆଜି ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ତାଟି କବାଟ ପକାଇ ଗାଁ ଲୋକେ ଅନ୍ୟତ୍ର…
ଅଧିକ ଖବର ଦେଖନ୍ତୁ...

ଲକ୍ ଡାଉନକୁ ଫୁ କରିଦେଲେ ଲୋକେ: ସାବିତ୍ରୀ ବଜାର ପାଇଁ ମାନିଲେନି କଟକଣା

ମାଲକାନଗିରି: ଆସନ୍ତାକାଲି ପବିତ୍ର ସାବିତ୍ରୀ ବ୍ରତ ପାଳନ କରାଯାଉଥିବା ବେଳେ ବଜାରରେ ସତ୍ୟବାନ ଏବଂ ସାବିତ୍ରୀଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଲକ୍ ଡାଉନର ସମସ୍ତ କଟକଣାକୁ ଫୁ କରି ଉଡାଇ ଦେଇଥିଲେ ଲୋକେ। ସମସ୍ତ ଫଳ ଦୋକାନ ଏବଂ ବଜାରର ବିଭିନ୍ନ ଗଳିକନ୍ଦରେ ମାଳ ମାଳ ଲୋକ ଭିଡ…
ଅଧିକ ଖବର ଦେଖନ୍ତୁ...

ଶାଳିଆ ଡ୍ୟାମକୁ ସଙ୍କଟ!

ଖୋର୍ଦ୍ଧା: ଖୋର୍ଦ୍ଧା-ଗଂଜାମ ସୀମାନ୍ତରେ ଥିବା ଶାଳିଆ ଡ୍ୟାମକୁ ୬୦ ବର୍ଷ ହେଲାଣି । ଯଦିଓ ଗତ ୯ ବର୍ଷ ମଧ୍ୟରେ ଶାଳିଆ ଡ୍ୟାମରେ ଜଳପତ୍ତନ ବୃଦ୍ଧି ପାଇ ବଡ଼ ଧରଣର ବନ୍ୟା ଆସିନାହିଁ । କିନ୍ତୁ ବର୍ତମାନ ଶାଳିଆ ଡ୍ୟାମରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡ୍ୟାମରେ ଉପରମୁଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ କାଳ ହେଲା ପ୍ରାକ୍ ମୌସୁମୀ ବର୍ଷା: ମଣ୍ଡିରେ ଥିବା ଧାନ ବସ୍ତା ଭିଜିଗଲା

ଜୟପୁର: ଚାଷୀଙ୍କୁ କାଳ ହେଲା ପ୍ରାକ୍ ମୌସୁମୀ ବର୍ଷା । ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବା ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଆଜି ହୋଇଥିବା ପ୍ରାକଃ ମୌସୁମୀ ବର୍ଷାରେ ଭିଜି ଯାଇଛି। ଏହି ଅପ୍ରତ୍ୟାଶିତ ବର୍ଷା ପାଇଁ ପୂର୍ବ ପ୍ରସ୍ତୁତି ନଥିବାରୁ ବହୁ ଚାଷୀ ନିଜ ଧାନକୁ ପଲିଥିନ୍ ବି ଘୋଡ଼ାଇ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ପୂର୍ବରୁ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଶରୀରକୁ ସୁନ୍ଦର ଏବଂ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଗାଧୋଇବା ନିହାତି ଦରକାର । ଯେଉଁମାନେ ପ୍ରତିଦିନ ଗାଧାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବା ସହ ଚମକ ମଧ୍ୟ ଆସିଥାଏ । ଗାଧୋଇବା ଦ୍ୱାରା ଥକାପଣ ଦୂର ହେବା ସହ ଚିନ୍ତା ମଧ୍ୟ କମ ହୋଇଥାଏ । ଶାସ୍ତ୍ର ଅନୂଯାୟୀ ସ୍ନାନ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଭୋପାଳ ଏବଂ ଇନ୍ଦୋର ବିମାନବନ୍ଦରରୁ ବିମାନ ହାଇଜାକ କରି ପାକିସ୍ତାନ ନେଇଯିବ ବୋଲି କହିଥିବା ଅଭିଯୁକ୍ତ ଗିରଫ

ଭୋପାଳ: ବିମାନ ହାଇଜାକ କରିବାକୁ ଧମକ ଦେଇ ଗିରଫ ହେଲେ ଯୁବକ | ବିମାନବନ୍ଦରକୁ କଲ କରି ବିମାନ ହାଇଜାକ କରିବାର ଧମକ ଦେବା ସହ ବିମାନକୁ ପାକିସ୍ତାନ ନେଇଯିବି ବୋଲି କହିଥିଲେ | କଲ ପାଇବା ପରେ ପୁଲିସ କଲକୁ ଟ୍ରେସ କରି ଏବେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି | ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ସମ୍ବାଦର ପ୍ରଭାବ: ନିସହାୟ ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଅଣ୍ଠା ଭିଡ଼ିଲେ ୨୦୦୫ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ

ଉମରକୋଟ: ପ୍ରଥମେ ଉମରକୋଟ ସହରର ସନ୍ତୋଷ ନଗରର ସନ୍ତୋଷ ମହାରଣାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିପରି ଭାବରେ  ଅସହାୟ ଅବସ୍ଥାରେ ଚଳୁଛନ୍ତୁ ପରେ ଉମରକୋଟ ନିକଟସ୍ଥ  ଆଦିବାସୀ ମୃତକ। ଗ୍ରାମର ବାପା ମା ଙ୍କ ମୃତ୍ୟୁ ପରେ କିପରି ୫ ଭାଇ ଭଉଣୀ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଓ ଆଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବୃଷ: ଚାକିରି ବୃତ୍ତି କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିବ। ବିଦେଶରେ ଥିବା ସଂପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ। ପରିବାରରେ ମଧୁରତା ସହିତ…
ଅଧିକ ଖବର ଦେଖନ୍ତୁ...

ଜିମ୍‌ ଯିବାକୁ ପସନ୍ଦ କରୁ ନାହାନ୍ତି କି ? ସାଇକେଲ ଚଲାଇ ମଧ୍ୟ ଆପଣ ରହି ପାରିବେ ଫିଟ୍‌

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସମୟର ଅଭାବ ବହୁତ । ସମୟ ଅଭାବ ହେତୁ ଜିମ ଯାଇପାରୁନଥିବାରୁ କାମ ସହିତ ଶରୀରକୁ ଫିଟ୍‌ ରଖିବା ବହୁତ କଷ୍ଟକର ହୋଇପଡିଛି । ସେଥିପାଇଁ ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଯାଉଛି। କିନ୍ତୁ ଏବେ ଆପଣ ଜିମ୍‌ ନ ଯାଇ ମଧ୍ୟ ନିଜକୁ ଫିଟ୍‌ ରଖି…
ଅଧିକ ଖବର ଦେଖନ୍ତୁ...

ବର ଗାଡ଼ି ଓଲଟିଲା, ଯାତ୍ରୀ ସାମାନ୍ୟ ଆହତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ବରଗାଡ଼ି ଓଲଟିବାରୁ ଗାଡ଼ିରେ ଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ବଡ଼ବିଲରେ ବିବାହ ସରିବା ପରେ ବରକନ୍ୟା ଏକ କାର୍‌ରେ କୋଲକାତା ଯାଉଥିଲେ। ଉକ୍ତ କାର୍‌ରେ ବାରକନ୍ୟାଙ୍କ ବ୍ୟତୀତ ଆହୁରି ୪ଜଣ ଥିଲେ।…
ଅଧିକ ଖବର ଦେଖନ୍ତୁ...