Daily Archives

June 20, 2021

କରୋନା ଟିକାକୁ ପେଟେଣ୍ଟ ମୁକ୍ତ ଦାବି, ସ୍ୱଦେଶୀ ଜାଗରଣ ମଞ୍ଚ ପାଳିଲା ବିଶ୍ୱ ଜାଗୃତି ଦିବସ

କୋରାପୁଟ: କରୋନା ଟିକା ଏବଂ ଔଷଧ ଗୁଡିକୁ ସର୍ବସୁଲଭ କରିବାପାଇଁ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଜୁନ ୨୦ ତାରିଖକୁ ଜାଗୃତି ଦିବସ ରୂପେ ପାଳନ କରାଯାଇଛି । ମଞ୍ଚର କୋରାପୁଟ ନଗର ସଂଯୋଜକ ଉମାଶଙ୍କର ଦାସ କହିଛନ୍ତି, ଯେ ସାରା ବିଶ୍ୱ ଆଜି କରୋନା ମହାମାରୀ ସହିତ ଲଢ଼ୁଛି । ମାନବତାର ରକ୍ଷାପାଇଁ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ ୧୮ରୁ ୪୪ ବର୍ଗଙ୍କ ପାଇଁ ଆରମ୍ଭ ହେବ ଟିକାକରଣ

ଭଞ୍ଜନଗର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ସୁରକ୍ଷା କବଚ ହୋଇଛି। ତୃଣମୂଳ ସ୍ତରରୁ ଟିକାକରଣକୁ ବ୍ୟପକ କରିବା ପାଇଁ ସରକାର ସୁରକ୍ଷା ନେଇଥିବା ବେଳେ କରୋନାର ଦ୍ବିତୀୟ ଲହର ପ୍ରଭାବ ହ୍ରାସ ପାଇଥିବାରୁ ଟିକାକରଣ ନେଇ ଲୋକଙ୍କ ଉତ୍ସାହ ମଧ୍ୟ କମିବାରେ ଲାଗିଛି। ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ଷ୍ଟିଲସିଟିକୁ ଛୁଟୁଛି ନକଲି ଝାଡ଼ଖଣ୍ଡ ବିଦେଶୀ ମଦ, ୩ ଚୋରା ପଥ ଦେଇ ସହରକୁ ଆସୁଛି ମଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ନକଲି ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲାଗିପାରିନଥିବାବେଳେ ଏବେ ନକଲି ବିଦେଶୀ ମଦର ବନ୍ୟା ଛୁଟିଲାଣି। ବିଶେଷକରି ରାଉରକେଲା ଓ ଉପକଣ୍ଠ ଅଞ୍ଚଳରେ ଏହି ବେପାର ବେଗ ଧରିଛି। ପୂର୍ବରୁ ଜିଲ୍ଲାକୁ ଛତିଶଗଡ଼ ଓ ଝାଡ଼ଖଣ୍ଡର ଟିକସି ଫାଙ୍କି ବିଦେଶୀ ମଦ ଚୋରାଚାଲାଣ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ସହ ଜଡିତ ସାମଗ୍ରୀ ଉପରେ ହ୍ରାସ ହେଲା ଜିଏସଟି ଦର, କମିଲା ଆମ୍ବୁଲାନ୍ସ ମୂଲ୍ୟ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରାଳୟ ଦ୍ୱାରା ସଂଶୋଧିତ ଜିଏସଟି ହାର ଅନୁଯାୟୀ, କୋଭିଡ -୧୯ ସହ ଜଡିତ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରାଯାଇଛି । ଏହି କାରଣରୁ ଦେଶର ବୃହତ୍ତମ ଅଟୋମେକର୍ ମାରୁତି ଭାରତରେ ଏହାର ଇକୋ ଭ୍ୟାନର ଆମ୍ବୁଲାନ୍ସ ସଂସ୍କରଣର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି ।…
ଅଧିକ ଖବର ଦେଖନ୍ତୁ...

୪ବର୍ଷର ଶିଶୁ ଏଯାବତ ଧରି ସାରିଛି ୧୦୦ରୁ ଅଧିକ ବିଷଧର ସାପ !

ନାଗଦା: ବୟସ ୪ବର୍ଷ। ନାମ ହେଉଛି ପ୍ରିନ୍ସ ସାଲବି। ସଉକ ବିଷଧର ସାପ ଧରିବା। ଏହି ବୟସରେ ପିଲାମାନେ ଅସରପା ଭଳି ଜୀବକୁ ଦେଖି ଭୟଭୀତ ହୋଇଯାଉଥିବା ବେଳେ ମଧ୍ୟପ୍ରଦେଶରେ ରହୁଥିବା ପ୍ରିନ୍ସ ବିଷଧର ସାପ ସହିତ ‌ଖେଳି ଥାଏ। ଚାରିବର୍ଷର ପ୍ରିନ୍ସର ସାପ ଧରିବାର କାହାଣୀ ଆସନ୍ତୁ ଜାଣିବା...…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ ଛାଡ଼ୁଛନ୍ତି କରୋନା ସୁସ୍ଥ, ୧୦୭୦ ଶଯ୍ୟାରୁ ଖାଲି ହେଲାଣି ୯୫୦

ସୁନ୍ଦରଗଡ଼: କରୋନା ସଂକ୍ରମଣ ତଳକୁ ଖସି ଆସିଛି। ମାସାଧିକ ସମୟ ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲାର ସ୍ଥାନ ନେଇଥିବା ସୁନ୍ଦରଗଡ଼ରେ ସଂଖ୍ୟା ଦୁଇ ଅଙ୍କକୁ ଚାଲି ଆସିଛି। ଏସ୍ଥିତିରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀମାନେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମରେ ଜୀବନ ମଧୁର ରହିବ। ବୃଷ: ବଡ଼ ଭାଇ ଭଉଣୀଙ୍କର ପୂରା ସହଯୋଗ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀଙ୍କର…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ବଦାନ୍ୟତା; ରକ୍ତଦାନ କରି ପ୍ରସୁତିଙ୍କ ଜୀବନ ବଂଚାଇଲେ

ଜୟପୁର: ସ୍ଥାନୀୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଥାନୀୟ ବାପୁଜୀ ନଗରର ଲିଜା ନାୟକଙ୍କ ନାମ୍ନୀ ମହିଳା ଜଣକଙ୍କର ଗତକାଲି ପ୍ରସବ ହୋଇଛି। ତେବେ ସେ ରକ୍ତହୀନତାର ଶିକାର ଥିବା ହିମୋଗ୍ଲୋବିନ୍ ବହୁତ କମ୍ ରହିଥିବାରୁ ତୁରନ୍ତ ୨ୟୁନିଟ୍ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ଶାବେରୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ପଡିଆ: ମାଲାକନଗିରି ଜିଲ୍ଲା ପଡିଆ ବ୍ଳକ ବଜାଗୁଡା ଗ୍ରାମର ଜଣେ ଯୁବକ ଓଡିଶା ଓ ଛତ୍ତିଶଗଡ଼ ସୀମାକୁ ଲାଗିଥିବା ଶାବେରୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଗ୍ରାମର ଗଙ୍ଗା ସୋୟାମ ଆଜି ମଧ୍ୟାହ୍ନ ସମୟରେ କାମଧାମ ସାରି ଶାବେରୀ ନଦୀକୁ ଗାଧୋଇବାକୁ…
ଅଧିକ ଖବର ଦେଖନ୍ତୁ...

ଯୋଗ କରିବା ଦ୍ୱାରା ଦୁଇ ମାସରେ ସୁସ୍ଥ ହୋଇଗଲେ ମା, ଆବଶ୍ୟକ ପଡିଲାନି ହାର୍ଟ ସର୍ଜରୀ: କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ନିକଟରେ ଅଭିନେତ୍ରୀ ଏକ ପୋଷ୍ଟରେ ଯୋଗର ଉପକାରିତା ବିଷୟରେ କହିଛନ୍ତି ଏବଂ ଯୋଗ କିପରି ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଛି ସେ ବିଷୟରେ କହିଛନ୍ତି। କଙ୍ଗନା ରାନାୱତ ତାଙ୍କ ନୂତନ ପୋଷ୍ଟରେ…
ଅଧିକ ଖବର ଦେଖନ୍ତୁ...