ରକ୍ତଦାତା ଦିବସ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ମାଲକାନଗିରି: ଆଜି ବିଶ୍ବ ରକ୍ତଦାତା ଦିବସ ଅବସରରେ ଜୟ ମାଲକାନଗିରି ଗ୍ରୁପ ଏବଂ ଆମ ଓଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ମାନ୍ଦାପାଲୀ ହାଇସ୍କୁଲ ଠାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଉମାଶଂକର ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନୀତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...