Daily Archives

June 19, 2021

ପୁଲିସ ହେପାଜତରୁ ଦୁଷ୍କର୍ମକାରୀ ଚମ୍ପଟ୍‌

ରାଉରକେଲା: ଛେଣ୍ଡ କଲୋନିରୁ ଗିରଫ ଦୁଷ୍କର୍ମକାରୀ ପୁଲିସ୍‌ ହେପାଜ୍‌ତରୁ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଡାକ୍ତରୀମାଇନା ସରିବା ପରେ ପୁଲିସ୍‌କୁ ଚକ୍‌ମା ଦେଇ ଭଣଜା ବୁଲେଟ୍‌ରେ ବସି ଚମ୍ପଟ ମାରିଥିଲା। ଦୁଷ୍କର୍ମକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହାଇ ଆଲର୍ଟରେ ଝାଡଖଣ୍ଡ

ରାଞ୍ଚି: ମ୍ୟୁକରମାଇକୋସିସ୍ କିମ୍ବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହାଇ ଆଲର୍ଟରେ ଝାଡଖଣ୍ଡ | ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଚିକିତ୍ସା ପାଇଁ ଦରକାର ଥିବା ସମସ୍ତ ଔଷଧ ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାକୁ ଆସିଲେ ନୂଆ ୭ ଡାକ୍ତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ବ ଡାକ୍ତରୀ ପଦବି ଖାଲି ପଡିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସରକାର ୭ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗୋଡ଼ିପଡ଼ା ଉଡ଼ନ୍ତା ପୋଲ ଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଉଡ଼ନ୍ତାପୋଲ ଠାରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ସୂଚନାନୁସାରେ, ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଗୋଡ଼ିପଡ଼ା ଉଡ଼ନ୍ତାପୋଲ ନିକଟରେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ଟ୍ରକ୍ (ଓଡି୦୭ଏଏ…
ଅଧିକ ଖବର ଦେଖନ୍ତୁ...

ସହରକୁ ଆସୁଛି ଅରୁଣାଚଳପ୍ରଦେଶର ନକଲି ବିଦେଶୀ ମଦ, ୧୩ ଲକ୍ଷ ଟଙ୍କାର ୧୭୧୦ ଲିଟର ମଦ ଜବତ

ରାଉରକେଲା: ଅରୁଣାଚଳ ପ୍ରଦେଶରୁ ଚୋରାରେ ନକଲି ବିଦେଶୀ ମଦ ଆସିଥିଲା ଝାଡ଼ଖଣ୍ଡର ବୋକାରୋ ସହରକୁ। ସେଠାରୁ ପୁଣି ଚୋରାରେ ସୀମା ପାର କରି ଅଣାଯାଇଥିବା ସୁନ୍ଦରଗଡ଼ ଜିଲ୍ଲାକୁ। ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଗ୍ରାମରେ ଗଚ୍ଛିତ କରି ରଖାଯାଇଥିଲା। ସେଠାରେ…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମାଡ଼ରେ ଗୁରୁତର ସ୍ତ୍ରୀ, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ

ବାରିପଦା: ସ୍ୱାମୀ ମାଡ଼ରେ ଗୁରୁତର ଆହତ ହୋଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏମିତି ଦୁଃଖଦ ଅଘଟଣ ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ। ଏହି ମାମଲାରେ ବାରିପଦା ସଦର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ ରାଜ୍ୟରେ ଦିଆ ସରିଲାଣି ଟିକାର କେତେ ଡୋଜ, ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଦେଶର କେଉଁ ରାଜ୍ୟରେ କେତେ ଟିକା ଲୋକଙ୍କୁ ଦିଆସରିଲାଣି, ସେ ବିଷୟରେ ଜଣାଇଛନ୍ତି | ମହାରାଷ୍ଟ୍ରରେ ଟିକାର ସବୁଠାରୁ ଅଧିକ ଡୋଜ ଦିଆଯାଇଥିବା ବେଳେ ପଛକୁ ରହିଛି ଉତ୍ତରପ୍ରଦେଶ ଓ ଗୁଜୁରାଟ । ମହାରାଷ୍ଟ୍ରରେ କରୋନା ଟିକାର ୨.୭୧ କୋଟି ଡୋଜ ଦିଆ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ତାଜା ହୋଇଗଲା; ମିଲଖା ସିଂହଙ୍କ କଟକ କାହାଣୀ, ସରିବା ପରେ ଟ୍ରାକ୍ ମାପିଥିଲେ

ଭୁବନେଶ୍ୱର: ନିଜ କ୍ରୀଡା କ୍ୟାରିୟରରେ ମୋଟ୍ ୮୦ଟି ରେସ୍ ରେ ଅଂଶ ଗ୍ରହଣ କରିଥିଲେ ମିଲଖା ସିଂ । ଏଥିରୁ କେତୋଟିରେ ବିଜୟୀ ହୋଇଥିଲେ ଜାଣିଛନ୍ତି । ମିଲଖା ସିଂ ଏହା ମଧ୍ୟରୁ ୭୭ଟି ରେସରେ ବାଜି ମାରିନେଇଥିଲେ । ଏହି ବିଜୟ ଭିତରୁ ରହିଛି ଓଡିଶା କନେକ୍ସନ । ବାରବାଟୀ ଷ୍ଟାଡିୟମରେ ଗୋଟିଏ ରେସ୍…
ଅଧିକ ଖବର ଦେଖନ୍ତୁ...

ଲୁହା ଶିକୁଳିରେ ବନ୍ଧା ଯୁବକର ଜୀବନ: ଚିକିତ୍ସାରେ ଅର୍ଥ ବାଧକ

ଝରିଗାଁ: ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଜନହିତକର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ହେ ତାହା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇରହୁଛି। ଅସହାୟ ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ସରକାରଙ୍କ ଯୋଜନା ରହିଛି, ତେବେ ଅନେକ ଅସହାୟ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...