Daily Archives

June 23, 2021

ଡିଜିଟାଲ ଯୁଗର ଏକ ବିପରୀତ ଦୃଶ୍ୟ, ଷ୍ଟ୍ରିଟ୍ ଲାଇଟ୍ ପାଲଟିଛି ଅଭିଷେକଙ୍କ ପାଠଶାଳା 

ସୁନ୍ଦରଗଡ଼: ସମୟ ରାତି ପାଖାପାଖି ୮ଟା। ସ୍ଥାନ ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ୱେ ରାଣୀବନ୍ଧ ରାସ୍ତା। ରାଜପଥରେ ଯିବାଆସିବା ଲାଗି ରହିଥାଏ ମାଳମାଳ ଗାଡ଼ି। ଆଉ ଏହି ଗାଡ଼ିର ବିକଟାଳ ଗର୍ଜନ ମଧ୍ୟରେ ରାସ୍ତା କଡ଼ ଷ୍ଟ୍ରିଟ୍ଲାଇଟ୍ ଖୁଣ୍ଟ ତଳେ ବହି ମେଲାଇ ବସିଥାନ୍ତି ଜଣେ ବାଳକ। ନାମ ଅଭିଷେକ…
ଅଧିକ ଖବର ଦେଖନ୍ତୁ...

୪ବର୍ଷର ଶିଶୁ ବାପାଙ୍କ ଫୋନରୁ ଏକାସାଙ୍ଗରେ ଅର୍ଡର କଲା ୧୦୦ଡବା ନୁଡୁଲ୍ସ

ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ସ୍ମାର୍ଟଫୋନ ଦେଖିବାକୁ ଜିଦ କରୁଛନ୍ତି। ଆଉ ଅଭିଭାବକମାନେ ବି ପିଲା ଯଦି କୌଣସି କଥାକୁ ପାଇଁ ଜିଦ ଧରୁଛି ତେବେ ତାଙ୍କୁ ସ୍ମାର୍ଟଫୋନ ଦେଖାଇ ଚୁପ କରାଇ ଦେଉଛନ୍ତି। କିନ୍ତୁ ସମୟସମୟରେ ଛୋଟ ପିଲାଙ୍କୁ ସ୍ମାର୍ଟ ଧରାଇ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ସ୍ମୃତି ଇରାନୀ ହ୍ରାସ କଲେ ଓଜନ, ଏକତା କପୁର ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପୂର୍ବତନ ଅଭିନେତ୍ରୀ ତଥା କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ ଓ ଏକତା କପୁରଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି। ସ୍ମୃତି ଇରାନୀ ଓ ଏକତା କପୁର ବହୁ ବର୍ଷ ପୂର୍ବେ ‘କ୍ୟୁକି ଶାଶ ଭି କଭି ବୋହୂ ଥି’ରେ କାମ କରିଥିଲେ। ଏତେ ବର୍ଷ ପରେ ବି ଦୁହିଁଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଟେଷ୍ଟ ଚାମ୍ପିଅନ ହେଲା ନ୍ୟୁଜିଲାଣ୍ଡ

ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିଅନର ମାନ୍ୟତା ହାସଲ କରିଛି । ଭାରତ ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ବନ୍ଦ ରହିଛି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର, କ୍ଷୀର ବିକିବାକୁ ଚାଷୀ ହନ୍ତସନ୍ତ

ଅନୁଗୁଳ: କରୋନା କାଳରେ ଦୁଗ୍ଧ ବିକି ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ ହଜାର ହଜାର ଚାଷୀ। ଖଣି ଓ ଶିଳ୍ପ ଶୂନ୍ୟ ଆଠମଲ୍ଲିକର ଏହି ଚାଷୀଙ୍କ ଭାଗ୍ୟ ସହ କିନ୍ତୁ ଖେଳିଛି ଓମଫେଡ। ଆଠମଲ୍ଲିକ ବ୍ଲକର ଅଏଡାରେ ଥିବା ଦୁଗ୍ଧ ଶୀତଳୀକରଣ ଭଣ୍ଡାରକୁ ହଠାତ ବନ୍ଦ କରି ଦିଆଯାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ଚା’ ଦୋକାନୀଙ୍କ ମୃତ୍ୟୁ

ବ୍ୟାସନଗର: ଯାଜପୁର ରୋଡ୍‌ ଥାନା କହ୍ନେଇପୁର ବଜାରରେ ଚା' ଦୋକାନ କରିଥିବା ଜଣେ ଦୋକାନୀଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଦୋକାନୀଙ୍କ ନାମ ବି. ଦାସ (୫୦) ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଦୋକାନ ପାଖରେ ଥିବା ଗଛ ଡାଳ କାଟୁଥିବାବେଳେ ଉପରେ ଥିବା ଇଲେଭେନ କେଭି ବିଦ୍ୟୁତ୍…
ଅଧିକ ଖବର ଦେଖନ୍ତୁ...

ବଳଦେବଜିଉ ଓ ଦଧିବାମନଜିଉଙ୍କ ରଥଯାତ୍ର ଆୟୋଜନ ପ୍ରସଂଗ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

କଟକ: ଶ୍ରୀକ୍ଷେତ୍ର ଭଳି ରାଜ୍ୟର ଅନ୍ୟ ମନ୍ଦିରରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ରରେ ଶ୍ରୀ ବଳାଦେବଜିଉ ଓ ବରଗଡର ଭଟଲିରେ ଦଧିବାମନଜିଉଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗ ନେଇ ଦାୟର ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଆକାଶରେ ଦେଖାଯିବ ‘ହନିମୁନ’

ନୂଆଦିଲ୍ଲୀ: ୨୪ ଜୁନ୍ ଗୁରୁବାର ସନ୍ଧ୍ୟା ପ୍ରତ୍ୟେକ ସନ୍ଧ୍ୟା ଠାରୁ ଭିନ୍ନ ହେବ | ଏହି ଦିନ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଚନ୍ଦ୍ର ଭିନ୍ନ ଭାବରେ ଦୃଶ୍ୟମାନ ହେବ। ଏହି ଦୃଶ୍ୟକୁ ଷ୍ଟ୍ରବେରୀ ମୁନ କୁହାଯାଇଥାଏ | ଷ୍ଟ୍ରବେରୀ ମୁନକୁ ହନିମୁନ ମଧ୍ୟ କୁହାଯାଏ | 'ହନିମୁନ୍' ସହିତ ଚନ୍ଦ୍ରର…
ଅଧିକ ଖବର ଦେଖନ୍ତୁ...

ଗଙ୍ଗା କେନାଲରେ ଭାସୁଥିବା ଦୁଇଟି କାରରୁ ଦୁଇଜଣଙ୍କ ଗଳିତ ଶବ ଉଦ୍ଧାର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୁଜଫରନଗରରେ ଦୁଇଟି କାରରୁ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଦୁଇଟି ମୃତଦେହ ଦୁଇଟି ଅଲଗାଅଲଗା ଥାନା ପରିସରରେ ଥିବା ଗଙ୍ଗା କେନାଲରୁ ଜବତ ହୋଇଛି। ଶବଦୁଇଟି ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରଥମ ଘଟଣା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ରାମଦେବ, ନିଜ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ…

ନୂଆଦିଲ୍ଲୀ: ଏଲୋପାଥି ବନାମ ଆୟୁର୍ବେଦିକ ଯୁଦ୍ଧରେ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ବାବା ରାମଦେବ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ରାମଦେବ ନିଜ ଆବେଦନରେ କହିଛନ୍ତି, ଆଇଏମଏ ପାଟନା ଓ ରାୟପୁର ଦ୍ବାରା ରୁଜୁ ମାମଲାକୁ…
ଅଧିକ ଖବର ଦେଖନ୍ତୁ...