Daily Archives

June 11, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ପ୍ରେମିକଙ୍କ ପ୍ରତି ଅଧିକ ବିନମ୍ର ରହିବ। ବୃଷ: ଆପଣ ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ପରିସର ବୃଦ୍ଧି ହେବ। ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ।…
ଅଧିକ ଖବର ଦେଖନ୍ତୁ...

କଟକରେ ମେଡ଼ିସିନ ହୋଲସେଲେର ଗୋଦାମ ଉପରେ ଚଢ଼ାଉ; ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ: କଟକ କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲେର ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟର ଚଢ଼ାଉ। ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ, ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ୍‌ କେୟାର ନାମକ କମ୍ପାନିରୁ ଏହି ଔଷଧ ଆସୁଥିଲା। ହୋଲସେଲର ବିରୁଦ୍ଧରେରେ ଡ୍ରଗ୍‌ ଆଣ୍ଡ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ

ଲାଠିକଟା: ରାଉରକେଲାକୁ ଲାଗିଥିବା ଲାଠିକଟା ବ୍ଲକରେ ୧୪୩ ନଂ ଜାତୀୟ ରାଜପଥର କୁଚେଇତା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶ୍ରମଜୀବୀ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ତେବେ ବୁଝାସୁଝା ପରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହେଲା ନିର୍ବାଚନ ପରବର୍ତ୍ତୀ ହିଂସା: ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଯାଇ ଫଳାଫଳ ପ୍ରକାଶ ପାଇଯାଇଥିଲେ ବି ହିଂସା ଥମିବାର ନାଁ ନେଉନାହିଁ | କିଛି ଦିନ ହେବ ପଶ୍ଚିମବଙ୍ଗରେ ହିଂସା ଥମିଥିବାବେଳେ ଆଜି ଜଣେ ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି | ଏହି ସାଂସଦ ଜଣକ ହେଉଛନ୍ତି ଜଲପାଇଗୁରିରୁ ବିଜେପି…
ଅଧିକ ଖବର ଦେଖନ୍ତୁ...

୩୨ ଲକ୍ଷ ଟଙ୍କା ନେଇଗଲା ଝିଅ, ଫେରି ପାଇବାକୁ ଥାନା ଦୌଡ଼ୁଛନ୍ତି ବୃଦ୍ଧା ମା’

ସୁନ୍ଦରଗଡ଼: କିଛି ମାସ ତଳେ ହେମଗିର ବ୍ଲକ ଗୋପାଳପୁର ଅଞ୍ଚଳରେ ବାପାଙ୍କ ଜାଲ୍ ଦସ୍ତଖତରେ ଆକାଉଣ୍ଟରୁ ଝିଅ ୪୦ ଲକ୍ଷ ଉଠାଇ ନେବା ଓ ୬ ମାସ ପରେ ବାପା ଜାଣି ଝିଅ ନାମରେ ଏତଲା ଦେବା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ  ହୋଇଥିଲା। ଏବେ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

କଣ୍ଟେନରରେ ଗଞ୍ଜେଇ ଚାଲାଣ; ଧରାପଡିଲେ ୩ ବେପାରୀ, ଜଣେ ହୋମଗାର୍ଡ

ଜୟପୁର: କୋରାପୁଟ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୁଲିସ ତାହାକୁ କାବୁ କରିଛି। କଣ୍ଟେନରେ ଥିବା ଗଞ୍ଜେଇକୁ ଜବତ କରିବା ସହ ଡ୍ରାଇଭର ଓ କିଣିବା ବ୍ୟକ୍ତିକୁ ଗିରଫ କରିଛି। ଏହି ମାମଲାର ତଦନ୍ତ କରି ‌ଗଞ୍ଜେଇ ଯୋଗାଉଥିବା ୩ ଜଣ ବେପାରୀଙ୍କ ସହ ଜଣେ…
ଅଧିକ ଖବର ଦେଖନ୍ତୁ...

ମାଗଣାରେ ମିଳି ନ ପାରେ ଫାଇଜର, ମଡର୍ଣ୍ଣା ଆଦି ବିଦେଶୀ ଟିକା

ନୂଆଦିଲ୍ଲୀ : ଭାରତରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ଅଧିକାଂଶ ଭାରତୀୟଙ୍କୁ ମାଗଣା ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ବିଦେଶରୁ ଟିକା ଆମଦାନୀ କରି ସରକାର ଏହି ଅଭାବ ଭରଣା କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ବହୁରାଷ୍ଟ୍ରୀୟ ଟିକା କମ୍ପାନି…
ଅଧିକ ଖବର ଦେଖନ୍ତୁ...

ଗୋଳନ୍ଥରା ଥାନା ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜେଲରୁ ମୁକୁଳିବା ବାଟ ପରିଷ୍କାର ହୋଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିିଳିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ରୁଜୁ ଏକ ମାମଲାରେ ଜଷ୍ଟିସ ସଂଜୀବ କୁମାର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଧର୍ମେନ୍ଦ୍ରଙ୍କ ପାଳି!

ନୂଆଦିଲ୍ଲୀ: ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଦର | କରୋନା ମାଡ ସାଙ୍ଗକୁ ପେଟ୍ରୋଲର ହାଉଜାଉ ମୂଲ୍ୟକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି | କେଉଁଠି ଲିଟର ପିଛା ଶହେ ଛୁଇଁଛି ତ କେଉଁଠି ପୁଣି ଶହେ ଉପରେ ପେଟ୍ରୋଲ ପହଂଚିଛି | ଏହାରି ଭିତରେ ଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟମ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ମୁକାବିଲା: ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫…
ଅଧିକ ଖବର ଦେଖନ୍ତୁ...