Daily Archives

June 11, 2021

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜୟପୁର: ଚଳିତ ମାସ ପହିଲାରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳ‌େ ସେଥିରେ ବ୍ୟପକ ଅବ୍ୟବସ୍ଥା ଦେଖା ଦେଇଛି। ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବା ମଣ୍ଡିରୁ ଧାନ ଉଠିପାରୁ ନାହିଁ। ଧାନ କିଣାବିକା ଅବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଜି ବିଜେପି କୃଷକ ମ‌ୋର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ହତ୍ୟା ମାମଲା: ସାକ୍ଷ୍ୟ ଦେବା ହେଲା କାଳ, ସାଙ୍ଗ ନେଲା ଜୀବନ

ଜୟପୁର: ଗତ ୬ତାରିଖ ଦିନ ଛାତଡିଫୁଟ ଗାଁର ହର ଗାଧବାଙ୍କ ୧୯ବର୍ଷର ପୁଅ ଉପେନ୍ଦ୍ର ଗାଧବା ସଂଧ୍ୟା ସାଢ଼େ ୭ଟା ପରେ ନିଖୋଜ ହୋଇଥିଲେ। ମଙ୍ଗଳବାର ଦିନ ଉପେନ୍ଦ୍ରଙ୍କ ମର ଶରୀର କଣ୍ଡାପୁଟ ନିକଟସ୍ଥ ଆମ୍ବବଗିଚାରୁ ମିଳିଥିଲା। ଏହି ହତ୍ୟା ମାମଲାରେ ପୁଲିସ ସେହି ଗାଁର ମୁଖ୍ୟ ଅଭିଯୁକ୍ତ ଭଗବାନ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି ୯ ଟିମ୍

ଛତ୍ରପୁର: ଏଫସିଆଇ (ଖାଦ୍ୟ ନିଗମ) ବିଭାଗର ୯ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ସମସ୍ତ ମିଲ୍ ଗୁଡିକୁ ଗସ୍ତ କରି ଚାଉଳ ଓ ଧାନର ମାନ ନିରୂପଣ କରୁଛନ୍ତି। ମିଲର୍ ମାନେ କେତେ ଧାନ ନେଇଛନ୍ତି ସେହି ବାବଦେରେ କେତେ ଚାଉଳ ପୈଠ କରିବେ। ସରକାରଙ୍କୁ ଦେବାକୁ ଥିବା ଚାଉଳ ଏବଂ ମିଲ୍ରେ ଥିବା ଧାନର…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ଛଡ଼ାଇ ନେଲା ଶଙ୍ଖା ସିନ୍ଦୁର; ବେକରେ ଗାମୁଛା ବାନ୍ଧି ଜଳଖିଆ ଦୋକାନୀଙ୍କ ମୃତ୍ୟୁ

ବାଲିଅନ୍ତା: ମହାମାରୀ କରୋନା ସଂକ୍ରମଣ ମୃତ୍ୟୁ ଯନ୍ତ୍ରଣା ଠାରୁ ଏବେ ଲକଡାଉନ କଷ୍ଟ ବଳିପଡ଼ିଛି। ଲକଡାଉନ କଟକଣା ଭିତରେ ରୋଜଗାର ହରାଇବାରୁ ମାନସିକ ଭାରସାମ୍ୟ ହରାଇ ଶେଷରେ ଜଣେ ବ୍ୟବସାୟୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ ଛଡ଼ାଇ ନେଇଛି, ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରସ୍ତାବ ପାଇଁ ଅଦ୍ଭୁତ ଉପାୟ; ଗୁପଚୁପ ଭିତରେ ମୁଦି ରଖି ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଦେଖିବାକୁ ମିଳିଛି ଅନେକ ପ୍ରେମିକ ବିବାହ ପ୍ରସ୍ତାବ ଦେବା ପାଇଁ ରେସ୍ତୋରାଁକୁ ନେଇ ପ୍ରେମିକାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ କରନ୍ତି ତ ଆଉ କେତେକ କେକ ଭିତରେ ୱେଡିଂ ରିଙ୍ଗ ଖଞ୍ଜି ବିବାହ ପ୍ରସ୍ତାବ ଦେଇଥାଆନ୍ତି। ତେବେ ନିକଟରେ ଏକ ଖବର ଆସିଛି କି ଜଣେ…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ସ୍କୁଟିରେ ଷ୍ଟଣ୍ଟ ଦେଖାଉଥିବା ବେଳେ ହଠାତ ଆସିଗଲା ଟ୍ରେନ୍, ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ରେଳ ଧାରଣାରେ ସ୍କୁଟି ସହିତ ଷ୍ଟଣ୍ଟ ଦେଖାଉଛନ୍ତି। ଏହି ସମୟରେ ହଠାତ ସାମ୍ନା ପଟୁ ଏକ ଟ୍ରେନ ଆସି ଯାଉଛି। ଆଉ ତା’ପରେ ଯାହା ହେଲା ତାହାକୁ ଦେଖି ସମସ୍ତେ ସ୍ତବ୍ଧ…
ଅଧିକ ଖବର ଦେଖନ୍ତୁ...

ପକ୍ଷୀ ଥଣ୍ଟରେ ମୁହଁ ଲଗାଇ କୃତ୍ରିମ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭୟ କର ନି, ତୁ ବଞ୍ଚିଯିବୁ, ପୁଣି ଆକାଶରେ ଡେଣା ହଲାଇ ଉଡିବୁ। ମୁଁ ତୋ ଭିତରେ ଭରି ଦେବି କୃତ୍ରିମ ଅମ୍ଳଜାନ। ନିକଟରେ ଜଣେ ବ୍ୟକ୍ତି ଜୀବନ ଯୁଦ୍ଧରେ ଲଢ଼ୁଥିବା ପକ୍ଷୀକୁ କିଛି ଏପରି କହି ତାର ଭିତରେ କୃତ୍ରିମ ଅମ୍ଳାଜାନ ଭରି ଜୀବନ ବଞ୍ଚାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି…
ଅଧିକ ଖବର ଦେଖନ୍ତୁ...

ଶାଶୁଘରୁ ଫେରାର ହୋଇ ନିଜ ପ୍ରେମିକଙ୍କୁ ଟ୍ରେନ ଶୌଚାଳୟରେ ବିବାହ କଲେ ବିବାହିତା ମହିଳା

ପାଟଣା: ବିହାରର ସୁଲତାନଗଞ୍ଜରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ଟ୍ରେନର ଶୌଚାଳୟରେ ନିଜର ପ୍ରେମିକଙ୍କୁ ବିବାହ କରିଥିବା ଖବର ମିଳିଛି। ଏଭଳି ଏକ ଘଟଣା ଭୀରମୁର୍ଦର ଉଧାଡିହ ଗାଁରେ ଘଟିଛି। ଦୁଇମାସ ପୂର୍ବରୁ ଦୁଇ ପରିବାରଙ୍କ ସମ୍ମତିରେ ମହିଳା ଜଣକଙ୍କ…
ଅଧିକ ଖବର ଦେଖନ୍ତୁ...

ସଫେଇ କାମ ଦେଖିବା ପାଇଁ ଶାଢ଼ି ପିନ୍ଧି ମେନହୋଲ ଭିତରକୁ ଓହ୍ଲାଇଲେ ମହିଳା ଅଧିକାରୀ

ମୁମ୍ବାଇ: ମୌସୁମୀ ଆଗମନକୁ ଦେଖି ଅନେକ ସ୍ଥାନରେ ନାଳ ସଫେଇ କାମ ଜୋରସୋରରେ ଚାଲିଛି। ମୁମ୍ବାଇର ଠାଣେ ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ସଫେଇ ନୀରିକ୍ଷକ ଶାଢ଼ି ପିନ୍ଧି ନାଳର ସଫେଇ ଯାଞ୍ଚ କରିବା ପାଇଁ ନିଜେ ମେନହୋଲ ଭିତରକୁ ପଶି ଯାଇଥିଲେ। ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ର ନେଟ୍ ଲାଭ ୩,୮୫୦ କୋଟି

ରାଉରକେଲା: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କମ୍ପାନି ଆଲୋଚ୍ୟ ଆର୍ଥିକ ବର୍ଷରେ ୩,୮୫୦ ଟଙ୍କା ଶୁଦ୍ଧ ଲାଭ ହାସଲ କରିଛି। ଏହାସହ କମ୍ପାନିର ଋଣ ପରିମାଣରେ ୧୬,୧୩୧ କୋଟି ଟଙ୍କା ହ୍ରାସ ହୋଇଛି। କୋଭିଡ ୧୯…
ଅଧିକ ଖବର ଦେଖନ୍ତୁ...