Daily Archives

June 16, 2021

ବେକରେ ଓଢ଼ଣୀ ବାନ୍ଧି ମହିଳାଙ୍କ ଆତ୍ମହତ୍ୟା

ବାଲିଅନ୍ତା: ସ୍ଥାନୀୟ ବଇଁଚୁଆ ପଞ୍ଚାୟତ ଅଧୀନ ଭେଲୁରୀ ଗ୍ରାମରେ ରହୁଥିବା ରାଜେଶ୍ବରୀ ସାହୁ (୩୮) ନାମ୍ନୀ ଜଣେ ମହିଳା ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଗ୍ରାମରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ରାଜେଶ୍ବରୀଙ୍କୁ ତଳକୁ ଓହ୍ଲାଇଥିଲା। ହେଲେ…
ଅଧିକ ଖବର ଦେଖନ୍ତୁ...

ଡିଆରଡିଓ ପ୍ରସ୍ତୁତ ୨-ଡିଜି କରୋନାର ସବୁ ପ୍ରକାରର ଭାରିଆଣ୍ଟ ବିରୋଧରେ ପ୍ରଭାବୀ : ଗବେଷଣା

ନୂଆଦିଲ୍ଲୀ :  ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଦ୍ବାରା ପ୍ରସ୍ତୁତ କରୋନା ଔଷଧ ୨-ଡିଜି କରୋନାର ସବୁ ପ୍ରକାରର ଭାରିଆଣ୍ଟକୁ ରୋକିବାରେ ପ୍ରଭାବୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଏହି ଗବେଷଣାରୁ ଜଣାପଡ଼ିଛି ଯ଼େ ୨ଡିଜି କୋଭିଡ୍ ଭୁତାଣୁର ବଂଶବିସ୍ତାରକୁ ରୋକିଥାଏ ଓ…
ଅଧିକ ଖବର ଦେଖନ୍ତୁ...

ଶିଶୁକନ୍ୟା ବେବି ନିଖୋଜ ଘଟଣା; ମୁଣ୍ଡ ଓ ଗଣ୍ଡି ଅଲଗା ଅବସ୍ଥାରେ ଶବ ଉଦ୍ଧାର

ଦଶପଲ୍ଲା; ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଂଚାୟତ ଧୁନ୍ଦୁଗାଡିଆ ଗ୍ରାମର ୬ ବର୍ଷର ଶିଶୁ କନ୍ୟା ବେବି ନାୟକ ନିଖୋଜର ୫ ଦିନ ପରେ ପୁଲିସ ଗ୍ରାମ ପଛପାଖ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବେବିନାର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ଭାରତ-ନ୍ୟୁଜିଲାଣ୍ଡ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବଡ ସୁଯୋଗ ରହିଛି । ବିରାଟ କୋହଲି ଏହି ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିପାରନ୍ତି । ଏହି ରେକର୍ଡ ହାସଲ କରିବା ସହ ସେ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ବୀର ଯବାନଙ୍କୁ, ବାଉଁଶରେ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଯୁବ ଶିଳ୍ପୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ନିଜର ବାଉଁଶ ହସ୍ତକଳା ମାଧ୍ୟମରେ ବୀର ଯବାନ ମାନଙ୍କ ସମ୍ମାନ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ…
ଅଧିକ ଖବର ଦେଖନ୍ତୁ...

ଠାକୁରପଡ଼ା ହତ୍ୟାକାଣ୍ଡ ରହସ୍ୟ ଖୋଲିଲା: ୧୨ ବର୍ଷ ପୂର୍ବ ‘ଝିଅ ମୃତ୍ୟୁ’ର ପ୍ରତିଶୋଧ ନେଲେ ବାପା-ମା,…

ଖୋର୍ଦ୍ଧା: ଖୋର୍ଦ୍ଧା ଠାରୁ ୮ କିମି ଦୂର ଠାକୁରପଡ଼ା ଠାରେ ଗତକାଲି ରାତିରେ ଘଟିଥିବା ନୃସଂଶ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି । ୧୨ ବର୍ଷ ପୂର୍ବେ ଘଟିଥିବା ଝିଅର ମୃତ୍ୟୁର ପ୍ରତିଶୋଧ ନେବାକୁ ଝିଅର ବାପା-ମାଆ, ଭାଇ-ଭଉଣୀ ମିଶି ଏହି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ତେବେ ଘଟଣାର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍ସରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ

ପ୍ୟାରିସ : ଫ୍ରାନ୍ସରେ ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ । ଏପରି ଘୋଷଣା କରିଛନ୍ତି ଫ୍ରାନ୍ସ ସରକାର । ଆମେରିକା ପରେ ୨ୟ ଦେଶ ଭାବେ ଫ୍ରାନ୍ସ ଏପରି ଘୋଷଣା କରିଛନ୍ତି । ଫ୍ରାନ୍ସରେ ଏବେ ଦୈନିକ ସଂକ୍ରମଣ କମୁଥିବାରୁ ଫ୍ରାନ୍ସ ସରକାର କେତେକ କୋଭିଡ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ କରୋନା ପ୍ରତିରୋଧକ କୋଚ ଲଗାଇବ ରେଳ ବିଭାଗ: ପବନରେ ଥିବା ଭୂତାଣୁକୁ ମାରିବ ଏୟାର ପ୍ଲାଜମା ଥେରୋପି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଥମିଥିବା ବେଳେ ରେଳ ବିଭାଗ କିନ୍ତୁ ତା’ର ପ୍ରସ୍ତୁତି ଜାରି ରଖିଛି । ଏବେ ରେଳ ବିଭାଗ କିଛି ରେଳରେ କରୋନା ପ୍ରତିରୋଧକ କୋଚ୍ ଲଗାଇବାକୁ ଯୋଜନା କରିଛି । ଏହି କୋଚ ଭିତରେ ଭୂତାଣୁ ପଶିବା କ୍ଷଣି ତାର ମୃତ୍ୟୁ ହେବ ବୋଲି କୁହାଯାଇଛି । କୁହାଯାଇଛି କି…
ଅଧିକ ଖବର ଦେଖନ୍ତୁ...

ପୁଲିସ ନିକଟରେ ୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଲୋକେଶ୍ବର ଜୁଲସ, ଆଡମା କଲମୁ…
ଅଧିକ ଖବର ଦେଖନ୍ତୁ...

ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ: ଭୁବନେଶ୍ୱରରୁ ୩୭୨ କରୋନା ଆକ୍ରାନ୍ତ ଚିହ୍ନଟ, ୮୨୫ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଗତ କିଛି ଦିନ ହେଲା କ୍ରମାଗତ ଭାବେ ତଳମୁହାଁ ହେଉଛି କରୋନା ମିଟର | ଗତ କିଛି ଦିନ ତଳେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଏବେ ତାହା କମ ହେବାରେ ଲାଗିଛି | ଆଜି ଭୁବନେଶ୍ୱରରୁ ୩୭୨ କରୋନା…
ଅଧିକ ଖବର ଦେଖନ୍ତୁ...