Daily Archives

June 12, 2021

ବାପା, ମାଆ ପରେ ଜେଜେଙ୍କୁ ହରାଇବା ଘଟଣା ପ୍ରଣିତଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ରାୟଗଡ଼ା: ବାପା, ମାଆ ପରେ ଜେଜେଙ୍କୁ ହରାଇ ଅସହାୟ ହୋଇ ପଡିଥିବା ୬ ବର୍ଷର ଶିଶୁ ଇ. ପ୍ରଣିତ କୁମାରଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ଗୁମୁଡା ଢ଼େପସାହିରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜେଜେମା ନାଇଡୁ ଇସାଲୁଙ୍କ ସହ ଆଲୋଚନା କରିଛନ୍ତି। ମଧୁବାବୁ ପେନସନ୍…
ଅଧିକ ଖବର ଦେଖନ୍ତୁ...

କୋଭିଡ ହସ୍ପିଟାଲ ବାହାରେ ଥିବା ହେଲ୍ପଡେସ୍କର ସ୍ବେଚ୍ଛାସେବୀଙ୍କୁ ଭେଟିଲେ ଵବି

ବାରିପଦା : ବିଜେଡ଼ି ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଆଜି ଦିନିକିଆ ମାରାଥନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଥିଲେ । ପ୍ରଥମେ ବାରିପଦା ବ୍ଲକର ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲ ପରିସରରେ  ଓଡ଼ିଶା ମୋ ପରିବାର ପକ୍ଷରୁ  କାର୍ଯ୍ୟକାରୀ…
ଅଧିକ ଖବର ଦେଖନ୍ତୁ...

ବର୍ଷା ହେଲେ ଜମୁଛି ପାଣି, ଡାକ୍ତରଖାନାରେ ଦେଖାଦେଲା ଅସନ୍ତୋଷ

ବଲାଙ୍ଗୀର: ସକାଳୁ ମେଘୁଆ ପାଗ ଲାଗିଥିଲା। ଅପରାହ୍ନ ସମୟରେ ହେଲା ପ୍ରବଳ ବର୍ଷା। ବର୍ଷାରେ ସହରର ଅନେକ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗୀର ବ୍ରାହ୍ମଣପଡ଼ା ଛକରେ ଡ୍ରେନ ପାଣି ନିଷ୍କାସନ ହୋଇନପାରିବାରୁ ଲୋକଙ୍କ ଘର ଭିତରକୁ ପାଣି ପଶିଥିଲା। ସେହିପରି ରାମେଶ୍ୱରନଗର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ସ୍ମାର୍ଟ ସିଟିର ଲୋଗୋ, ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତା

ରାଉରକେଲା: ସ୍ମାର୍ଟ୍‌ ସିଟି ହିସାବରେ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲା ମହାନଗରକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ ଉପଯୋଗୀ ବା ଚିଲ୍ଡ୍ରେନ୍ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ବିଶେଷ…
ଅଧିକ ଖବର ଦେଖନ୍ତୁ...

ଏଣିକି ରେଳ ଇଞ୍ଜିନ ଯାଞ୍ଚ ଭଳି କଷ୍ଟ କାମ କରିବେ ମହିଳା, ପିୟୁଷ ଗୋଏଲ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ମହିଳା ଶକ୍ତି ଧୀରେ-ଧୀରେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ପ୍ରସ୍ତୁତ ହେଲେଣି। ମହିଳାମାନେ ଏବେ ଏମିତି କିଛି କାମ କରିବାକୁ ଅଣ୍ଟା ଭିଡିଛନ୍ତି ଯାହାକୁ ପୂର୍ବରୁ କେବଳ ପୁରୁଷ ହିଁ କରୁଥିଲେ। ଏହାର ଏକ ଉଦାହରଣ ହେଉଛି, ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...

ଦେଢ଼ବର୍ଷ ପୂର୍ବେ ଜଙ୍ଗଲରେ ଲାଗିଥିଲା ନିଆଁ, ଏଯାବତ ଜଳୁଛି ଏକ ଗଛ; ବୈଜ୍ଞାନିକମାନେ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହାକୁ ଶୁଣିଲେ ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଉକ୍ତ ଘଟଣାର ରହସ୍ୟ କ’ଣ ହୋଇଥାଇପାରେ ତାହା କେହି ଜାଣି ପାରନ୍ତି ନାହିଁ। ଏମିତି ଅନେକ ରହସ୍ୟକୁ ନେଇ ଚର୍ଚ୍ଚା ହୋଇଥାଏ। ନିକଟରେ ଏମିତି ଏକ ରହସ୍ୟ ଘଟଣା କଲିଫର୍ଣ୍ଣିଆରେ ଥିବା ଗଛକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସଟ୍‌ଡାଉନ୍‌ରେ କଟକଣା କଡ଼ାକଡ଼ି, ଲମ୍ବା ଲାଇନରେ ଫାଇନ ଭରିଲେ

ବଲାଙ୍ଗୀର: କରୋନା ସଂକ୍ରମଣ ରୋକିବାକୁ ସପ୍ତାହକୁ ପାଞ୍ଚ ଦିନ ଲକ୍‌ଡାଉନ୍‌ ଓ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତଥାପି ଏହାକୁ ବହୁଲୋକ ମାନୁ ନଥିବା ଲକ୍ଷ୍ୟ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସପ୍ତାହକୁ ପାଞ୍ଚଦିନ ସକାଳରୁ ଦିନ ୧୧ଟା ଯାଏ ଦୋକାନ ଓ ପନିପରିବା ମାର୍କେଟ…
ଅଧିକ ଖବର ଦେଖନ୍ତୁ...

କେବଳ ସୋନୁଙ୍କୁ ଭେଟିବା ପାଇଁ ଚାଲିଲେ ୭୦୦ କିଲୋମିଟର, ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଲେ ଛାତ୍ର

ମୁମ୍ବାଇ: ଗରିବଙ୍କ ଭଗବାନ, ଅସହାୟଙ୍କ ସାହା ଆଉ ଦୁଃଖିଙ୍କ ଦାତା । ହଁ ଆଜ୍ଞା ସେ କେହି ନୁହନ୍ତି ସେ ହେଉଛନ୍ତି ସୋନୁ ସୁଦ । ବିପଦରେ ପଡି ଡାକିଲେ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ବରଂ ଆଗକୁ ଆସି ସାହାଯ୍ୟର ହାତ ବଢାନ୍ତି । କରୋନା କାଳରେ ଦେବଦୂତ ସାଜି ସେ ଲୋକଙ୍କୁ ସାହାଯ୍ୟ କରିଥିଲେ…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କ ପାଇଁ ମେଡିକାଲ ଷ୍ଟାଫ୍‌ଙ୍କ ଡ୍ୟାନ୍‌ସ ଥେରାପି

ବଲାଙ୍ଗୀର: କରୋନା ଆକ୍ରାନ୍ତ ରୋଗୀ ପାଇଁ ଔଷଧଠୁ ବେଶି ଜରୁରି ଦୃଢ଼ ମନୋବଳ। କୋଭିଡ ଆକ୍ରାନ୍ତ ହେବା ପରେ ଅଧିକାଂଶ ରୋଗୀ ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ତେଣୁ ହସପିଟାଲ ଭିତରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାନସିକ ସ୍ତରରେ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରକାର…
ଅଧିକ ଖବର ଦେଖନ୍ତୁ...

୧୨୦ ବୋତଲ ମଦ , ୩୦୦୦ ଟଙ୍କା ଓ ମୋବାଇଲ ଫୋନ ସମେତ ଫ୍ରିଜ ଜବତ

ବାଲିଅନ୍ତା: ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସୂଚନା କ୍ରମ‌େ ଆଜି ସଂଧ୍ୟାରେ ବାଲିଅନ୍ତା ଥାନା ପୁଲିସ ଟିମ ସ୍ଥାନୀୟ ତଳଗଡ଼ ଗ୍ରାମରେ ଅତର୍କିତ ଭାବେ ଚଢ଼ଉ କରି ଜଣେ ଚୋରାମଦ ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଚୋରାମଦ ବ୍ୟବସାୟୀ ଜଣକ ହେଲା ସଂଜୟ କୁମାର ଭୋଇ(୩୦)।…
ଅଧିକ ଖବର ଦେଖନ୍ତୁ...