Daily Archives

June 24, 2021

ଟ୍ରେନ୍‌ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଚୂନଭାଟି ପ୍ଲଟ୍‌ ନିକଟରୁ ଆଜି ଜଣେ ଅଜଣା ଯୁବକଙ୍କ ମୃତଦେହ ରେଳଧାରଣାରୁ ଉଦ୍ଧାର କରାଯାଇଛି। ରେଳବାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ୨୮/୨୧‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆଜି…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରୁ ୧୪୫ ନୂଆ କରୋନା ପଜିଟିଭ ଚିହ୍ନଟ; ସଂକ୍ରମିତଙ୍କ ସଂଖ୍ୟା ୩୪, ୪୨୪କୁ ବୃଦ୍ଧି

ବାରିପଦା: ଜୁନ ୨୪ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୬୫୦ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତ ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪,୪୨୪ରେ ପହଁଞ୍ଚିଛି। ସେହିପରି ଜୁନ ୨୩ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଦୀପ ତଳ ଅନ୍ଧାର: ବସ୍ତି ଅଂଚଳରେ ଟିକା ନେବାକୁ ଭୟ

ଜୟପୁର: କରୋନା ଟିକାକୁ ନେଇଥିବା ଭୟ ଗ୍ରାମାଂଚଳରେ ହିଁ ନୁହେଁ ସହରରେ ବି ରହିଛି। ଏହାର ପ୍ରମାଣ ଜୟପୁର ସହରର ବସ୍ତି ଅଂଚଳ ଗୁଡ଼ିକରେ ଦେଖିବାକୁ ମିଳିଛି। ସହରର ମାଛବନ୍ଦ ସାହି, ଜୟନଗରର ପରଜା ଓ ଗାଧବା ସାହି ଆଦି ବସ୍ତି ଅଂଚଳରେ ବସବାସ କରୁଥିବା ଦିନ ମଜୁରିଆ ମାନେ ଟିକାକୁ ନେଇ ଭୟ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ନଦୀରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ

ରାଉରକେଲା : କଥାରେ ଅଛି ରଖେ ହରି ତ ମାରେ କିଏ ଏହି ପରି ଏକ ଘଟଣା ଦେଖି ବାକୁ ମିଳିଛି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ବଣାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବୁଢ଼ୀପାଲି ଗ୍ରାମର ଜିତ ବହନ ଓରାମ ନାମକ ବ୍ୟକ୍ତି ବଣାଇ ରୁ କାମ ସାରି ତାଙ୍କ ଗ୍ରାମକୁ ଫେରିବା ଲାଗି ବ୍ରାହ୍ମଣୀ ନଦୀରେ…
ଅଧିକ ଖବର ଦେଖନ୍ତୁ...

ପୋଲ ତଳକୁ ଖସିଲା କାର, ୪ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ପାଙ୍ଗାମ ବ୍ରିଜ ତଳକୁ ଏକ କାର ଖସି ପଡ଼ିଥିଲା। ତେବେ ଏହି କାରରେ ଥିବା ସମସ୍ତ ଚାରି ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୪ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ମାଥିଲି ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ସାମ୍ନାରେ ପୁଣି ପାକିସ୍ତାନ ପାଇଁ ଓକିଲାତି କଲେ ମୁଫତି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଥିବା ସର୍ବଦଳୀୟ ବୈଠକ ପରେ ପିଡିପି ସଭାପତି ମେହବୁବା ମୁଫତି ପୁଣି ଥରେ ପାକିସ୍ତାନ ସହ କଥା ହେବା ପାଇଁ ଓକିଲାତି କରିଛନ୍ତି। ଏହା ସହିତ ମେହବୁବା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ…
ଅଧିକ ଖବର ଦେଖନ୍ତୁ...

ଆର୍‌ଜିଏଚ୍‌ରେ ମାଗଣା ଡାୟଲେସିସ୍‌, ଆସନ୍ତାକାଲି ଉଦ୍‌ଘାଟନ ହେବ ୪ ମେସିନ୍‌

ରାଉରକେଲା: ରାଜ୍ୟ ସରକାର ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଛନ୍ତି। ପୂର୍ବରୁ ଆର୍‌ଜିଏଚ୍‌ରେ ଲୋକଙ୍କୁ ମାଗଣା ସିଟି ସ୍କାନ୍‌ ସେବା ମିଳୁଥିଲା। ଆସନ୍ତାକାଲି (ଶୁକ୍ରବାର) ଠାରୁ ସିଟି ସ୍କାନ୍‌ ପରି ଲୋକଙ୍କୁ ମାଗଣାରେ ଡାୟଲେସିସ୍‌ ସେବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅବିବାହିତଙ୍କ ଲାଗି ଦିନଟି ବହୁତ ଭଲ। ବୃଷ: ଆପଣ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସଫଳତା ମିଳିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

କୋଭିଡ-୧୯ କଟକଣାରେ ବାହା ହୋଇଥିଲେ ଯୁବକ, କରୋନାରେ ମୃତ୍ୟୁ

ଜୟପୁର: କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହେବାପରେ ପ୍ରାଣ ହାରିଛନ୍ତି। ୩୦ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଲେ ନବବିବାହିତ। କୋରାପୁଟ ଜିଲ୍ଲାର ଜୟପୁର ସହରରେ ଏପରି ଅଭାବନୀୟ ଘଟଣା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଏସୟୁସିଆଇ ରାଜ୍ୟ ସମ୍ପାଦକ ଧୁର୍ଜ୍ଜଟୀ ଦାସଙ୍କ ପରଲୋକ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର  

ଭୁବନେଶ୍ବର: ଏସୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ ଧୁର୍ଜ୍ଜଟୀ ଦାସ(୬୬)ଙ୍କ ଅପରାହ୍ନ ୨.୪୫ରେ ଲିଭର କ୍ୟାନସରରେ ପରଲୋକ ହୋଇ ଯାଇଛି। ମେ ୩୧ ତାରିଖରେ ଅଣ୍ଟା କଷ୍ଟ ଆରମ୍ଭ ହୋଇ ଅସୁସ୍ଥ ହୋଇ ପଡ଼ିଲେ, ଅବସ୍ଥା ଗୁରୁତର ହେବାରୁ କୋଲକାତା ସ୍ଥିତ ହାର୍ଟ…
ଅଧିକ ଖବର ଦେଖନ୍ତୁ...