Daily Archives

June 24, 2021

ଜୟଲଳିତାଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ 'ଥାଲାଇଭି' ପାଇଁ କଙ୍ଗନା ରାନାୱତ ସମ୍ପ୍ରତି ଖବରରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ହୋଇଛି ଏବଂ କରୋନା କାରଣରୁ ଏହା ରିଲିଜ୍ ହୋଇପାରି ନାହିଁ | ତେବେ ଜୟଲଳିତାଙ୍କ ପରେ ଏବେ କଙ୍ଗନାଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନାରେ ମରିଗଲେ କୈଳାସ: ୩ପିଲା ଅନାଥ, ପତ୍ନୀ ଅସହାୟ 

ଜୟପୁର,  କରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପର ଠାରୁ ବହୁ ପରିବାର ଏଥି ଯୋଗୁଁ ଉଜୁଡି ଯାଇଛି। ଖାସ୍ କରି ପରିବାରର ମୁଖିଆମାନେ ଏହି ମହାମାରୀରେ ମରିଯିବା ପରେ ପରିବାରର ସଦସ୍ୟମାନେ ଅସହାୟ ହୋଇ ପଡ଼ିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକର ବାଲିଗୁଡା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ନକଲି ଟିକାକରଣର ଶିକାର ହୋଇଛନ୍ତି ୨ ହଜାରରୁ ଅଧିକ ଲୋକ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୦୦୦ ରୁ ଅଧିକ ଲୋକ ନକଲି ଟିକାକରଣ କେନ୍ଦ୍ରର ଶିକାର ହୋଇଛନ୍ତି। ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି | ରାଜ୍ୟ ସରକାରଙ୍କ ପରାମର୍ଶଦାତା ତଥା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଦୀପକ ଠାକରେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟ ଚେତାବନୀ ଦେବାର କିଛି ଘଣ୍ଟା ପରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଚେତାବନୀ ଦେବାର କିଛି ଘଣ୍ଟା ପରେ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦେଇଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବାକୁ ଘୋଷଣା କରିବା ପରେ ସୁପ୍ରିମକୋର୍ଟ ଆନ୍ଧ୍ର…
ଅଧିକ ଖବର ଦେଖନ୍ତୁ...

ଜୀବନ-ମୃତ୍ୟୁ ସହ ଲଢୁଛି ମାଓ କମାଣ୍ଡର ହିଡ଼ମା

ମାଲକାନଗିରି: ମାଓବାଦୀ ସଂଗଠନରେ ଏବେ କରୋନାର ପ୍ରକୋପ ଜୋରଦାର ପଡିଛି। ସଂଗଠନକୁ ଏକ ପ୍ରକାର ଅଣ୍ଟା ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦିନ ଗୁଇନ୍ଦାକୁ ଖବର ମିଳୁଛି ଯେ ସଂଗଠନରେ କ୍ୟାଡର ନକ୍ସଲ ସଂକ୍ରମିତ ହୋଇ ନାହିଁ ନଥିବା ହଇରାଣ ହେଉଛନ୍ତି। ମାଓନେତା ମାନେ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

୨୮ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଟାଉନ୍ ଥାନା ପୁଲିସ୍ ଆଜି ସହରର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟ ଏକ ପାନ ଦୋକାନରେ ଚଢ଼ଉ କରି ୨୮ ଲିଟର ବିଦେଶୀ ମଦ ଜବତ କରିବା ସହ ଏହି ଘଟଣାରେ ପାନଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ସୂଚନାନୁସାରେ, ଗତକାଲି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି, ବୁଲେଟପ୍ରୁଫ୍ ବଗିରେ ଏମିତି ହୋଇଛି ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀରୁ କାନପୁର ଯାତ୍ରା କରିବେ । ଉତ୍ତରପ୍ରଦେଶରେ ନିଜ ଜନ୍ମସ୍ଥାନକୁ ଗସ୍ତ କରିବା ପାଇଁ ଟ୍ରେନରେ ଯିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଯେଉଁ ଟ୍ରେନରେ ଯିବେ, ତାହା ପ୍ରେସିଡେନ୍ସିଆଲ୍ ଟ୍ରେନ୍ ଅଟେ । ଏହି ଟ୍ରେନର ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଓ ଦିଲ ମଧ୍ୟରେ କମ ହେବ ଦୂରତା: ସାଢେ ତିନି ଘଣ୍ଟାର ବୈଠକରେ କହିଲେ ମୋଦୀ

ନୂଆଦିଲ୍ଲୀ: ସାଢେ ୩ ଘଣ୍ଟା ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଏହି ବୈଠକ ପରେ ଜାମ୍ମୁ କାଶ୍ମୀର ଅପ୍ନି ଦଳର ନେତା ଅଲତାଫ ବୁଖାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ସମୟରେ ନିର୍ବାଚନର ରୂପରେଖ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୪୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୦ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଆଜି ସୁସ୍ଥ ଅପେକ୍ଷା ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ ୪ଶଯ୍ୟା ବିଶିଷ୍ଟ ଡ଼ାଏଲେସିସ୍ କେନ୍ଦ୍ର ଶୁଭାରମ୍ଭ ଓ ଅକ୍ସିଜେନ୍ ପ୍ଳାଣ୍ଟ୍ ପାଇଁ ଶିଳାନ୍ୟାସ କଲେ…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଆରମ୍ଭ ହୋଇଛି  ନିଃଶୁଳ୍କ ଡ଼ାଏଲିସିସ୍ ଚିକିତ୍ସା ବ୍ୟବସ୍ଥା। ରାଜ୍ୟରେ ପ୍ରଥମ ଥର ପାଇଁ ଉପଖଣ୍ଡ ମେଡିକାଲ୍ରେ ଏହି ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ମୋଡ଼ରେ ଏହାର ଶୁଭାରମ୍ଭ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...