Daily Archives

June 22, 2021

ନାବାଳିକା ଅପହରଣ ମାମଲ: ଯୁବକ କୋର୍ଟ ଚାଲାଣ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜନୈକା ନାବାଳିକାକୁ  ଅପହରଣ ମାମଲାରେ ଚନ୍ଦାହାଣ୍ଡି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ଥାନା ଅଞ୍ଚଳର ଜୈନେକା ନାବାଳିକାକୁ କରାଡଙ୍ଗରି ଗ୍ରାମର ଜୈନେକ ଯୁବକ…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରୁ ୫ ନାବାଳକ ଉଦ୍ଧାର, ଦଲାଲ ଥାନାରେ ଅଟକ

ରାଉରକେଲା: ଆଜି ରାଉରକେଲା ଷ୍ଟେସନରୁ ୫ ନାବାଳକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ୫ ନାବାଳକଙ୍କୁ ରାଉରକେଲା ରେଳବାଇ ପୁଲିସ ବିଶ୍ରାସ୍ଥିତ ଚାଇଲ୍‌ଡ ଲାଇନ ‘ଦିଶା’କୁ ହସ୍ତାନ୍ତର କରିଛନ୍ତି। ସମସ୍ତ ପିଲା ବିହାର ବୋଲି ଜଣାପଡିଛି। ସେମାନେ ସେକ୍ଟର-୫କୁ ଯାଉଥିବା ପୁଲିସ ଆଗରେ କହିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

୧୬ମାସ ପରେ ପୁଣି ଜଳିଲା ଟ୍ରାଫିକ୍ ସିଗନାଲ ଲାଇଟ୍

ଜୟପୁର: ସହରରେ ଥିବା ୪ଟି ଟ୍ରାଫିକ୍ ପୋଷ୍ଟଗୁଡିକର ସିଗନାଲ ଲାଇଟ ମାସେ ନୁହେଁ କି ଦୁଇ ମାସ ନୁହେଁ ଗତ ୧୬ମାସ ଧରି ହେଲା କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଥିଲା। ତେବେ ଗତକାଲି ଠାରୁ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ଟ୍ରାଫିକ ଛକର ଟ୍ରାଫିକ୍ ସିଗନାଲ ଲାଇଟ୍ କାର୍ଯ୍ୟକ୍ଷମ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ଋଣ କରିଥିଲେ ମୃତ୍ୟୁ ପରେ କିଏ ଶୁଝିବ ଟଙ୍କା, କେଉଁ ଋଣରେ ପରିବାର ସଦସ୍ୟଙ୍କ ପାଖରୁ ଋଣ ଆଦାୟ କରିପାରିବନି…

ଆମେ ପରିବାରର ସୁଖ ପାଇଁ କଣ କରୁନାହେଁ | ଘର ଋଣ ନେଇ ଘର କରିବା ହେଉ ବା ଅଟୋ ଋଣ ନେଇ କାର କିଣିବା ହେଉ, ତେବେ ଆପଣ କେବେ ଭାବିଛନ୍ତି କି ଯେଉଁ ବ୍ୟକ୍ତି ଋଣ କରିଥାନ୍ତି, ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତେବେ ବ୍ୟାଙ୍କ କିଭଳି ଋଣ ଆଦାୟ କରିଥାଏ | କରୋନା ସମୟରେ କିଛି ଲୋକଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଏନଆଇସିଇକୁ ନେଇ ଅପମାନ କଲା ଭଳି କଥା କହିଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କୁ ୨କୋଟି ଟଙ୍କା କ୍ଷତିପୂରଣ…

ବେଙ୍ଗାଲୁରୁ: ୧୦ ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ କମ୍ପାନି ବିରୋଧରେ ଅପମାନଜନକ ବିବୃତ୍ତି ଦେଇ ଫସିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡା | ନନ୍ଦୀ ଇନଫ୍ରାଷ୍ଟ୍ରକ୍ଚର କରିଡର ଏଣ୍ଟରପ୍ରାଇଜେସ୍ (ଏନଆଇସିଇ)କୁ ନେଇ ଦେଇଥିବା ବୟାନ ପାଇଁ ଏବେ କ୍ଷତିପୂରଣ ବାବଦରେ…
ଅଧିକ ଖବର ଦେଖନ୍ତୁ...

ସାଇବର ଠକ ପଞ୍ଝାରେ ବ୍ୟବସାୟୀ, ମେସିନ୍‌ ଦେବା ନାଁରେ ଠକିନେଲା ୪୧ ହଜାର

ରାଉରକେଲା: ପୁଣି ଏକ ସାଇବର ଠକର ଶିକାର ହୋଇଛନ୍ତି ବାସନ୍ତୀ କଲୋନିର ଜଣେ ବ୍ୟବସାୟୀ। ଆର୍ଥ ପ୍ରେସ୍‌ ମେସିନ୍‌ ଦେବା ନାଁରେ ତାଙ୍କ ଠାରୁ ୪୧ ହଜାର ୩୦୦ ଟଙ୍କା ଠକି ନେଇଛି। ବ୍ୟବସାୟୀଙ୍କ ଲିଖିତ ଏତଲା ଆଧାରରେ ଉଦିତନଗର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଓଟ ପିଠିରେ ବସି ବିଏସଏଫ ଯବାନ ଯୋଗ କରିବା ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ତୀବ୍ର ପ୍ରତିକ୍ରିୟା

ଜୟପୁର: ରାଜସ୍ଥାନରେ ବିଏସଏଫ୍ ଟିମ ଓଟମାନଙ୍କ ପିଠିରେ ବସି ଯୋଗ ଅଭ୍ୟାସ କରୁଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ଯବାନମାନେ ଓଟମାନଙ୍କ ପିଠିରେ ବସି ଯୋଗକରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଓଟଗୁଡିକର ଗୋଡ ବନ୍ଧା ଯାଇଥିବା ବେଳେ ସେମାନେ ଚଟାଣରେ…
ଅଧିକ ଖବର ଦେଖନ୍ତୁ...

ବନ୍ଦର ଗ୍ରାମରେ ଚାଞ୍ଚଲ୍ୟ; ଧରମ ପୁଅ ଓ ଝିଅ ମିଶି ମା’କୁ ହତ୍ୟା କଲେ

ମାଛଗାଁ: ବାଲିକୁଦା ବ୍ଲକ୍‌ ବନ୍ଦର ଗ୍ରାମର ରୁମିଳା କାଣ୍ଡି(୫୦) ନାମ୍ନୀ ଜଣେ ମହିଳାଙ୍କ ଦୁଇ ହାତକୁ ବାନ୍ଧି ଶ୍ବାସରୁଦ୍ଧ କରି ହତ୍ୟା କରାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ତେବେ ପ୍ରାଥମିକ ଭାବେ ରୁମିଳାଙ୍କ ଧରମ ପୁଅ ଶିବ କାଣ୍ଡି ଓ ବିବାହିତ ଝିଅ ମାନି କାଣ୍ଡି ଦୁହେଁ ମିଶି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଅନ୍ତଃଜିଲ୍ଲା ସାଇବର ଠକକୁ ଧରିଲା ପୁଲିସ, ମୋବାଇଲ ଓ ସିମ୍ ସହ ପାସବୁକ୍ ଜବତ  

ଝାରସୁଗୁଡା: ଏକ ଅନ୍ତଃଜିଲ୍ଲା ସାଇବର ଠକକୁ ଝାରସୁଗୁଡା ଟାଉନ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲା ସୋରଡ଼ା, ନୂଆଁଗାର ସୁନିଲ ରାଉତରାୟ ଓରଫ କାର୍ତ୍ତିକ(୩୩) ବୋଲି ଜଣାପଡିଛି । ଗତକାଲି ପୁଲିସ କଟକ ବଇଦେଶ୍ବର ନିକଟରୁ ସୁନିଲକୁ ଗିରଫ କରି ଝାରସୁଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ମେଡିକାଲରେ ଭିଜିଲାନସ୍ ଟିମ୍

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଲା ଭିଜିଲାନସ୍ ଟିମ୍। ଭଦ୍ରକ ଭିଜିଲାନସ ଡିଏସପି ଡିସି ମୁର୍ମୁ ଆଜି ଦିନ ୧୧ଟା ବେଳେ ଭଦ୍ରକ ମେଡିକାଲ ପରିସରକୁ ଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ କୌଣସି ଏକ ଟେଣ୍ଡର ପ୍ରକ୍ରିୟାର ଅନିୟମିତା ହୋଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...