ମିଶନ ଜୀବିକା ଯୋଜନାରେ ଉନ୍ନତ କିସମର ହଳଦୀ ବିହନ ବଣ୍ଟନ
ବାରିପଦା: ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଆଦିବାସୀ ବର୍ଗର ହଳଦୀ ଚାଷୀ ମାନଙ୍କୁ ଉନ୍ନତ କିସମର ହଳଦୀ ବିହନ ବଂଟନନ କରାଯାଇଛି। ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ବିଭାଗର ମିଶନ ଜୀବିକା ଯୋଜନାରେ ବାରିପଦା ବ୍ଲକ ଅନ୍ତର୍ଗତ ବେତନା ଗ୍ରାମପଂଚାୟତର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...