Daily Archives

June 15, 2021

କରୋନା ଯୋଗୁଁ ଫିକା ପଡିଲା ରଜ; ସଜବାଜ ହୋଇ କୁମାରୀମାନେ ଘରେ ପାଳିଲେ ରଜ

ମାଲକାନଗିରି: କରୋନା ମହାମାରୀ କେତେ ଯେ ପରବକୁ ବନ୍ଦ କରିଦେଲା ଏବଂ ଲୋକଙ୍କ ସଂସ୍କୃତି ଓ ପରଂପରାକୁ ଭୁଲିବାକୁ ବାଧ୍ୟ କଲା ତାହା ଆଜିର ରଜ ସଂକ୍ରାନ୍ତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ଆଜି ରଜ ସଂକ୍ରାନ୍ତି ଥିବା ବେଳେ କୁମାରୀ ଝିଅମାନେ ଦୋଳି ଖେଳିବାକୁ ଭଲ ପାଆନ୍ତି। ତେବେ ଲକ୍ ଡାଉନ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ ହେବେ ୩୫ ହଜାର ଯୁବକ ଯୁବତୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ଟିକାକରଣ ‌ଶେଷ ହେବା ପରେ ୩୫ ହଜାର ଯୁବକ ଓ ଯୁବତୀଙ୍କୁ ଟିକାକରଣ କରାଯିବ। ଏ ସଂପର୍କରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ବରିଷ୍ଠ ନାଗରିକଙ୍କ ଟିକାକରଣ…
ଅଧିକ ଖବର ଦେଖନ୍ତୁ...

ଟିକା ଅଭାବ ବେଳେ ହାଉଜାଉ,ଟିକା ଆସିବା ପରେ ଉତ୍ସାହ ନାହିଁ

ଭଞ୍ଜନଗର: କରୋନା ମହାମାରୀ ବିରୋଧରେ ଟିକାକରଣ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମହାମାରୀର ରକ୍ଷା କବଚ ଭାବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅଦ୍ୟବଧି ବିଭିନ୍ନ କାରଣରୁ ଟିକାକରଣ ସଂପୂର୍ଣ୍ଣ ହୋଇପାରିନାହିଁ। ଟିକା ନେବା ପାଇଁ ଲୋକ…
ଅଧିକ ଖବର ଦେଖନ୍ତୁ...

ଖଲିକୋଟିଆନ୍ ପକ୍ଷରୁ ଚିତ୍ରଶିଳ୍ପୀ ଶରତ ଚନ୍ଦ୍ର ଦେବଙ୍କ ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

ଭୁବନେଶ୍ବର: ଖଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଗୃପ୍ ଖଲିକୋଟିଆନ୍ ପକ୍ଷରୁ ବିଶିଷ୍ଟ ଶିଳ୍ପୀ  ଶରତ୍ ଚନ୍ଦ୍ର ଦେବଙ୍କ ଅବଦାନ ବିଷୟରେ ଏକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେବତୀ କାନ୍ତ…
ଅଧିକ ଖବର ଦେଖନ୍ତୁ...

ରତନ ଟାଟା ଦିବ୍ୟାଙ୍ଗ କୁକୁରକୁ ଏପରି ଯୋଗାଇ ଦେଲେ ଘର, ଲେଖିଲେ ହୃଦୟସ୍ପର୍ଶୀ କଥା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟାଙ୍କ କୁକୁରଙ୍କ ପ୍ରତି ଥିବା ସ୍ନେହ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଏକ ବାରବୁଲା କୁକୁର ପାଇଁ ଘର ଖୋଜିବା କଥା କହିଥିଲେ। ରତନ ଟାଟା…
ଅଧିକ ଖବର ଦେଖନ୍ତୁ...

ବରୁଣ ଏକ କୁକୁର ଛୁଆର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ପଚାରିଲେ ସନ୍ତାନ ନାମ କ’ଣ ରଖିବି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ନିଜର ପୋଷ୍ଟ କାରଣରୁ ଚର୍ଚ୍ଚାରେ ରହି ଥାଆନ୍ତି। ବରୁଣ ଧାୱନ ନିଜ ବିବାହ ସମୟରେ ଚର୍ଚ୍ଚାର ପରିସରରେ ରହିଥିଲେ। ସେ ୨୦୨୧ ଜାନୁଆରି ୨୪ ତାରିଖରେ ତାଙ୍କର ପିଲାଦିନର ସାଥୀ ନତାଶ ତଲାଲଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସେ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଆଇଏସଓ ମାନ୍ୟତା ପାଇଲା ଜୟପୁର ଉପଖଣ୍ଡକାରାଗାର

ଜୟପୁର: ଜୟପୁର ଉପଖଣ୍ଡକାରାଗାର ଆଇଏସଓ ୯୦୦୧:୨୦୧୫ମାନ୍ୟତା ପାଇଛି। ଏହା ପୂର୍ବରୁ ଭୁବନେଶ୍ବର ସବଜେଲ୍ ଏହି ମାନ୍ୟତା ପାଇଥିଲା। ରାଜ୍ୟସ୍ତରରେ ଦ୍ବିତୀୟ ଜେଲ୍ ସଂସ୍କାରମୂଳକ ପଦକ୍ଷେପ ପାଇଁ ଏହି ମାନ୍ୟତା ପାଇଛି। ଅନୁସଙ୍ଗିକ ଭିତ୍ତିଭୁମିର ବିକାଶ ସାଙ୍ଗକୁ ଅନ୍ତେବାସୀଙ୍କ ସଂସ୍କାରମୂଳକ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ଚଉଠି ରାତିରେ ହୃଦଘାତରେ ନବବଧୂଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବ୍ରାଜିଲ ଇବିରାଇଟ୍ ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ସହିତ ୨୯ ବର୍ଷୀୟ ଯୁବକଙ୍କ ଖୁବ ଧୁମଧାମରେ ବିବାହ ହୋଇଥିଲା । ବର ଓ କନ୍ୟା ବି ନିଜ ବିବାହକୁ ନେଇ ବହୁତ ଖୁସି ଥିବା ସହିତ କିପରି ତାଙ୍କ ଆଗାମୀ ଜୀବନ ଗଢ଼ିବେ ସେ ନେଇ ଅନେକ…
ଅଧିକ ଖବର ଦେଖନ୍ତୁ...

କରୋନାରେ ହାତୀବାରି ସରପଞ୍ଚଙ୍କ ମୃତ୍ୟୁ

ରାଉରକେଲା: ଆଜି ସଂଧ୍ୟାରେ କରୋନାରେ ଆକ୍ରାନ୍ତ ହାତୀବାରି ସରପଞ୍ଚ ବିନୋଦ ବିହାରୀ ଦେହୁରିଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ ରାଉରକେଲା ହାଇଟେକ୍‌ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ୍‌ ପଜିଟିଭ୍‌ ଆସିବା ପରେ ଗତ ମେ ୨୬ରେ ହାଇଟେକ୍‌ କୋଭିଡ…
ଅଧିକ ଖବର ଦେଖନ୍ତୁ...