Daily Archives

June 25, 2021

ଶ୍ରାଦ୍ଧ ବାର୍ଷିକୀରେ ୨୧ଟି ଗରିବ; ପରିବାରକୁ ରାସନ ବିତରଣ

ଜୟପୁର: ନିଜ ପରିବାରର ଜଣେ ସଦସ୍ୟକୁ ହରାଇବା ପରେ ତାଙ୍କ ସ୍ମୃତି ଉଦେଶ୍ୟରେ ପରିବାର ପକ୍ଷରୁ ୨୧ଟି ଗରିବ ଆଦିବାସୀ ପରିବାରଙ୍କୁ ରାସନ ବିତରଣ କରିଛନ୍ତି। ସ୍ବର୍ଗତ ସତପାଲ ଖୁରାନାଙ୍କ ଶ୍ରାଦ୍ଧବାର୍ଷିକୀରେ ଏହା ବିତରଣ କରାଯାଇଥିଲା। ତାଙ୍କ ଦୁଇ ପୁଅ ଭାରତ ଖୁରାନା, କମଳ ଖୁରାନା ଓ ଝିଅ ଗୀତା…
ଅଧିକ ଖବର ଦେଖନ୍ତୁ...

ଚଳିତ ମାଟ୍ରିକ୍ ପରୀକ୍ଷାରେ ଗଞ୍ଜାମରେ ୯୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ଛତ୍ରପୁର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୯୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୪୬ ହଜାର ୮୨୧ ଜଣ ମାଟ୍ରିକ୍ ପାସ୍ କରିଥିବା ବେଳେ ୪୦୧ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ରେ ୩୭୫,…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ଧାନର ଅଭାବି ବିକ୍ରୀ ଓ ଅନିମୟତତାକୁ ବିରୋଧ କରି ୨୯ରେ କଂଗ୍ରେସ ପକ୍ଷରୁ ୪ ଘଣ୍ଟାର ରାସ୍ତା ଅବରୋଧ ଚେତାବନୀ…

ଜୟପୁର : ସଂପ୍ରତି ଚାଳିଥିବା ମଣ୍ଡିରେ ଟୋକେନ୍ ଥିବା ସତ୍ବେ ଚାଷୀଙ୍କ ଧାନ କିଣାଯାଉନି। ବିଭିନ୍ନ ବାହାନା କରାଯାଉଛି। ଏହାରି ମଧ୍ୟରେ ଟୋକେନ୍ ଅଚଳ ହୋଇଯାଉଛି। ଚାଷୀ ମାନେ ବାଧ୍ୟ ହୋଇ କମ୍ ଦରରେ ଦଲାଲଙ୍କ ହାତକୁ ଧାନ ଠେକି ଦେଉଛନ୍ତି। ଏହା ସହ କଟନିଛଟନି ସହ ବ୍ୟାପକ ଅନିମିୟତତା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରେ ବିନା ମାସ୍କରେ ପହଞ୍ଚିଲେ ରେଳ କର୍ମଚାରୀ, ସିକ୍ୟୁରିଡି ଗାର୍ଡ ମାରିଦେଲେ ଗୁଳି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବାରମ୍ବାର ସରକାର ଓ ଅନ୍ୟ ସଂସ୍ଥା ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଉତ୍ତର ପ୍ରଦେଶ ବରେଲିରେ  ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ସୁରକ୍ଷା କର୍ମଚାରୀ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଗୁଳି ମାଡ଼ ଖାଇଥିବା…
ଅଧିକ ଖବର ଦେଖନ୍ତୁ...

ବଣ୍ଡା ମହିଳାଙ୍କ ହଜିଥିବା ଟଙ୍କା ବ୍ୟାଗକୁ ଫେରାଇଲେ ବ୍ୟବସାୟୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକ ସଦର ମହକୁମାରେ ଜଣେ ବ୍ୟବସାୟୀ ବଣ୍ଡା ମହିଳାଙ୍କୁ ଟଙ୍କା ବ୍ୟାଗ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି। ଘଟଣା ଅନୁଯାୟୀ କିଛିଦିନ ତଳେ ବଣ୍ଡା ମହିଳା ଗୁରୁବାରି ଶିଶା ଖଇରପୁଟ ଆସି ବ୍ୟାଙ୍କରୁ ୩ ହଜାର ଟଙ୍କା ଉଠାଇଥିଲେ। ଏଥିସହ…
ଅଧିକ ଖବର ଦେଖନ୍ତୁ...

ମ୍ୟାଟ୍ରିକ ପରୀକ୍ଷା ଫଳାଫଳ: ମାଲକାନଗିରି ଜିଲ୍ଲାରେ ୯୬.୨୭ ପ୍ରତିଶତ ଛାତ୍ରଛାତ୍ରୀ ପାସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ରେକର୍ଡ କରିଛି। ଚଳିତ ବର୍ଷ ୯୬.୨୭ ପ୍ରତିଶତ ଛାତ୍ରଛାତ୍ରୀ ଜିଲ୍ଲାରେ ପାସ କରିଛନ୍ତି। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ୧୨୦ଟି ହାଇସ୍କୁଲର ମୋଟ ୭୮୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଆଧାର-ପ୍ୟାନ ଲିଙ୍କ୍‌ କରିବାର ଶେଷ ତାରିଖ

ନୂଆଦିଲ୍ଲୀ : ପୁଣି ବଢିଲା ପ୍ୟାନ ସହିତ ଆଧାର ନମ୍ବର ସଂଯୋଗ କରିବାର ଶେଷ ତାରିଖ । ଆଜି କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁସାରେ ପ୍ୟାନ ସହ ଆଧାର ସଯ଼ୁକ୍ତ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଶେଷ ତାରିଖକୁ ଜୁନ ୩୦ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବାରିପଦା: ବାଇକରେ ଆସିଲେ, ଦୁଇଟି ସ୍ଥାନରୁ ୨.୪୮ ଲକ୍ଷ ଲୁଟି ଫେରାର ହୋଇଗଲେ

ବାରିପଦା: ବାରିପଦା ସହରରେ କିଛି ଦିନରେ ନୀରବତା ପରେ ପୁଣି ଥରେ ଲୁଟେରାମାନେ ସକ୍ରିୟ ହୋଇ ପଡ଼ିଛନ୍ତି । ଲୁଟେରାମାନେ ବାଇକରେ ଆସି  ଜନଗହଳି ପୂର୍ଣ୍ଣ ସ୍ଥାନରୁ ପଲକ ମାତ୍ରକେ ଲୁଟି ଫେରାର ହୋଇଯାଉଛନ୍ତି । ଏହିଭଳି ପୃଥକ ପୃଥକ ଭାବେ ଦୁଇଟି ଘଟଣା ଆଜି ଜୁନ ପୂର୍ବାହ୍ନରେ ବାରିପଦା ସହରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଚ୍ଛାଶକ୍ତି କମ୍ ହେତୁ ଆପଣଙ୍କୁ ମାନସିକ ଅଶାନ୍ତି ଘାରିପାରେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ କରି ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ପଛରେ ପିଟି ହେଲା ବାଇକ୍, ୨ ମୃତ

ରାୟଗଡ଼ା: ରାୟଗଡ଼ା-ବିଶାଖାପାଟଣା ରାସ୍ତାର ପିତାମହଲ ନିକଟରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାୟଗଡ଼ା ଜିଲ୍ଲା ରୟତ କଲୋନିର ଲଦ କୁଲେସିକା (୩୦) ଓ ଝୋଡ଼ିଆସାହିର ମୁନା ଝୋଡ଼ିଆ (୩୨)…
ଅଧିକ ଖବର ଦେଖନ୍ତୁ...