Daily Archives

July 1, 2021

ପତ୍ନୀର ଶବ ମହାପ୍ରୟାଣ ଯାଏ ଏକୁଟିଆ ବୋହିଲେ ସ୍ବାମୀ, ଶୁଣିଲେନି ମେଡିକାଲ୍‌ କର୍ମଚାରୀ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅତ୍ୟନ୍ତ ଅମାନବିକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ମେଡିକାଲ କର୍ମଚାରୀ ଶବକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଇ ଚାଲିଯିବା ଆଲୋଚନାରେ ବିଷୟ…
ଅଧିକ ଖବର ଦେଖନ୍ତୁ...

୪୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ପୁଲିସର ବେଆଇନ ମଦ ବିରୋଧୀ ଅଭିଯାନରେ ଆଜି ଟାଉନ୍ ଥାନା ପକ୍ଷରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏସ୍‌ଆଇ ଦିଗ୍‌ବିଜୟ ବିଶ୍ୱାଳ, ଓଏପିଏଫ୍ ରମେଶ ଚନ୍ଦ୍ର ପ୍ରଧାନ ଓ ରଂଜନ…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ପୁଅଙ୍କୁ ଗିରଫ ପାଇଁ ୭ ଦିନିଆ କଣ୍ଟ

ଆନନ୍ଦପୁର: ରାମଚନ୍ଦ୍ରପୁର ଅଞ୍ଚଳ ପୁଣି ଅଶାନ୍ତ ‌ହୋଇ ପଡ଼ିଛି। ଜଣେ ପୀଡ଼ିତାଙ୍କୁ କେଶ୍ ପ୍ରତ୍ୟାହାର ପାଇଁ ଧମକ ପରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହାପରେ ରବିବାର ରାତିରେ ବ୍ଳକ କଂଗ୍ରେସ ସଭାପତି ସୁବ୍ରତ ଚକ୍ରଙ୍କ ଉପରେ ଆକ୍ରମଣ ହୋଇଛି। ସବୁ ଅପରାଧିକ କାର୍ଯ୍ୟରେ ଘସିପୁରା ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଅସୁରକ୍ଷିତ ଅବସ୍ଥାରେ ଅଂଗନବାଡି ଗୃହ, ଶିଶୁଙ୍କ ଜୀବନ ପ୍ରତି କାହାର ଦୃଷ୍ଟି ନାହିଁ

ବୈପାରିଗୁଡା: ଅସୁରକ୍ଷିତ ଅବସ୍ଥାରେ ରହିଥିବା ଅଂଗନବାଡି କେନ୍ଦ୍ରରେ ଗଢ଼ା ଚାଲିଛି ଶିଶୁଙ୍କ ଭବିଷ୍ୟତ। ଅଥଚ କେଉଁ ସମୟରେ ଅଘଟଣ ଘଟି ଶିଶୁ ମାନଙ୍କ ଜୀବନ ପ୍ରତି କି ପ୍ରକାର ବିପଦ ଆସିପାରେ ତାହା କହିହେବ ନାହିଁ। ଏଭଳି ବିପଦ ଜନକ ଗୃହରେ ଶିଶୁ ମାନଙ୍କୁ ପାଠ ପଢେଇବା ସହ ଖାଦ୍ୟ ପରିବେଷଣ…
ଅଧିକ ଖବର ଦେଖନ୍ତୁ...

୨ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ 

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ଗଞ୍ଜାମ-ଗଜପତି ସୀମାନ୍ତ ଖପରାଗଣ୍ଡ ଗ୍ରାମରେ ଆଜି ପୁଲିସ ଚଢ଼ଉ କରି ୩୧୫୭ କେଜି ଗଞ୍ଜେଇ ଜବତ ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫଜଣକ ହେଉଛି, ସନ୍ତୋଷ ମଲ୍ଲିକ। ଏନେଇ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡିଥିବା ବାପ ଝିଅଙ୍କୁ ଉଦ୍ଧାର କଲେ ଏସପି ଓ ନବନିଯୁକ୍ତ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ନିକଟରେ ବାପ ଝିଅ ମଟର ସାଇକେଲରେ ପଡିଆ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲେ, ଯାହାଫଳରେ ଦୁହେଁ ଆହତ ହୋଇ ରାସ୍ତାରେ ପଡିଥିବା ବେଳେ ତାଙ୍କୁ କେହି ମଧ୍ୟ ଡାକ୍ତରଖାନାକୁ ନେବାକୁ ସାହସ କରିନଥିଲେ। ତେବେ ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ବ୍ୟବସାୟରେ ଭାବିଚିନ୍ତି ଭାଗୀଦାରି କରନ୍ତୁ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ବୃଷ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ଓ ଲାଭ ମିଳିବ। ପରିବାର ଭିତରେ ଉତ୍ତମ ବୁଝାମଣା ରହିବ। ବିଦେଶରେ ଥିବା ବନ୍ଧୁଙ୍କ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ରହିଥିବା ବଙ୍ଗାଳୀ ପ୍ରାଥମିକ ବିଦ୍ୟାଳୟ ଏବେ ଅସମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି।୧୯୬୨ ମସିହାରେ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟରେ ପରିଗଣତ ହେଉଥିଲା। ଡିଏନକେ ଆରମ୍ଭ ହେବା ବେଳକୁ ଏହି ବିଦ୍ୟାଳୟ ଖୋଲାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦକୁ ନେଇ ନଣଦକୁ ପଥର ଛେଚି ହତ୍ୟା କଲା ଭାଉଜ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା ପଞ୍ଚାୟତ ସାକୃବନ୍ଧା ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ଘଟଣା l ପାପରମେଟେଲା ଥାନାରୁ ମିଳିଥିବା ସୂଚନା ଅନୁଯାଇ ସାକୃବନ୍ଧା ଗ୍ରାମର ଭଗବାନ ଶୁକ୍ରି ଝିଅ ଲଷ୍ମୀ ଶୁକ୍ରିକୁ ବିବାହ କରିଥିଲେ l…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ୧୨୩ ଫୁଟର ଶିବମୂର୍ତ୍ତି ପାଇଁ ପହଞ୍ଚିଲା ନମୁନା ମୂର୍ତ୍ତି

ଯାଜପୁରସଦର: ଯାଜପୁର ସହର ମଧ୍ୟରେ ପ୍ରତିଷ୍ଠା ହେବ ୧୨୩ ଫୁଟର ଶିବମୂର୍ତ୍ତି। ଏହା ଓଡ଼ିଶାର ସବୁଠାରୁ ଉଚ୍ଚତମ ମୂର୍ତ୍ତି ଭାବେ ପରିଗଣିତ ହେବ। ଯାଜପୁର ସହରର ବରାହ ମନ୍ଦିର ପଛ ପାର୍ଶ୍ବରେ ଚାଲିଥିବା ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ। ଏହାର ନିର୍ମାଣ ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...