Daily Archives

June 13, 2021

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବାକୁ କଂଗ୍ରେସ ନେତାଙ୍କ ଇଚ୍ଛା, ଶିବସେନା କହିଲା ୫ ବର୍ଷ ଯାଏଁ ଛାଡ଼ିବୁନି…

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କଲେଣି କଂଗ୍ରେସ ନେତା | ଆଉ ଏହି ଖବର ପ୍ରକାଶ ପାଇବା ପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଅଢେଇ ବର୍ଷ ପରେ ଶିବସେନାର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା କଥା ସମ୍ପୂର୍ଣ୍ଣ ଗୁଜବ। ସେ କହିଛନ୍ତି ଯେ ଯେତେବେଳେ ତିନି ଦଳ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁର ସାଲେମ୍‌ରେ ବର ‘ସୋସିଆଲିଜମ୍‌’ଙ୍କୁ ବିବାହ କଲେ ‘ମମତା ବାନାର୍ଜୀ’

ଚେନ୍ନାଇ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବାମପନ୍ଥୀ ଦଳ ହୁଏତ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି, କିନ୍ତୁ ତାମିଲନାଡୁର ସାଲେମରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର | ତାମିଲନାଡୁର ପି.ମମତା ବାନାର୍ଜୀ ନାମକ ଜଣେ ମହିଳା ଆଜି ‘କମ୍ୟୁନିଷ୍ଟ୍‌…
ଅଧିକ ଖବର ଦେଖନ୍ତୁ...

ଟିକା ନନେଇ ମଧ୍ୟ ଶରୀରରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଛି ବୋଲି ଦାବି କଲେ ବାଳକ!

ବାରିପଦା: କରୋନା ଟିକା ନେବାପରେ ଶରୀରରେ ଆସୁଛି ଚୁମ୍ବକୀୟ ଶକ୍ତି। ଦେହରେ ଲାଗି ରହୁଛି ଲୁହା, ଷ୍ଟିଲ ଆଦି ପଦାର୍ଥ। ଏହା କୌଣସି କରୋନା ଟିକା ନେବା କାରଣରୁ ନୁହେଁ ବରଂ ଅଳ୍ପ ଅଳ୍ପ ଝାଳ ସଂସ୍ପର୍ଶରେ ଆସି ଏପରି ଘଟୁଥିବା କହିଛନ୍ତି ବରିଷ୍ଠ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ। ଏହା…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆଙ୍କ ପରଲୋକ, ପରିବାରରେ ଥିଲେ ୩୮ଜଣ ସ୍ତ୍ରୀ ଓ ୮୯ଜଣ ପିଲା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ କୁହାଯାଉଥିବା ଜିଓନା ଚାନାଙ୍କ ୭୬ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଚାନାଙ୍କ ପରିବାରରେ ୩୮ଜଣ ସ୍ତ୍ରୀ ଥିବା ବେଳେ ୮୯ଜଣ ସନ୍ତାନ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପି ନ୍ୟୁ କୋଲ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଦୁର୍ଘଟଣା: ଜଳିଗଲା କନ୍‌ଭେୟର ବେଲ୍‌ଟ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋକୋଭେନ୍‌ ବେଟେରୀ ନଂ -୬ର ନ୍ୟୁ ‌କୋଲ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ବେଲ୍‌ଟ ନଂ ୩୦୨ରେ ଲକ୍ଷାଧିକ ଟଙ୍କାର କନ୍‌ଭେୟର ବେଲ୍‌ଟ ଜଳିପୋଡି ପାଉଁଶ ହୋଇଯାଇଛି। ଆର୍‌ଏସ୍‌ପି ଅଗ୍ନିଶମ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

୨୨ ଦିନର ଚିକିତ୍ସା ପରେ ଗୋଟିଏ କିଡ଼ନି ସହ ପ୍ରମିତ କରୋନାକୁ ହରାଇଲେ

ଜୟପୁର: ଦୃଢ଼ ମନୋବଳ ଓ ଆତ୍ମବିଶ୍ବାସ ରହିଲେ ଲୋକେ ମୃତ୍ୟୁକୁ ବି ଜିତି ପାରିବେ । ଯେତେ ବଡ଼ ପରିସ୍ଥିତି ଆସିଲେ ବି ତାହାକୁ ଠିକ୍ ଭାବେ ମୁକାବିଲା କରିବାକୁ ପଡ଼ିବ। ଏହାର ପ୍ରମାଣ ଦେଇଛନ୍ତି ଗୋଟିଏ କିଡ଼ନି ସହ ବଂଚୁଥିବା ପ୍ରମିତ ପରିଚ୍ଛା। ସେ କରୋନା ମହାମାରୀକୁ ହରାଇ କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ନା ଅଛି ଆଧାରକାର୍ଡ ନା ଭୋଟର ପରିଚୟ ପତ୍ର, ବିଜୟାଙ୍କୁ କିଭଳି ମିଳିବ ସାମାଜିକ ସୁରକ୍ଷା ଓ ଥଇଥାନ

ଭଞ୍ଜନଗର: ଗତ ଗୁରୁବାର ଦିନ ଭଞ୍ଜନଗର ବାଇପାସ୍ ରୋଡ଼ ସ୍ଥିତ ଲୋହରାଖଣ୍ଡି ପୋଲ ନିକଟରୁ ଦୟନୀୟ ଅବସ୍ଥାରେ ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ଉଦ୍ଧାର କରିଥିଲା। ଏଥିସହ ତାକୁ ତାର ପୁଅ ମାନେ ସେଠାରେ ଛାଡି ପଳାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେବା ପରେ ଦୁଇ ପୁଅଙ୍କୁ ଅଟକ ରଖିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଭାରତ ପ୍ରଥମେ ଭାବୁଥିବା ଲୋକଙ୍କ ପାଇଁ ବିଜେପି ଦ୍ୱାର ସବୁବେଳେ ଖୋଲା ଅଛି: ରାଜ୍ୟବର୍ଦ୍ଧନ ସିଂହ ରାଠୋର

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ କଳହକୁ ନେଇ ଭାରତୀୟ ଜନତା ପାର୍ଟିର ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ କଂଗ୍ରେସର ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ପୁଣି ବିଶ୍ୱକୁ ଡରାଇଲାଣି କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ, ବିଶ୍ୱର ବିଭିନ୍ନ ଦେଶରେ କଟକଣା ହେଉଛି କଡାକଡି

ନୂଆଦିଲ୍ଲୀ: କରୋନା ଭୂତାଣୁର ସବୁଠାରୁ ଭୟାନକ ରୂପ ଡେଲଟା ଭାରିଏଣ୍ଟକୁ ନେଇ ଏବେ ସାରା ବିଶ୍ୱର ଚିନ୍ତା ବଢିଛି । ଏନେଇ କିଛି ଦେଶ ପୁଣିଥରେ କରୋନା କଟକଣା ଓ ଲକଡାଉନ୍ ଲଗାଇଛନ୍ତି । ଜିମ୍ବାୱେ ସରକାର ଜୁନ ୧୨ ତାରିଖରେ କରୋନାର ଡେଲଟା ଭାରିଏଣ୍ଟ ବାବାଦରେ ଯାଞ୍ଚ କରିବା ପରେ ୨ଟି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ବାବୁଲାଙ୍କ ବଦାନ୍ୟତା: ରକ୍ତ ଦେଇ ମହିଳାଙ୍କ ଜୀବନ ବଂଚାଇଲେ 

ଜୟପୁର: କରୋନା ମହାମାରୀ ସଂକ୍ରମଣ ଭୟରେ ରକ୍ତଦାନ ଶିବିର ବି ଅନୁଷ୍ଠିତ ହେଉନି। ଅନ୍ୟ ପକ୍ଷରେ ଜୟପୁର ରକ୍ତଭଣ୍ଡାରରେ ଆବଶ୍ୟକ ପରିମାଣର ରକ୍ତ ବି ଗଚ୍ଛିତ ହୋଇ ରହିନି। ବହୁ ଜରୁରୀ ରୋଗୀ ରକ୍ତ ପାଇଁ ହନ୍ତସନ୍ତ ହେବାକୁ ପଡ଼ୁଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚିକିତ୍ସିତ ହେଉଥିବା ଜୈନେକା…
ଅଧିକ ଖବର ଦେଖନ୍ତୁ...