Daily Archives

June 9, 2021

ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିନୟ କୁମାର ଅଗରୱାଲାଙ୍କ ଦେହାନ୍ତ

ବାରିପଦା: ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ବିନୟ କୁମାର ଅଗରୱାଲାଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶର ନିଆରା ଗାଁ: ଏହି ଗାଁର ଲୋକେ ନା କ୍ଷୀର କିଣନ୍ତି ନା କ୍ଷୀର ବିକନ୍ତି, ସମସ୍ତଙ୍କୁ ମିଳେ ମାଗଣା କ୍ଷୀର

ହାଇଦ୍ରାବାଦ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆନ୍ଧ୍ରପ୍ରଦେଶର ଏମିତି ଏକ ଗାଁ ରହିଛି ଯେଉଁ ଗାଁରେ ଲୋକମାନେ କ୍ଷୀର କିଣା ବିକା କରନ୍ତି ନାହିଁ । ଯେଉଁମାନଙ୍କର ଦରକାର ସେମାନଙ୍କୁ ମାଗଣାରେ ଯୋଗାଇ ଦିଅନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏହି ଗାଁର ଲୋକେ କ୍ଷୀରର ଲିଟର ପିଛା ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ଏକାସାଙ୍ଗରେ ୧୦ଜଣ ଶିଶୁଙ୍କୁ ଜନ୍ମ ଦେଇ ରେକର୍ଡ କଲେ ମହିଳା

ନୂଆଦିଲ୍ଲୀ: ଦକ୍ଷୀଣ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା ଏକାସାଙ୍ଗରେ ୧୦ଜଣ ପିଲାଙ୍କୁ ଜନ୍ମ ଦେଇ ବିଶ୍ୱରେ ଥିବା ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି । ସୂଚନା ମୁତାବକ ଦକ୍ଷୀଣ ଆଫ୍ରିକାର ଗୋଷିୟାମୀ ଥମରା ସିଥୋଲେ ନାମକ ଜଣେ ମହିଳା  ଏକା ସାଙ୍ଗରେ ୧୦ଟି…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଦାଢ଼ି କାଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୦୦ଟଙ୍କା ପଠାଇଲେ ଚା’ ବିକାଳି

ମୁମ୍ବାଇ: ଚର୍ଚ୍ଚାରେ ମହାରାଷ୍ଟ୍ରର ଚା' ବିକାଳି | ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦାଢ଼ି କାଟୁନଥିବା ପଛର କାରଣ ଜାଣିବା ପାଇଁ ଲୋକେ ଅନେକ ଚେଷ୍ଟା କରୁଥିବା ବେଳେ ମହାରାଷ୍ଟ୍ରର ଚା' ବିକାଳି ତାଙ୍କୁ ଦାଢ଼ି କାଟିବା ପାଇଁ ପରାମର୍ଶ ଦେଇଛନ୍ତି | ଏହା ସହ ଦାଢ଼ି କାଟିବା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ପଢିବାକୁ ପାଖରେ ଟଙ୍କା ନଥିଲା, ଏବେ ପ୍ରଥମ ଚେଷ୍ଟାରେ ବିହାର ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତିର୍ଣ୍ଣ ହେଲେ ତେଜରାତି…

ପାଟନା : ଚର୍ଚ୍ଚାରେ ବିହାରର ତେଜରାତି ଦୋକାନୀଙ୍କ ପୁଅ | ପାଖରେ ପଢିବାକୁ ଟଙ୍କା ନଥିବା ବେଳେ ନିଜର ମନୋବଳ ଦୃଢ କରି ସେ ଆଜି ଯେଉଁ ସଫଳତା ପାଇଛନ୍ତି, ତାହା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି | ଏଠି ଆମେ ଯାହାଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ହେଉଛନ୍ତି ପାଟନାର ଓମ ପ୍ରକାଶ ଗୁପ୍ତା | ସେ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିନୟ ଅଗରୱାଲାଙ୍କ ପରଲୋକ

ବାରିପଦା: ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ବିନୟ କୁମାର ଅଗରୱାଲାଙ୍କ ସତୁରୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିବା…
ଅଧିକ ଖବର ଦେଖନ୍ତୁ...

୩୧ ଗ୍ରାମର ବ୍ରାଉନ ସୁଗାର ଓ ଏକଲକ୍ଷ ଟଙ୍କା ଜବତ; ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଦିନ ଧରି ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶାର ବ୍ୟବସାୟ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ସାମନ୍ତରାପୁରରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୧ ଗ୍ରାମ ବ୍ରାଉନ ସୁଗାର ଓ  ୧ ଲକ୍ଷ ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୃହକୁ ପିଟିଲା କାର, ଜଣେ ଗୁରୁତର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକଟୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡା ଛକ ନିକଟରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଗୃହକୁ ପିଟିଲା କାର। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଟିକଟକ୍, ଓ୍ବିଚାଟକୁ ନିଷିଦ୍ଧ କରିବାକୁ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶକୁ ରଦ୍ଦ କଲେ ବାଇଡେନ 

ଓ୍ବାସିଂଟନ :  ଆମେରିକାର ଜୋ ବାଇଡେନ ସରକାର ଟ୍ରମ୍ପଙ୍କ ଅମଳରେ ଟିକ ଟକ୍ ଓ ଓ୍ବିଚାଟ୍ ଆଦି ଚୀନା ଆପ ଉପରେ ଲଗାଯ଼ାଇଥିବା ନିଷେଧାଜ୍ଞାକୁ ଉଠାଇନେଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଏସବୁ ଚୀନା ଆପଗୁଡ଼ିକର  ବାଇଡେନ ସରକାର ପୁଣି ଥରେ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବୁଢ଼ାବଳଙ୍ଗ ନଦୀରେ ଗାଧୋଇବାକୁ ଯାଇ ଯୁବକ ମୃତ

ବାରିପଦା: ବୁଢ଼ାବଳଙ୍ଗ ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ ପୁଣ୍ଡୁରା ଗ୍ରାମର ସୁକୁରା ସିଂ(୨୫)। ଗତକାଲି ମୃତକ ଜଣଙ୍କ ଘରୁ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। କୌଣସି ବନ୍ଧୁ ବାନ୍ଧବ ଘରକୁ ଯାଇଥିବ ଭାବି ଖୋଜାଖୋଜି କରିନଥିଲେ…
ଅଧିକ ଖବର ଦେଖନ୍ତୁ...