Daily Archives

June 18, 2021

ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ, ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ କରୋନା ଟିକା ନେବା ବାଧ୍ୟତାମୂଳକ କରିଛନ୍ତି ସରକାର । ଏ ନେଇ ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା । ଏହି ଚିଠିରେ ସେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ସରକାରୀ ଅଫିସ ଓ ସରକାରୀ ଉଦ୍ୟୋଗରେ କାମ…
ଅଧିକ ଖବର ଦେଖନ୍ତୁ...

ଟିଡିସିସି ପ୍ରବନ୍ଧକଙ୍କ ଜାମିନ ନାମଞ୍ଜୁର, ୨ ତାରିଖରେ ଧରିଥିଲା ଭିଜିଲାନ୍ସ 

ସୁନ୍ଦରଗଡ଼ : ନଗଦ ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ବେହିସାବୀ ଟଙ୍କା ନେଇ ଘରକୁ ଯାଉଥିବା ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ ନିଗମ (ଟିଡିସିସି)ର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତିଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ଜୁନ ୨ ତାରିଖରେ ଧରିଥିଲା। ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ଦିନଟି ଶୁଭ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପ୍ରେମ ଜୀବନ ମଧୁର ହେବ। ବୃଷ: ମନରେ ସକାରାତ୍ମକ ଭାବନା ରହିବ। ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ହେବେ। ବ୍ୟବସାୟ ବୃଦ୍ଧିର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ ୩ ଗିରଫ, ୫୦୦ଲିଟର ଦେଶୀ ମଦ ଜବତ

ଖୋର୍ଦ୍ଧା: ଅବକାରୀ ବିଭାଗ ପକ୍ଷରୁ ଆଜି ୩ଟି ଭିନ୍ନ ମାମଲାରେ ଚଢ଼ଉ କରି ୨ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ସହ ୫୦୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ସୂଚନାନୁସାରେ, ଆଜି ଖଲିକୋଟରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ କାର୍ (ଓଡି୦୫ଏ୭୨୯୧)ରୁ ଅବକାରୀ ବିଭାଗ ଗୋଡ଼ିପଡ଼ା…
ଅଧିକ ଖବର ଦେଖନ୍ତୁ...

୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ମାତିଲେ ଲୁଟେରା; ଯନ୍ତ୍ରୀଙ୍କ ଘରୁ ଲକ୍ଷେ ଟଙ୍କା ସହ ୪ ଭରି ସୁନା ଲୁଟ୍ 

ରାୟଗଡ଼ା: ରାୟଗଡ଼ା ମାତିଛନ୍ତି ଲୁଟେରା। ତାଲା ବନ୍ଦ ଥିବା ଘରକୁ ଟାର୍ଗେଟ୍ କରି ବୁଲାଉଛନ୍ତି କଳା କନା। ୪ ଦିନ ତଳେ ସାଇପ୍ରିୟା ନଗରର ଦୁଇଟି ଘରୁ ଦୁର୍ବୃତ୍ତ ଟଙ୍କା ସହ ଆସବାବ ପତ୍ର ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ ପୁଲିସ୍ ଜାରି ରଖିଥିବା ବେଳେ ପୁଣି ଗୁରୁବାର ରାତିରେ ବିଦ୍ୟୁତ୍ ବିଭାଗ…
ଅଧିକ ଖବର ଦେଖନ୍ତୁ...

କର୍କଟ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ଉଦ୍ଭାବନ କଲେ ନୂଆ ଜ୍ଞାନକୌଶଳ

ନୂଆଦିଲ୍ଲୀ :  ମାନବଜାତି ଅନେକ ରୋଗ ଉପରେ ବିଜୟ ହାସଲ କରିଥିଲେ ବି କର୍କଟ ରୋଗ ଏବେ ବି ଅପରାଜେୟ ହୋଇ ରହିଛି । ବିଗତ କିଛି ଦଶନ୍ଧି ହେଲା କର୍କଟ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଥିଲେ ବି ଏହି ରୋଗ ଏବେ ବି ମଣିଷ ପାଇଁ ଏକ ବଡ଼ ଆତଙ୍କ ହୋଇ ରହିଛି । ତେବେ କିଛି ଭାରତୀୟ ଗବେଷକ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୭୦ରେ ପହଞ୍ଚିଛି

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ସେହିପରି ଆଜି ୬୧୫ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ରିପୋର୍ଟ ରହିଛି। Update on newly detected #COVID19…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୨୫୨ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୮୯୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସରୁ ୬୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀପ ତିର୍କି ହେଲେ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍

ରାଉରକେଲା: ବଦଳିଛନ୍ତି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ । ଦିଲ୍ଲୀପ ତିର୍କିଙ୍କୁ ଆଜି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ ପଦବୀରେ ନିଯୁକ୍ତ କରାଯାଇଛି । ଏନେଇ କମିଟିର ଆବାହକ କ୍ରୀଡା ବିଭାଗ ଉପ ସଚିବ ଶୈଳେନ୍ଦ୍ର ଜେନା ସୂଚନା ଦେଇଛନ୍ତି । ଏଥିସହିତ ଭୋଳାନାଥ ସିଂହ,…
ଅଧିକ ଖବର ଦେଖନ୍ତୁ...