Daily Archives

June 16, 2021

ସାକାର ହେଲା ପାହାଡ଼ ଉପର ବାସିନ୍ଦାଙ୍କ ସ୍ୱପ୍ନ, ଉଦ୍‌ଘାଟିତ ହେଲା ଦିଆଲବାହାଲି ଆବାସ ନଗର 

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ କାନକୁଟ୍ରୁ ପଞ୍ଚାୟତ ପାହାଡ଼ ଉପରେ ଥିବା ବାରଗୁଡ଼ାର ଅଧିବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି। ଏହି ଗାଁରେ ରହୁଥିବା ୧୬ଟି ପରିବାରକୁ ପକ୍କା ଘର ସହିତ ଶୌଚାଳୟ, ପିଇବା ପାଣି, ସବୁଦିନିଆ ରାସ୍ତା ଭଳି ମୌଳିକ ସୁବିଧା ମିଳିପାରିଛି।…
ଅଧିକ ଖବର ଦେଖନ୍ତୁ...

ଏମିତି ଦ୍ୱୀପ, ଯେଉଁଠି ଘାସରେ ଘର ତିଆରି କରୁଛନ୍ତି ଲୋକ; ଅମ୍ଳଜାନର ଅଭାବ ନରହିବା ସହ ମିଳୁଛି ଅନେକ ଲାଭ

ନୂଆଦିଲ୍ଲୀ: ମଣିଷକୁ ବଞ୍ଚିବାକୁ ହେଲେ ଖାଦ୍ୟ, ବସ୍ତ୍ର ସହ ବାସଗୃହ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ନିଜ ଘରକୁ ସବୁ ବେଳେ ମଜବୁତ ଭାବରେ ତିଆରି କରନ୍ତି, ଆଉ ଏହାର ଯତ୍ନ ମଧ୍ୟ ନିଅନ୍ତି । ଆଜି ଆମେ ଏମିତି ଏକ ଘର କଥା କହିବୁ ଯାହା ସିମେଣ୍ଟ ବା ଲୁହାରେ ନୁହେଁ ସମୁଦ୍ର ଘାସରେ ତିଆରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ସ୍ବଭାବକୁ ସଂପୂର୍ଣ୍ଣ କୋମଳ ରଖନ୍ତୁ। ମନର କଥା ମନରେ ରଖନ୍ତୁ, ସମୟ ଆପଣଙ୍କ ସପକ୍ଷରେ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ବୃଷ: ଅଧିକତର କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ସମାଜରେ କୌଣସି ସଂଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀ ଜଗନ୍ନାଥ ବାହିନୀ ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କରୋନା କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ଦାବି

ବାରିପଦା : ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପରବର୍ତ୍ତୀ ସମୟଠାରୁ ପୁରୀ…
ଅଧିକ ଖବର ଦେଖନ୍ତୁ...

ଧାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ବାଲିଅନ୍ତା: ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ ବ୍ୟବସାୟ ଜନିତ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ୩ ଜଣ ଦୁର୍ବୃତ୍ତ ଜଣେ ଧାନ ବ୍ୟବସାୟୀଙ୍କ ଉପରକୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମ କରିଛନ୍ତି। ବୋମା ମାଡ଼ରେ ସ୍ଥାନୀୟ କୂଳସାହି ଗ୍ରାମର ସଦାଶିବ ମିଶ୍ର(୭୦) ନାମକ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଧମକ, ୩ ଯୁବକ ଗିରଫ: ବନ୍ଧୁକ ଓ ବାଇକ୍ ଜବତ

ରସୁଲପୁର: ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୋକଡ଼ିଆ ଗ୍ରାମର ମହେନ୍ଦ୍ର ମଲ୍ଲିକ, ଜ୍ଞାନରଞ୍ଜନ ମଲ୍ଲିକ ଓ ବିକାଶ ମଲ୍ଲିକ। ସେମାନଙ୍କ ନିକଟରୁ ଏକ ବନ୍ଧୁକ ଓ ବାଇକ୍ ଜବତ ହୋଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଲା କୋରାପୁଟ

କୋରାପୁଟ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର କୋରାପୁଟ ସମେତ ରାୟଗଡା ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କାଟିଏ ବ୍ୟୟ କରାଯାଇନି। ଖାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଜିଲ୍ଲାକୁ ଛାଡିଲେ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାକୁ ମଧ୍ୟ ଗୋଟିଏ ବି ଆବାସ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ଅକ୍ଷମତା ଥାଇ ମଧ୍ୟ ଇତିହାସ ରଚିଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ: କୁହାଯାଏ, ସଫଳତା ଏତେ ସହଜରେ ମିଳେନି । ସଫଳ ହେବାକୁ ହେଲେ ଅନେକ ସଂଘର୍ଷର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡେ । କ୍ରିକେଟରମାନଙ୍କ କାହାଣୀ ମଧ୍ୟ କିଛି ଏହିଭଳି ସଂଘର୍ଷପୂର୍ଣ୍ଣ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ସଫଳ କ୍ରିକେଟରଙ୍କ କାହାଣୀ କହିବୁ, ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି, ଶାବଳରେ ସ୍ତ୍ରୀକୁ କଲା ହତ୍ୟା ସ୍ବାମୀ 

ରାୟଗଡ଼ା: ପାରିବାରିକ କଳହକୁ ନେଇ ଉତ୍ତ୍ୟକ୍ତ ସ୍ବାମୀ ନିଜ ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଥାନା ଫୁଲୁଗୁଡା ଗ୍ରାମରେ। ହତ୍ୟାକାଣ୍ଡର ଶିକାର ମହିଳାଙ୍କ ନାମ ଚମ୍ପା ନିଶିକା (୨୫)। ପୁଲିସ୍ ଗାଁରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସହ…
ଅଧିକ ଖବର ଦେଖନ୍ତୁ...

ବିଜେପି ପକ୍ଷରୁ କରୋନା କଟକଣା ମଧ୍ୟରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜନ ଦାବୀ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ପବିତ୍ର ଶ୍ରୀଗୁଣ୍ଡଚା ଯାତ୍ରା ମୟୂରଭଞ୍ଜ ମାଟିର ପରମ୍ପରା ଓ ଐତିହ୍ୟ। ନୀଳାଚଳ ଧାମ ପୁରୀ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଘୋଷଯାତ୍ରା ବିଶ୍ୱ ବିଖ୍ୟାତ। ମହିଳାମାନଙ୍କ ଦ୍ୱାରା ଦେବୀ…
ଅଧିକ ଖବର ଦେଖନ୍ତୁ...