Daily Archives

June 13, 2021

୭ ଦିନ ତଳେ ବିବାହ କରିଥିଲେ, ଦୁର୍ଘଟଣାରେ ଯୁବକ ମୃତ

ଧର୍ମଗଡ଼: ହାତରୁ ମେହେନ୍ଦୀ ଲିଭିନ ଥିବା ବେଳେ ନିଜ ସ୍ୱାମୀଙ୍କୁ ହରାଇଛନ୍ତି ନବ ବିବାହିତା। ବାଇକ୍‌ ଦୁର୍ଘଟଣାରେ ଚାଲିଯାଇଛି ସ୍ୱାମୀଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ସନ୍ଧିକୁଲିହାରି ଗ୍ରାମରେ। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ମାତିଛନ୍ତି ବାଲି ମାଫିଆ; ୩ ବାଲି ବୋଝେଇ ଗାଡି, ଜେସିବି ଜବତ

ରାଉରକେଲା: ଲକ୍‌ଡାଉନ୍‌ରେ ମାତିଛନ୍ତି ବାଲି ମାଫିଆ। ବିନା ଅନୁମତିରେ ବିଭିନ୍ନ ଘାଟରୁ ବେଆଇନ ଭାବେ ଉଠାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବାଲି। ସହରର ତୁମକେଲା, ତେତରକେଲା, ପସରା, ଝିରପାଣି, ତରକେରା ସମେତ ଅନ୍ୟାନ୍ୟ ଘାଟରୁ ଦୈନିକ ଉଠୁଛି ଶହ ଶହ ଟ୍ରକ ବାଲି। ମାଫିଆମାନେ ସ୍ଥାନୀୟ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଘରେ ରହି ଏଭଳି ଉପାୟରେ ବଢାଇପାରିବେ ଅମ୍ଳଜାନ! ଜାଣନ୍ତୁ କଣ କୁହନ୍ତି ଫିଜିଓଥେରାପିଷ୍ଟ ତାପସ ମିତ୍ର

ଭୁବନେଶ୍ୱର: କୋଭିଡ ଯୋଗୁଁ ଏବେ ଅଧିକାଂଶ ରୋଗୀଙ୍କର ଶରୀରରେ ଅମ୍ଳଜାନ ମାତ୍ରା କମିଯାଉଥିବାର ଆପଣ ଶୁଣୁଥିବେ | ଆଉ ଅମ୍ଳଜାନ ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଯାଉଛି | ମେଡିକାଲ ଭାଷାରେ ଏହାକୁ ଅକ୍ସିଜେନ ସାଚୁରେସନ କୁହାଯାଉଥିବାବେଳେ ଅମ୍ଳଜାନ ସାଚୁରେଚର ରକ୍ତରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ଏହି ହସ୍ପିଟାଲରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ ରୂଷର ସ୍ପୁଟନିକ-ଭି ଟିକା, ପ୍ରତି ଡୋଜର ଦାମ ରହିଛି ୧୧୪୫…

ନୂଆଦିଲ୍ଲୀ: ଦେଶରେ ଲାଗିରହିଥିବା ଟିକାଅଭାବ ସମସ୍ୟା ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ବିରୋଧରେ ଚାଲିଥିବା ଟିକାକରଣରେ ଜୁନ ୧୫ ତାରିଖରୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଋଷ ଟିକା ସ୍ପୁଟିନିକ୍ –ଭି ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଟିକା କେଉଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବୃଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇପାରିବେ। ଚାକିରିରେ ଉନ୍ନତି ହେବ। ସନ୍ତାନଙ୍କ କ୍ୟାରିୟରକୁ…
ଅଧିକ ଖବର ଦେଖନ୍ତୁ...

ଟିକା ଯୋଗୁଁ ନବଜାତଙ୍କ ମୃତ୍ୟୁକୁ ପ୍ରଶାସନର ଖଣ୍ଡନ: ମିଛି ଖବର ପ୍ରକାଶ କରିଥିବା ଗଣମାଧ୍ୟମ ନାମରେ ହେବ…

କୋରାପୁଟ: ଟିକା ଯୋଗୁଁ ଜିଲ୍ଲାରେ କୌଣସି ଶିଶୁର ମୃତ୍ୟୁ ଘଟିନାହିଁ। ଯେଉଁ ୱେବ ମିଡିଆ ଓ ଛାପା ଗଣମାଧ୍ୟମରେ ଯାହା ମିଛ ଖବର ପ୍ରକାଶିତ ହୋଇଛି ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ଉପରୋକ୍ତ ଶିଶୁ ୧୬ ଘଣ୍ଟା ପରେ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ହେତୁ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାକୁ ପୁଣି ଫେରିଲେ ୧୨୬ ଜଣ ପ୍ରବାସୀ ଶ୍ରମିକ 

ନୂଆପଡ଼ା: ନୂଆପଡା ଜିଲ୍ଲାକୁ ରବିବାର ଦିନ ପୁଣି ୧୨୬ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଖରିଆର ରୋଡ଼କୁ ୧୧୭ ଜଣ ଶ୍ରମିକ ଫେରିଥିବାବେଳେ ସିନାପାଲି ବ୍ଲକ୍‌କୁ ୯ ଜଣ ଶ୍ରମିକ ଫେରିଛନ୍ତି। ସ୍ବା‌ସ୍ଥ୍ୟ ବିଭାଗ ପକ୍ଷରୁ ସୀମାନ୍ତରେ ସମସ୍ତ ଶ୍ରମିକଙ୍କ ଆଣ୍ଟିଜେନ୍‌ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ; ଭୁବନପୁର ବସ୍ତି ବାସିନ୍ଦାଙ୍କୁ ଲକଡାଉନ ସହାୟତା

ବାଲିଅନ୍ତା: ପୁରୁଣା ଜଗନ୍ନାଥ ରାସ୍ତାର ଭୁବନପୁର ରାସ୍ତାକଡ଼ ଝୁମ୍ପୁଡ଼ିରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଥିବା ବୃଦ୍ଧ ଦମ୍ପତ୍ତି ବିଦେଶୀ ଓ ତିଳୋତ୍ତମାଙ୍କୁ ସହାୟତାର ହାତ ବଢ଼ାଇଛି ‌ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ସତ୍ୟଭାମାପୁର…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରୁ ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆ ଦାଦନ ଦମ୍ପତିଙ୍କ ନିବେଦନ  

ବିନିକା: ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡ଼ିଛନ୍ତି ବିନିକା ବ୍ଲକ୍‌ ବାଉଁଶୁଣିର ଏକ ଦମ୍ପତି। ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ ମିଡିଆରେ ନିବେଦନ କରିଥିବା ଜଣାଯାଇଛି। ବାଉଁଶୁଣିର ଅଜିତ ଓ ତାଙ୍କ ସ୍ତ୍ରୀ ୪ ବର୍ଷ ହେବ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁରକୁ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡି ଧକ୍କାରେ ୨ ବନ୍ଧୁଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ

ରାଉରକେଲା/କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତ ମଣ୍ଡଯୋଡା ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବନ୍ଧୁଙ୍କ ଜୀବନ ଯାଇଛି। ମୃତ ଦୁଇ ବନ୍ଧୁ ହେଲେ ଗଣୁଆ ମଣ୍ଡଯୋଡାର ସୁବାସ ମୁଣ୍ଡା, କଳିପଦାର ଗେରା ମୁଣ୍ଡା।  ଅନ୍ୟ ଜଣେ ବନ୍ଧୁ ସଲମାନ୍‌ ଗୁରୁତର ଆହତ…
ଅଧିକ ଖବର ଦେଖନ୍ତୁ...