Daily Archives

June 10, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କରିଆସୁଥିବା ପ୍ରୟାସର ଫଳ ପାଇବେ। ଆପଣଙ୍କୁ ନେତୃତ୍ବ ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ। ବୃଷ: ଆପଣଙ୍କର ଆକର୍ଷଣୀୟ ସ୍ବଭାବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ନୂଆ ଜମି କିଣିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବରିଷ୍ଠ ଓକିଲଙ୍କ ପରାମର୍ଶ ଭଲ ପ୍ରମାଣିତ…
ଅଧିକ ଖବର ଦେଖନ୍ତୁ...

ପୁଣି ସାଇବର ଠକେଇ, ଘଣ୍ଟାକରେ ଚାଲିଗଲା ଏକ ଲକ୍ଷରୁ ଅଧିକ ଟଙ୍କା

କୋରେଇ: କୋରେଇ ଥାନା ଅନ୍ତର୍ଗତ ସାନପାଟୁଳି ଓ ତାରାକୋଟ ଗ୍ରାମରେ ଆଜି ଦୁଇଜଣ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇ ଏକ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହରାଇଛନ୍ତି। ଧନେଶ୍ବର ପଞ୍ଚାୟତ ସାନପାଟୁଳି ଗ୍ରାମ ଜଣେ ଯୁବକ ୬୦ ହଜାର ଟଙ୍କା ହରାଇ ଥିବା ବେଳେ ତାରାକୋଟ ଗ୍ରାମର ଜଣେ ବ୍ୟକ୍ତି ୪୩୮୬୩…
ଅଧିକ ଖବର ଦେଖନ୍ତୁ...

କେବଳ ହ୍ଵାଟ୍ସଆପରେ ‘ହାଏ’ କୁହନ୍ତୁ, ରିଚାର୍ଜ ହୋଇଯିବ ଆପଣଙ୍କ ଜିଓ ନମ୍ବର

ମୁମ୍ବାଇ: ଭାରତର ସବୁଠାରୁ ବଡ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ବ୍ୟବହାରକାରୀଙ୍କ ସୁବିଧା ପାଇଁ ଏକ ଅନନ୍ୟ ସେବା ଆରମ୍ଭ କରିଛି | ଏହି ସେବା ମାଧ୍ୟମରେ, ବର୍ତ୍ତମାନ ଜିଓ ଗ୍ରାହକମାନେ ହ୍ଵାଟ୍ସଆପ ମେସେଜ୍ ମାଧ୍ୟମରେ ସେମାନଙ୍କ ନମ୍ବର ରିଚାର୍ଜ କରିବାକୁ ସକ୍ଷମ ହେବେ। କମ୍ପାନୀ…
ଅଧିକ ଖବର ଦେଖନ୍ତୁ...

ଇସ୍ପାତସହରର ୪ ହଜାର ଉଠାଦୋକାନିଙ୍କୁ ମିଳିବ ଆର୍ଥିକ ସହାୟତା

ରାଉରକେଲା: ଲାଭବାନ ହେବେ ଇସ୍ପାତ ସହରର ଉଠା ଦୋକାନି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତ୍ୟେକ ଉଠାଦୋକାନି ୩ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ଏହାବାଦ୍‌ କେନ୍ଦ୍ର ସରକାରଙ୍କ ସ୍ବନିଧି ଯୋଜନାରେ ସ୍ବଳ୍ପ ସୁଧ ହାରରେ ଋଣ ଦିଆଯିବ। ଏନେଇ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀ ମୃତ୍ୟୁ ଘଟଣା: ବନପାଳ ଓ ବନରଖୀ ନିଲମ୍ବିତ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡ଼ା ସେକ୍ସନ୍ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଗତ ସୋାମବାର ଭୋର ସମୟରେ ବିଦ୍ୟୁତ୍ ତାର ଲାଗି ଏକ ଦନ୍ତାହାତୀର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ୨ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାରେ…
ଅଧିକ ଖବର ଦେଖନ୍ତୁ...

ମୁମୂର୍ଷୁ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କଲା ପୁଲିସ୍, ଦୁଇ ଦିବ୍ୟାଙ୍ଗ ପୁଅ ଥାନାରେ ଅଟକ

ଭଞ୍ଜନଗର: ଭଞ୍ଜନଗର ଲୋହରାଖଣ୍ଡି ନଦୀ ତଟ ବାଇପାସ୍ ରାସ୍ତା କଡରେ ଥିବା ଏକ ନିର୍ଜନ ସ୍ଥାନରୁ ଜଣେ ବୃଦ୍ଧାଙ୍କୁ ପୁଲିସ୍ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ସହ ତା ସହିତ ଥିବା ଦୁଇଜଣ ଦିବ୍ୟାଙ୍ଗ ପୁଅଙ୍କୁ ଥାନାରେ ଅଟକ ରଖିଛି। ଆଜି ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ଜଣେ ବୃଦ୍ଧାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧ରୁ ଏଟିଏମ ବ୍ୟବହାର ପାଇଁ ଗ୍ରାହକଙ୍କୁ ଅଧିକ ଶୁଳକ ଦେବାକୁ ପଡ଼ିବ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଟିଏମ ଇଣ୍ଟରଚେଞ୍ଜ ଚାର୍ଜକୁ ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରାଯ଼ାଇଛି । ଏହି ବର୍ଦ୍ଧିତ ଦେୟ ଅଗଷ୍ଟ ୧, ୨୦୨୧ରୁ ଲାଗୁ ହେବ । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଟିଏମ ବ୍ୟବହାର ଦେୟକୁ ୨୦ ଟଙ୍କାରୁ ୨୧ ଟଙ୍କାକୁ ମଧ୍ୟ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଫେଲ୍ ମାରିଲା ଡ଼କାୟତି ଷଡ଼ଯନ୍ତ୍ର; ୬ ଅଭିଯୁକ୍ତ ଗିରଫ

କଟକ: ମହାନଦୀ କୂଳ ହାଡ଼ିଆ ପଠାରେ ଡକାୟତି ଷଡ଼ଯନ୍ତ୍ର କରୁଥିବା ଅନ୍ତଃଜିଲ୍ଲା ଅପରାଧ ଗ୍ୟାଙ୍ଗ ମଙ୍ଗଳାବାଗ ଥାନା ପୁଲିସ ହାତରେ ଧରାପଡିଛି। ଏହି ୬ ଜଣିଆ ଗ୍ୟାଙ୍ଗରେ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଯାଜପୁର ମଙ୍ଗଳପୁରର ବିଟୁ ଓରଫ ବିଶ୍ଵଜିତ ଦାସ(୩୨), କଟକ ସଦରର ସଂଜୟ ସାମଲ(୩୦), ଜଗତପୁରର…
ଅଧିକ ଖବର ଦେଖନ୍ତୁ...

କରୋନାରେ ସ୍ୱାମୀଙ୍କ ପରଲୋକ, ୨ପିଲାଙ୍କୁ ନେଇ ପତ୍ନୀ ଅସହାୟ

ଜୟପୁର: କରୋନା ମହାମାରୀ ବହୁ ପରିବାରକୁ ଛାରଖାର କରି ଦେଇଛି। ଜୟପୁର ସହରର ଏଭଳି ଏକ ପରିବାରର ଖୁସି ଛଡାଇ ନେଇଛି କ‌ରୋନା। ସ୍ବାମୀ ଏସ୍ .ଭେଙ୍କଟରାଓ(୪୬)ଙ୍କ ମୃତ୍ୟୁ ପରେ ପତ୍ନୀ ଏସ୍ .ଭାରତୀ ବେସାହରା ହୋଇପଡ଼ିଛନ୍ତି। ୧୨ବର୍ଷର ପୁଅ ଓ ସାଢ଼େ ୨ବଷର୍ର ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ…
ଅଧିକ ଖବର ଦେଖନ୍ତୁ...

ଷ୍ଟାର ଯୋଡ଼ିଙ୍କ ଭଙ୍ଗା ସମ୍ପର୍କ: ଚାଲିପାରିଲାନି ଦୁଇ ସାଂସଦଙ୍କ ଦାମ୍ପତ୍ୟ ଜୀବନ

କୋଲକାତା/କଟକ: ଘର କଳି ଯେବେ ପଦାରେ ପଡେ, ମନାନ୍ତର ଯେବେ ଲୋକଙ୍କ ଆଗକୁ ବାହାରିଆସେ ସେବେ ସମ୍ପର୍କ ବି ଫିକା ପଡ଼ିଯାଏ | ଭଙ୍ଗା ମନ ଅନେକ ଅଭିଯୋଗ ଆଣେ, ଆଉ ଅଭିଯୋଗକୁ ନେଇ ସୃଷ୍ଟି ହୁଏ ନାନା ଖବର | ଓଲିଉଡ଼ର ସୁପରହିଟ ଯୋଡି ଅନୁଭବ-ବର୍ଷାଙ୍କ ଘର କଳି ସହ ଅଦାଲତରେ ମାମଲା ବାବଦରେ ତ ଆପଣ…
ଅଧିକ ଖବର ଦେଖନ୍ତୁ...