Daily Archives

June 12, 2021

ମଜାଳିଆ ଦୃଶ୍ୟ: ବାରମ୍ବାର କହିବା ସତ୍ତ୍ବେ ବ୍ୟକ୍ତିଙ୍କୁ ବିନା ମାସ୍କରେ ବୁଲୁଥିବା ଦେଖି ମହିଳା ପୁଲିସ କନେଷ୍ଟବଳ କଲେ…

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର ପ୍ରଭାବ ଦେଶରେ ଏବେ ବି ରହିଛି। ତେବେ କିଛି ପରିମାଣରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ବି ବିପଦ ରହିଛି। ଅନେକ ରାଜ୍ୟରେ ଲକଡାଉନ ଶେଷ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଧୀରେଧୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହା ସତ୍ତ୍ବେ ବି…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ସାଙ୍ଗମାନଙ୍କ ସହ ପାର୍ଟିରେ ବ୍ୟସ୍ତ ଥିଲା ମା’, ଭୋକରେ ଚାଲିଗଲା ଶିଶୁର ଜୀବନ

ନୂଆଦିଲ୍ଲୀ: ସନ୍ତାନ ପାଇଁ ମା’ ଜୀବନ ଦେବାକୁ ପଛାଇ ନଥାଏ। ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ମା’ ମୃତ୍ୟୁ ସହିତ ଲଢ଼େଇ କରିବାକୁ ବି ଆଗେଇ ଆସିଥାଏ। କିନ୍ତୁ ଋଷରେ ଜଣେ ୨୫ବର୍ଷୀୟ ମା’ ସାଙ୍ଗମାନଙ୍କ ସହିତ ଭୋଜିରେ ମଜାମସ୍ତି କରିବାରେ ବ୍ୟସ୍ତ ଥିବା ବେଳେ ଘରେ ଭୋକ ଉପବାସରେ ଶିଶୁର ଜୀବନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଶୁକ୍ର ଓ ଶନିବାର: ବନ୍ଧୁଙ୍କୁ ମନର କଥା କହିବେ। ରବି, ସୋମ ଓ ମଙ୍ଗଳବାର: ମନର ଆଶା ପୂରଣ ହେବ। ବୁଧ ଓ ଗୁରୁବାର: ବିବାଦଠୁ ଦୂରରେ ରୁହନ୍ତୁ। ଶୁକ୍ର ଓ ଶନିବାର: କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ବାଲିଗୁଡ଼ାରୁ ଭୁବନେଶ୍ୱର ବାଇକରେ ଗଞ୍ଜେଇ ଚାଲାଣ,୨ ଗିରଫ 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଗଣ୍ଡିଶୁଳା ଛକ ଠାରେ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ବାଇକ୍ ସହ ଗଞ୍ଜେଇ ଜବତ କରିଛି। ଏଥି ସହ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୨୦ କେଜି ୬୩୦ ଗ୍ରାମ ଜବତ…
ଅଧିକ ଖବର ଦେଖନ୍ତୁ...

ଭିଡିଓ: ଭୁବନେଶ୍ୱରରେ ପ୍ରବଳ ବର୍ଷା, ଗରମ-ଗୁଳୁଗୁଳିରୁ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି  

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ସନ୍ଧ୍ୟା ପରଠାରୁ ରାତିଯାଏଁ ପ୍ରବଳ ବର୍ଷା ହୋଇଛି । ବର୍ଷା ସହିତ ଘଡ଼ଘନି ମଧ୍ୟ ହୋଇଛି । ସନ୍ଧ୍ୟା ପରଠାରୁ ରାତିଯାଏଁ ବର୍ଷା ଲାଗି ରହିବା ଫଳରେ ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଆଜି ସନ୍ଧ୍ୟା ଠାରୁ ଭୁବନେଶ୍ୱରରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

ବିଫଳ ହେଲା ପାକିସ୍ତାନର‘ଆମ୍ବ କୂଟନୀତି ; ମିତ୍ର ଦେଶ ବି ଗ୍ରହଣ କଲେନି ପାକ ସରକାର ପଠାଇଥିବା ଆମ୍ବ

ଇସଲାମାବାଦ :  ଭାରତର ‘ଟିକା କୂଟନୀତି’ ସମଗ୍ର ବିଶ୍ବରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ଓ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ସମର୍ଥନ ଜଣାଇଥିଲେ । ଭାରତର ଦେଖାଦେଖି ପାକିସ୍ତାନ ଏକ ଆମ୍ବ କୂଟନୀତି କରି ବିଶ୍ବରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏପରି କରି ବେଶ…
ଅଧିକ ଖବର ଦେଖନ୍ତୁ...

ଡେଭିଡ ହତ୍ୟା ମାମଲା : ଅଭିଯୁକ୍ତ ମହିଳା ଗିରଫ

ବାରିପଦା : ବାରିପଦାର ଯୁବକ ବିଶ୍ଵଜିତ ଓରଫ ଡେଭିଡ ହତ୍ୟା ମାମଲାରେ ମୃତକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ମହିଳା ସ୍ନେହଲତା ପାତ୍ରଙ୍କୁ ଆଜି ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଚାରି ବର୍ଷ ତଳର ଏହି ହତ୍ୟା ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ବଂଶୀ ଓ ନରେନ୍ଦ୍ରଙ୍କ ପରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ବଦାନ୍ୟତା: ୭ଟି ଗାଁର ୫୧ଜଣ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲେ

ଜୟପୁର: ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଜିତ କୁମାର ନାୟକ ୭ଟି ଗାଁର ୫୧ଜଣ ଅସହାୟ, ବେସାହାରା ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ପୁଜାରୀପୁଟ, ଆଦିବାସୀଗୁଡ଼ା, କଣ୍ଡାଗୁଡା, ନୂଆଗୁଡା, ଡାଙ୍ଗରିଆଗୁଡ଼ା, ଛତର୍ଲା, ଖୁଣ୍ଟୁଗୁଡ଼ା ଗାଁର ୫୧ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ମୃତ୍ୟୁ ହାର ହ୍ରାସ କରିବା ପାଇଁ ସରକାର ଏବଂ ହସ୍ପିଟାଲଗୁଡିକୁ ପୁଣି ଥରେ ମୃତ୍ୟୁର ଗଣନା କରିବା ଜରୁରୀ : ଏମ୍ସ…

ନୂଆଦିଲ୍ଲୀ: ହସପିଟାଲ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ ସମ୍ବନ୍ଧୀୟ ମୃତ୍ୟୁର ଭୁଲ ତଥ୍ୟ ଦିଆଗଲେ ମହାମାରୀର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରୟାସ ଅସଫଳ ହୋଇପାରେ | ଆଜି ମୃତ୍ୟୁ ସଂଖ୍ୟାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏମ୍ସ…
ଅଧିକ ଖବର ଦେଖନ୍ତୁ...

ଉମରକୋଟ ପୁଲିସକୁ ମିଳିଛି ସଫଳତା, ଚୋରି ସାମଗ୍ରୀ ସହ ୩ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସକୁ ମିଳିଛି ସଫଳତା । ଚୋରି ସାମଗ୍ରୀ ଠାବ କରିବା ସହ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଉମରକୋଟ ପୁଲିସ। ସୂଚନା ଅନୁଯାୟୀ ଗତ ୯ ତାରିଖ ରେ ଘରେ କେହି ନଥିବା ସମୟରେ ଉମରକୋଟ ଗୁଲିପାଟଣା ସାହିର ଜଣେ ଶିକ୍ଷକ ସଇଲେନ୍ ମଣ୍ଡଳଙ୍କ ଘରୁ କିଛି…
ଅଧିକ ଖବର ଦେଖନ୍ତୁ...