Daily Archives

June 19, 2021

ଏନ୍ଏସ୍ଏସ୍ ଦ୍ଵାରା ଯୋଗ କର୍ମଶାଳା: ସୁସ୍ଥ ଶରୀର ପାଇଁ ଯୋଗ ମହୋଷଧି

ଜୟପୁର: ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଡ଼ ମନୋରମା ଦେବୀଙ୍କ ପ୍ରୋତ୍ସାହନରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମାଓନେତା ରଣଦେବର ମୃତଦେହ ଟେକଗୁଡା ଗ୍ରାମରେ ପହଞ୍ଚିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଗ୍ରେହାଉଣ୍ଡ ଯବାନ ଗତତିନି ଦିନ ତଳେ ଏନକାଉଣ୍ଟରରେ ୬ ଜଣ ହାର୍ଡକୋର ନକ୍ସଲଙ୍କୁ ମାରିଥିବା ବେଳେ ସେଥିମଧ୍ୟରୁ ରଣଦେବ ଅରଫ ଅର୍ଜୁନ ମଧ୍ୟ ଥିଲା। ଯିଏ କି ଗତ ୧୫ ବର୍ଷ ଧରି ମାଲକାନଗିରି ଏବଂ କୋରାପୁଟ ଅଂଚଳରେ ନିଜର ଦବଦବା…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର

ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଦେହାନ୍ତ ଘଟିଛି। ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତପୁ। ସେ ପ୍ରଥମେ କରୋନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ। ଗୁରୁ, ଶୁକ୍ର ଓ ଶନିବାର: ସମାଜିକ ପରିସର ବୃଦ୍ଧି ହେବ। ରବି ଓ ସୋମବାର: ପ୍ରୟାସ କରିଆସୁଥିବା କାମରେ ସଫଳ ହେବେ। ମଙ୍ଗଳ ଓ ବୁଧବାର: ପରିବାରରେ କ୍ଳେଶ ଦୂର ହେବ।…
ଅଧିକ ଖବର ଦେଖନ୍ତୁ...

ଦୁଇ ଭାଗରେ ବିଭକ୍ତ ହେବା ପରେ ପଶୁପତି ଘୋଷଣା କଲେ ନୂଆ ମହାସଚିବ ଓ ଉପସଭାପତି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (LJP) ଏବେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି | ଗୋଟିଏ ପଟେ ବର୍ତ୍ତମାନ ସାଂସଦ ପଶୁପତି ପାରସ ଯାଉଥିବାବେଳେ ଅନ୍ୟ ରାସ୍ତାରେ ସାଂସଦ ଚିରାଗ ପାସୱାନ ଯାଉଛନ୍ତି । ଆଉ ନୂଆ ଅଧ୍ୟକ୍ଷ ଘୋଷଣା ହେବା ପରେ ପଶୁପତି ଆଜି ଜାତୀୟ, ରାଜ୍ୟ କାର୍ଯ୍ୟନିର୍ବାହୀ ତଥା…
ଅଧିକ ଖବର ଦେଖନ୍ତୁ...

ଗୋଳାଗାଡ଼ିଆରେ ଘର ଭାଙ୍ଗିଲେ ହାତୀପଲ

ତେଲକୋଇ: ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ସେକ୍ସନର ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଉତ୍ପାତ କରିଛନ୍ତି। ରାତି ପ୍ରାୟ ଗୋଟାଏବେଳେ ଗୋଳାଗାଡ଼ିଆ ନୂଆସାହିରେ ହାତୀପଲ ପଶି ଜୟନ୍ତୀ ମୁଣ୍ଡାଙ୍କ ଦୁଇବଖରା ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାଟିଖିଆ ଘାଟି ‘କୁସୁମିତା’

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏମିତି ଏକ ଘାଟି ଅଛି ଯାହାର ମାଟିକୁ ଖାଇବାକୁ ଗୃହପାଳିତ ଓ ଜଙ୍ଗଲୀ ପଶୁ ପାଗଳ। ଗାଈ, ଛେଳିଠାରୁ ଆରମ୍ଭ ବଣୁଆ ହାତୀମାନେ ମଧ୍ୟ ଏହି ଘାଟିର ମାଟି ଖାଇଥାନ୍ତି। ଏହା ବିଶ୍ବାସ ନ ହେଲେ ବି ସତ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ କୁସୁମିତା ଗାଁ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଲୁଗା ଦୋକାନ ସିଲ୍, ୧୦ହଜାର ଜରିମାନା

ହାଟଡ଼ିହି: ହାଟଡିହି ବ୍ଲକ ଜଗନ୍ନାଥପୁର ବଜାରରେ ଥିବା ସରସ୍ୱତୀ ବସ୍ତ୍ରାଳୟ କରୋନା କଟକଣାକୁ ଫୁ କରି ଦୋକାନ ଖୋଲି ଥିବାରୁ ଲୋକଙ୍କ ଗହଳି ଜମି ଥିଲା। ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହିତ ଦୋକାନକୁ ସିଲ୍ କରିଦିଆଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ରଶିରେ ଝୁଲି ଜୀବନ ହାରିଲେ ଦମ୍ପତି

ଚମ୍ପୁଆ: ଚମ୍ପୁଆ ଥାନା କଦୋଗାଡ଼ିଆ ଗ୍ରାମ ମାଟିହଣା ସାହିରେ ଏକ ଆମ୍ବଗଛରୁ ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଉଭୟ ଗୋଟିଏ ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ସେହି ସାହିର ରଞ୍ଜିତ ମୁଣ୍ଡା ଓ ପାନମତି ମୁଣ୍ଡା (୩୮)। ଉଭୟ ସମ୍ପର୍କରେ ଦିଅର-ଭାଉଜ ଥିଲେ। ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ମଜାଦାର ଦୃଶ୍ୟ: ବେଦୀରେ ବସି ପ୍ଲାଷ୍ଟିକ ବୋତଲରେ ଖୋଳୁଛନ୍ତି ବର-ବଧୂ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିବାହ ପାଇଁ ବର-ବଧୂ ବେଦୀରେ ବସିଥିବା ସମୟରେ ଏକ ପ୍ଲାଷ୍ଟିକ ବୋତଲରେ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ‌ଲୋକମାନେ ବି ଏହାକୁ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି। ଏହି କଶ୍ମୀର ବର ଓ…
ଅଧିକ ଖବର ଦେଖନ୍ତୁ...