Daily Archives

June 17, 2021

ସ୍ବାସ୍ଥ୍ୟସେବାର ବିକଳଚିତ୍ର; ପାହାଡିଆ ରାସ୍ତାରେ ୫ କିମି ଭାରରେ ବୁହାହେଲା ରୋଗୀ

କୋରାପୁଟ: କୋରାପୁଟ ଜିଲ୍ଲାରେ ସୁଧୁରୁନି ସ୍ବାସ୍ଥ୍ୟ ସେବା। ପରିସ୍ଥିତି ଏପରି ହୋଇଛି ଯେ ଜିଲ୍ଲାରେ ଲୋଡା ପଡୁଛି ଭାର ଆମ୍ବୁଲାନ୍ସ। ସ୍ୱାଧୀନତାର ଦୀର୍ଘ ଏତେ ବର୍ଷ ପରେ ବି ଗାଁକୁ ଯୋଡା ଯାଇପାରୁନି ରାସ୍ତା। ଯାହା ଫଳରେ ଭାରରେ ବୁହାହେଉଛନ୍ତି ରୋଗୀ। ଘଟଣା ଘଟିଛି କୋରାପୁଟ ଜୟପୁର…
ଅଧିକ ଖବର ଦେଖନ୍ତୁ...

କଟକରେ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ

କଟକ: କଟକରେ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ। ମାଲଗୋଦାମ ଥାନା ଅଧୀନରେ ଥିବା ସେଟେଲମେଣ୍ଟ ଅଫିସ ନିକଟରେ ଥିବା ଏକ ବନ୍ଦ ଘରେ ଚାଲିଥିଲା ଏହି ଜୁଆ ଆଡ୍ଡା। ୧୦ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଖେଳରେ ଥିଲେ ମସଗୁଲ। ପୁଲିସ କଲା ଅତର୍କିତ ଚଢ଼ାଉ। ସାଢ଼େ ୪ ଲକ୍ଷରୁ ଉଦ୍ଧ୍ଵ ଟଙ୍କା ନେଇ ଚାଲିଥିଲା…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଦ୍ବାରା ଗଞ୍ଜେଇ କାରବାରରେ ଛନ୍ଦି ହୋଇଥିବା ମହିଳା ବେଙ୍ଗାଲୁରରୁ ଗିରଫ

ସ୍ରିକାକୁଲମ: ଗଞ୍ଜେଇ କାରବାର ଅଭିଯୋଗରେ ଆନ୍ଧ୍ରପ୍ରଦେଶର ସ୍ରିକାକୁଲମର ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ୨ ବର୍ଷୀୟା ମହିଳା ଜଣକ କର୍ଣ୍ଣାଟକର ବେଙ୍ଗାଲୁରଠାରେ ଏକ ପ୍ୟାକେଟ ଗଞ୍ଜେଇ ବିତରଣ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଅଭୟାରଣ୍ୟ ହାତୀ ଟ୍ରେଞ୍ଜରୁ ବିଧବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତହେହ ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଖଡ଼ିଆଗଡ଼ ଜଙ୍ଗଲ ପାର୍ଶ୍ଵ  ହାତୀ ଟ୍ରେଞ୍ଜ ଭିତରୁ ଜଣେ ବିଧବା ମହିଳାଙ୍କ ଅଧାପୋଡା ମୃତ ହେହକୁ ବାରିପଦା  ସଦର ଥାନା ପୁଲିସ ଜବତ କରିବା ସହ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଛି। ଉକ୍ତ ଘଟଣାକୁ ନେଇ ଶ୍ୟାମଖୁଣ୍ଟା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜକ ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ବୃଷ: ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁ ସହିତ କଥା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମିଥୁନ: ସଠିକ୍…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ୨୦୧୪ ନଭେମ୍ବରରେ ରାଜଗାଙ୍ଗପୁର ଥାନା ବିଲେଇଗଡ଼ରେ ପତ୍ନୀ ପାର୍ବତୀ ନାଏକଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ କୃଷ୍ଣ ସା(୪୦)ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ମାମଲାର ବିବରଣୀ…
ଅଧିକ ଖବର ଦେଖନ୍ତୁ...

ବାସହୀନଙ୍କୁ କୋଭିଡ୍‌ ଟିକା: ଟିକା ନେଲେ ୬୯ ଜଣ

ରାଉରକେଲା: ଇସ୍ପାତ ସହରରେ ଶତାଧିକ ବାସହୀନ ଅଛନ୍ତି। ସଂପ୍ରତି ଟିକାକରଣ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ଏମାନେ କିନ୍ତୁ ବାଦ୍‌ ପଡ଼ିଥିଲେ। ବାସହୀନଙ୍କୁ ଟିକା ଦିଆଯାଉନଥିଲା କିମ୍ବା ଏମାନଙ୍କର କୋଭିଡ୍‌ ଟେଷ୍ଟ୍‌ ବି କରାଯାଉନଥିଲା। ଫଳରେ ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଦୁଶ୍ଚିନ୍ତା…
ଅଧିକ ଖବର ଦେଖନ୍ତୁ...

କୋଭିଡ କଟକଣା ମଧ୍ୟରେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥ ଗଡୁ, ନେତା-ଜନତା ଅଭିନେତା ସମସ୍ତେ ଏକାଠି

ବାରିପଦା: ଗତଥର ଭଳି ଚଳିତ ବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ ଖାଲି ନପଡୁ। ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ମଧ୍ୟରେ ବାଧକ ନହେଉ ମହାମାରୀ କରୋନା। ବିନା ଭକ୍ତରେ ହେଉ ପଛେ କୋଭିଡ କଟକଣା ମଧ୍ୟରେ ବାରିପଦା ବଡ଼ଦାଣ୍ଡରେ ଗଡୁ ତିନି ରଥ। ପ୍ରତ୍ୟକ୍ଷ ଭାବେ ନହେଉ ପଛକେ ପରୋକ୍ଷରେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗର ୨ ଗିରଫ; ୧୪ ମୋବାଇଲ ସହ ମୋଟରବାଇକ୍‌ ଓ ଟଙ୍କା ଜବତ

ରାଉରକେଲା: ମୋବାଇଲ୍‌ ଲୁଟେରା ଗ୍ୟାଙ୍କର ଦୁଇଜଣକୁ ସେକ୍ଟର-୧୯ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁସୂଦନପାଲୀର ସନ୍ନି ମଲାକାର (୨୦), କୁନାଲ ଓରଫ ହରିଶ କାଠୋର (୨୧)। ଦୁହେଁ ବିହାର ଓ ଛତିଶଗଡର ମୂଳବାସିନ୍ଦା। ଏମାନଙ୍କ ନିକଟରୁ ୧୪ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍‌,…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନୂତନ କୃଷି ସଂସ୍କାର ଆଇନ ପ୍ରତ୍ୟାହାର ପାଇଁ ଦାବି ଜଣାଇଲେ ତାମିଲନାଡୁ…

ନୂଆଦିଲ୍ଲୀ: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତ ଅତ୍ୟନ୍ତ ସନ୍ତୋଷଜନକ…
ଅଧିକ ଖବର ଦେଖନ୍ତୁ...