Daily Archives

June 17, 2021

ସଚେତନତାର ଅଭାବ: କୋଭିଡ ପରୀକ୍ଷା ଓ ଟୀକା ନେବାପାଇଁ ଆଗ୍ରହ କରୁନାହାନ୍ତି ଲୋକ

ଝରିଗାଁ: ନବରଙ୍ଗପୁର ଜିଲ୍ଲାରେ କରୋନା ନିଜର କାୟାବିସ୍ତାର କରିଥିବା ବେଳେ ଜିଲ୍ଲାରୁ ଏଯାଏଁ ମହାମାରୀର ବିପଦ ଟଳିନି । ଏଭଳି ପରିସ୍ଥିତିରେ ଘରକୁ ଘର ବୁଲି ସର୍ଭେ ସହ ଟିକାକରଣକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ।ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ଅମାନିଆ ହେଉଥିବା ବେଳେ ଗ୍ରାମାଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଘିକୁଆଁରିକୁ ଆପଣ ଯାଦୁକରୀ ଉଦ୍ଭିଦ ବୋଲି କହିପାରନ୍ତି! ରହିଛି ଏହି ସବୁ ସୁଗୁଣ

ଆଲୋବେରା କୁହନ୍ତୁ ବା ଘିକୁଆଁରି ଆପଣ ଏହାକୁ ଯଦି ଯାଦୁକରୀ ଉଦ୍ଭିଦ ବୋଲି କହିବେ ତାହାଲେ ବି ଭୁଲ୍‌ ହେବ ନାହିଁ। କାହିଁକି ନା, ଏହି ଗୋଟାଏ ଜିନିଷ ଅନେକ କାମରେ ଆସିଥାଏ। ଆଲୋବେରାକୁ ଆପଣ ତ୍ବଚା, କେଶ ସହ ଶରୀରରେ ହୋଇଥିବା ଖଣ୍ଡିଆ ସ୍ଥାନରେ ବି ବ୍ୟବହାର କରିପାରିବେ। ଛୋଟ ଧରଣର…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ନଥିଲେ ବୁଝିଯିବା ଉଚିତ ଯେ ଆମେ ଭୁଲ୍‌ ରାସ୍ତାରେ ଚାଲୁଛନ୍ତି; ଏପରି ଆହୁରି କ’ଣ ସବୁ କହନ୍ତି ବିବେକାନନ୍ଦ?

ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ ନିଶ୍ଚୟ। ଆମେରିକାର ଚିକାଗୋ ସହରେ ‘ପ୍ରିୟର ଭାଇ ଓ ଭଉଣୀ’ କହି ନିଜର ଭାଷଣ ଆରମ୍ଭ କରି ବିଶ୍ୱ ଦରବାରରେ ଚାଞ୍ଚଲ୍ୟ ଖେଳାଇଥିବା ବିବେକାନନ୍ଦ ଜୀବନକୁ ନେଇ କିଛି ନୀତିବାଣୀ ଦେଇଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଜୁରୁଡ଼ିରେ ସେରୋ ସର୍ଭେକୁ ଗ୍ରାମବାସୀଙ୍କ ନାଁ; ଘରେ ତାଲା ପକାଇ ଜଙ୍ଗଲକୁ ପଳାଇଲେ

ରାୟଗଡ଼ା: ଆମେ ସୁସ୍ଥ ଅଛୁ, ଟିକା ନେବୁନି କି ରକ୍ତ ନମୁନା ପରୀକ୍ଷା ପାଇଁ ଦେବୁନି। ଯଦି କିଛି ଅସୁବିଧା ହେବ କିଏ ବୁଝିବ? ଆମେ ମରିଗଲେ କିଏ ଦାୟୀ ହେବ…? ସେରୋ ସର୍ଭେ ପାଇଁ ଯାଇଥିବା ଆଇସିଏମଆର ଟିମକୁ ରାୟଗଡ଼ା ବ୍ଲକର ଜୁରୁଡ଼ି ଗ୍ରାମବାସୀ ନାନା ପ୍ରଶ୍ନ ପଚାରି ବିରୋଧ କରିବା ସହ ଘରେ ତାଲା…
ଅଧିକ ଖବର ଦେଖନ୍ତୁ...

ବରକୁ ଗୁଳି ମାରୁଥିଲା ହତାସ ପ୍ରେମିକ, ଚାଲିଗଲା କନ୍ୟାଙ୍କ ସଂପର୍କୀୟ ଭାଇ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ରାଣୀଗଞ୍ଜ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଏକ ବିବାହ ଉତ୍ସବରେ ମଙ୍ଗଳବାର ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ହତାସ ପ୍ରେମିକର ଗୁଳିମାଡ଼ରେ କନ୍ୟାର ଜଣେ ସଂପର୍କୀୟ ଭାଇଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୮ ବର୍ଷ।…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ବାଜିଗର’ ସୁଟିଂ ସମୟରେ ଏହି କାରଣରୁ କାଜଲଙ୍କ ଉପରେ ଈର୍ଷା କରିଥିଲେ ଶିଳ୍ପା

ନୂଆଦିଲ୍ଳୀ: ବଲିଉଡ୍‌ ଦିଭା ତଥା ଯୋଗ ରାଣୀ ଶିଳ୍ପା ସେଟ୍ଟୀ ‘ସୁପର ଡ୍ୟାନ୍ସ ୪’ ମଞ୍ଚରେ ନିଜ ମନ କଥା ସେୟାର କରିଛନ୍ତି। ସେ କହିଛନ୍ତି କି ‘ବାଜିଗର’ ଚଳଚ୍ଚିତ୍ରରେ ‘ୟେ କାଲି କାଲି ଆଖେଁ...’ ଗୀତରେ ଶାହାରୁଖଙ୍କ ବିପରୀତରେ କାଜଲଙ୍କୁ ଦିଆଯିବାରୁ ସେ ଈର୍ଷ୍ବାନ୍ବିତ ଅନୁଭବ କରିଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ବାହାଘର ଭୋଜି ଖାଇ ୧୨ଜଣ କରୋନା ସଂକ୍ରମିତ

ରାମଚନ୍ଦ୍ରପୁର: ପୁରୁଣାବାନ୍ଧଗୋଡା ଗ୍ରାମରେ ଏକ ବିଭାଘର ଭୋଜି ଖାଇ ୧୨ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରିବାର ୫ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାରୁ ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିଲା । ଯେଉଁମାନେ ଭୋଜିରେ ଯୋଗଦେଇଥିଲେ ସେମାନଙ୍କ ପାଇଁ ଆଜି…
ଅଧିକ ଖବର ଦେଖନ୍ତୁ...

ଚୋରା ଡିଜେଲ ବେପାର ଉପରେ ଚଢ଼ଉ, ୨ ଟ୍ୟାଙ୍କର ଜବତ

କଣ୍ଟିଗଡ଼ିଆ: ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ଚୋରା ଡିଜେଲ କାରବାର ଉପରେ ଆଜି ଧର୍ମଶାଳା ପୁଲିସ ଚଢ଼ଉ କରିଛି। ଏହି ସମୟରେ ପ୍ରାୟ ଶହେ ଲିଟର ଚୋରା ଡିଜେଲ ଜବତ ହୋଇଥିବା ବେଳେ ଦୁଇଟି ତେଲ ଟ୍ୟାଙ୍କରକୁ ଜବତ କରାଯାଇଛି। ତେଲ ମାଫିଆ ଫେରାର ହୋଇଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ୟାଙ୍କର୍‌ରୁ ଗ୍ୟାସ୍‌ ଲିକ୍‌, ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ

ଟାଙ୍ଗୀ: ଏକ ହାଇଡ୍ରୋକ୍ଲୋରାଇଡ୍‌ ଟ୍ୟାଙ୍କର୍‌ ଗଞ୍ଜାମରୁ କୋଲକାତା ଯାଉଥିବା ବେଳେ ଆଜି ରାତି ସାଢେ ୮ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ଥାନା ଅଧୀନସ୍ଥ ଚମ୍ପାଗଡ଼ ଛକ ଅସୁକାଇ ଖୋଲ ନିକଟରେ ଗ୍ୟାସ୍‌ ଲିକ୍‌ ହୋଇଛି। ଟ୍ୟାଙ୍କର୍‌ ଭାଲ୍‌ବ କଟିଯିବାରେ ଏସିଡ୍‌ ଲିକ୍‌ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସୈଫ୍-କରୀନାଙ୍କ ନବଜାତ ପୁତ୍ରକୁ ପ୍ରଥମ ଥର ଦେଖିବା ପରେ କିପରି ଥିଲା ସାରାଙ୍କ ପ୍ରତିକ୍ରିୟା?

ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ଚଳିତବର୍ଷ ଫେବ୍ରୁଆରି ୨୧ ତାରିଖ‌ରେ ଅଭିନେତା ସୈଫ୍‌ ଅଲ୍ଲି ଖାନ୍‌ ଓ ଅଭିନେତ୍ରୀ କରୀନା କପୁର ଖାନ ‌ତାଙ୍କର ଦ୍ବିତୀୟ ଶିଶୁକୁ ଦୁନିଆକୁ ସ୍ବାଗତ କରିଛନ୍ତି। ଅର୍ଥାତ ଦ୍ବିତୀୟ ଥର ପାଇଁ ବି ଏକ ଶିଶୁ ପୁତ୍ରର ଜନକ-ଜନନୀ ସାଜିଛନ୍ତି ସୈଫ୍‌ ଓ କରୀନା।…
ଅଧିକ ଖବର ଦେଖନ୍ତୁ...