Monthly Archives

July 2021

ବିଷ୍ଣୁଚରଣ ମହାନ୍ତିଙ୍କ ସ୍ମୃତିରେ ଏମକେସି ହାଇସ୍କୁଲକୁ ପଚାଶ ହଜାର ଦାନ କଲେ ପରିବାର

ବାରିପଦା : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଚାକିରୀ କରିଥିବା ସ୍ୱର୍ଗତ ବିଷ୍ଣୁଚରଣ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ଧର୍ମପତ୍ନୀ ଶୈଳବାଳା ମହାନ୍ତି ବିଦ୍ୟାଳୟକୁ ପଚାଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥି ନିମିତ୍ତ ସେ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ସ୍ଥାୟୀ ପଚାଶ ହଜାର…
ଅଧିକ ଖବର ଦେଖନ୍ତୁ...

ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ସହ ଜିଲ୍ଲାର ଦୀର୍ଘକାଳୀନ ବିକାଶ ଦିଗରେ ଡିଏମଏଫ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଅଷ୍ଟମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ଏହି ବୈଠକରେ ଡିଏମଏଫ ପାଣ୍ଠି ବିନିଯୋଗରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ…
ଅଧିକ ଖବର ଦେଖନ୍ତୁ...

କଥା ଦେଇ କଥା ରଖିଲେ ସରକାର, ରାମେ ଓ ତୁଲସାଙ୍କୁ ସହାୟତା

କୋରାପୁଟ: କଥା ଦେଇ କଥା ରଖିଲେ ଓଡ଼ିଶାର ପୁଲିସ ଡିଜି। ଆତ୍ମସମର୍ପଣ କରିଥିବା ଏସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସା ହୁଇକାଙ୍କୁ ପୁଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶରେ କୋରାପୁଟ ଏସପିଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାମେ ଓ ତୁଲସାଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ହୋଟେଲ ମାଲିକାଣୀଙ୍କୁ ଗୁଳିକରି ହତ୍ୟା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଡୁଆଝର ଗ୍ରାମରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆପନା ହୋଟେଲ୍‌ ମାଲିକାଣୀଙ୍କ ମୃତ୍ୟୁ ହୋଇଛି। ଶନିବାର ରାତି ୯ଟାରେ ଘଟିଥିବା ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ମାଲିକ ବିଭୀଷଣ ମେହେର, ସ୍ତ୍ରୀ ବାସନ୍ତୀ ମେହର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଓ ଜଟଣୀରେ ୩୦ରୁ ଅଧିକ ଡେଙ୍ଗୁ ରୋଗୀ

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହର ପ୍ରଭାବ କମି ଆସିବା ପ୍ରଶାସନକୁ ଆଶ୍ୱସ୍ତି ଦେବାବେଳେ ବର୍ତମାନ ଡେଙ୍ଗୁ ଭୟ ଘାରିବାକୁ ଲାଗିଛି । ବର୍ତମାନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ରୁ ଅଧିକ ଡେଙ୍ଗୁ ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାଯାଇଛି । ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ଉଠିଲା କରୋନା କଟକଣା, ଜିଲ୍ଲାରେ ଖୋଲିବ ମନ୍ଦିର

ବାରିପଦା: ଅଗଷ୍ଟ ମାସ ପାଇଁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ଗାଇଡ଼ଲାଇନ। ନୂତନ ଘୋଷଣା ଅନୁଯାୟୀ ପୂର୍ବରୁ ବି କାଟାଗୋରୀରେ ଥିବା ମୟୂରଭଞ୍ଜରୁ ଉଠିଛି କଟକଣା। ଅଗଷ୍ଟ ପହିଲାରୁ ଜିଲ୍ଲାରେ ଆଉ ସପ୍ତାହନ୍ତ କଟକଣା ଲାଗୁ ହେବ ନାହିଁ। ସେହିପରି ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସମସ୍ୟାର ନିବାରଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ପରିବାରରେ ପ୍ରସନ୍ନତା ବଢ଼ିବ। ଗୁରୁ ଓ ଶୁକ୍ରବାର: ଉନ୍ନତି ଲାଗି ରାସ୍ତା ଖୋଲିବ। ଶନିବାର: ଘରକୁ ବନ୍ଧୁ ଆସିବେ। ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ଉପାର୍ଜନର ନୂଆ ଉତ୍ସ ପାଇବେ। ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ବିପକ୍ଷ କ୍ରିକେଟ୍‌ ମ୍ୟାଚ୍‌ ଖେଳିବେ ଓଡ଼ିଶାର ୩ ଦିବ୍ୟାଙ୍ଗ

ରାଉରକେଲା: ଦିବ୍ୟାଙ୍ଗ କ୍ରିକେଟ୍‌ ଆସୋସିଏସନ୍‌ ‌ବୋର୍ଡ (ଭାରତ) ପକ୍ଷରୁ ହେବାକୁ ଯାଉଛି ଭାରତ ଓ ବାଂଲାଦେଶ କ୍ରିକେଟ୍‌ ମ୍ୟାଚ୍‌। ଏମାନଙ୍କ ମଧ୍ୟରେ ଓଡ଼ିଶାର ଅଛନ୍ତି ୩ ଖେଳାଳି। ସେମାନେ ହେଲେ ରାଉରକେଲାର କାବୁଲ ପଟେଲ, ରାଜଗାଙ୍ଗପୁରର ଅଭିଶେକ ଶୁଳ୍କା ଓ  ବେଲପାହାଡରର ଜଗଜିତ୍‌…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ହେଲେ ମନୋରମା ଦେବୀ

ଜୟପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବେ ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମନୋରମା ଦେବୀ ମନୋନିତ ହୋଇଛନ୍ତି। ଏନେଇ ସେ ଖୁସି ଥିବା ବେଳେ ସଦସ୍ୟ ଭାବେ ସମସ୍ତ ଦାୟିତ୍ବକୁ ସୁଚାର ରୂପେ ତୁଲାଇବା ପାଇଁ ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧିନ ଗୃହରେ ମା ସମେତ ୨ ଛୁଆ ଭାଲୁଙ୍କୁ ଦେଖି ଗ୍ରାମବାସୀ ଆତଙ୍କିତ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ପୁଣି ଭାଲୁ ଆତଙ୍କ। ଜଙ୍ଗଲ କ୍ଷୟ ଯୋଗୁଁ ଭାଲୁ ଏବେ ଗାଁ ମୁହାଁ ହେବାର ଲାଗିଛନ୍ତି। ଗତ ବର୍ଷେ ହେବ ଏପରି ଭାଲୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଅଣ୍ଟାସର ଗାଁର ରାସ୍ତା ପାର୍ଶ୍ଵରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶିଥିଲେ ମା…
ଅଧିକ ଖବର ଦେଖନ୍ତୁ...