Daily Archives

July 2, 2021

ସରିଲା ରବି ମଣ୍ଡି: ୧୦୬୧ଜଣ ଚାଷୀଙ୍କର ଧାନ କିଣାଯାଇନି

ଜୟପୁର: ରବି ମଣ୍ଡି ଏହାରି ମଧ୍ୟ ସରିଯାଇଛି। ଚଳିତ ବର୍ଷ ୧୪ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ମିଳିଥିଲା। ୧୩ହଜାର ୬୪୯ଜଣ ଚାଷୀ ପଂଜିକରଣ କରିଥିବା ବେଳେ ୧୨ହଜାର ୫୮୮ଜଣ ଚାଷୀଙ୍କ ଠାରୁ ୧୨ଲକ୍ଷ୮୭ହଜାର ୪୩୪କୁଇଣ୍ଟାଲ ଧାନ କିଣା ଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

କୋଭିଡ଼ ଯୋଦ୍ଧା ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମ୍ମାନିତ

ଭବାନୀପାଟଣା: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଞ୍ଚଳିକ ଶାଖା କାର୍ଯ୍ୟାଳୟଠାରେ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଆଞ୍ଚଳିକ ପ୍ରବନ୍ଧକ ହୃଦାନନ୍ଦ ଯୋଷୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କୋଭିଡ଼ ସମୟରେ ଲୋକଙ୍କୁ ସେବା ଯୋଗାଇଥିବା କୋଭିଡ଼ ଯୋଦ୍ଧା…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ ହୋଇପାରୁନି କୋଭିଡଜନିତ ମୃତ୍ୟୁ: ଆଶୀର୍ବାଦ ଯୋଜନାର ହିତାଧିକାରୀ ଚୟନ ସମୟ ପୁଣି ଗଡ଼ିଲା

ଖୋର୍ଦ୍ଧା : କରୋନା ସଂକ୍ରମଣରେ ବାପା-ମା କିମ୍ବା ଘରର ମୁଖ୍ୟ ଉପାର୍ଜନକାରୀଙ୍କ ମୃତ୍ୟୁରେ ଅନାଥ ଓ ଅସହାୟ ହୋଇଥିବା ନାବାଳକଙ୍କ ଭବିଷ୍ୟତ ନିଶ୍ଚିତ କରିବାକୁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଆରମ୍ଭ କରିଥିଲେ । ଜିଲ୍ଲାରେ ଏନେଇ ବୈଠକ କରାଯାଇ ଜୁନ୍ ଶେଷ ସୁଦ୍ଧା ହିତାଧିକାରୀ ଚୟନ କରାଯିବ…
ଅଧିକ ଖବର ଦେଖନ୍ତୁ...

ଦିନରେ ବିବାହ, ରାତିରେ ଚମ୍ପଟ ମାରିଲା କିନ୍ନର ପତ୍ନୀ: ପରିଣତ ବୟସରେ ବିବାହକୁ ନେଇ ଚର୍ଚ୍ଚା

ପାଟନା: ପରିଣତ ବୟସରେ ବିବାହ କଲେ ଆଉ ରାତିରେ ଫେରାର ହୋଇଗଲା କିନ୍ନର ପତ୍ନୀ | ବିହାରରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ବିହାରର ଛାପରା ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି | ଏହି ଗାଁରେ ରହୁଥିବା ରମେଶ(ଛଦ୍ମନାମ) ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ରୋଗୀ ଠକେଇର ଶିକାର

ଜଗତସିଂହପୁର/ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ରୋଗୀ ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଜଗତସିଂହପୁରର ଜଣେ ବ୍ୟକ୍ତି ବ୍ଲାକ୍ ଫଙ୍ଗସରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କୁ ଏକ ଇଂଜେକସନ ପାଇଁ  ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ଜାଲରେ ଫସାଇବାକୁ ସାଜିଲେ ନକଲି ପୁଲିସ; ଗିରଫ ହେଲେ, ଜାମିନ ପାଇ ମୁକୁଳିଲେ

ରାଉରକେଲା: ବୟସ ମାତ୍ର ୨୧। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାସ୍‌। ମାତ୍ର ନିଜକୁ ପୁଲିସ ସବଇନ୍ସପେକ୍ଟରର ପରିଚୟ ଦେଉଥିଲେ। ପୁଲିସ ଡ୍ରେସ୍‌ ପିନ୍ଧି ହୋଣ୍ଡା ସାଇନ୍‌ରେ ବୁଲୁଥିଲେ। ପୁଲିସ ପରିଚୟ ଦେଇ ଅନେକ ଝିଅଙ୍କୁ ବି କୁଆଡ଼େ ପ୍ରେମ ଫାସରେ ପକାଇଥିଲେ। ବେଶ୍‌ କିଛି ଦିନ ହେଲା ଏହି…
ଅଧିକ ଖବର ଦେଖନ୍ତୁ...

ଜୟପୁର ବନଖଣ୍ଡରେ ବନ ମହୋତ୍ସବ ସପ୍ତାହ ପାଳନ 

ଜୟପୁର: ଜୟପୁର ବନଖଣ୍ଡ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ କରାଯାଇଥିବା ବେଳେ ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଦୀପ୍ତ ଦାସ ଓ ସମ୍ମାନୀତ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

୧୪ ବର୍ଷ ପରେ ବୋମା ମାଡ଼ କରି ଲୁଟ୍ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଭଞ୍ଜନଗର: ଗତ ୨୦୦୭ ମସିହା ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ମେଦିରି ସାହି ଠାରେ ବୋମା ମାଡ଼ କରିବା ସହ ଭୁଜାଲି ଦେଖାଇ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ମାମାଲାର ତଦନ୍ତ କରି ଆଜି ପୁଲିସ୍ ଜଣେ ଅଭିଯୁକ୍ତକୁ କୋକର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କଳ୍ପନା ଶକ୍ତି ଆଶା ପୂରା କରିବାରେ ସହାୟକ ହେବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ। ବୃଷ: ଯୋଜନା ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। କୌଣସି କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ଧାର ଦେଲେ ଠିକଣା ସମୟରେ ଫେରସ୍ତ ପାଇବାର…
ଅଧିକ ଖବର ଦେଖନ୍ତୁ...

ଟାୱାର ବସାଇବାକୁ କହିି ଠକି ନେଲେ ୫୫ ହଜାର

ଆନନ୍ଦପୁର: 'ତୁମ ଜମିରେ ମୋବାଇଲ ଟାୱାର ବସିବ। ମାସକୁ ମାସ ଟଙ୍କା ସହ ଜଣକୁ ନିଯୁକ୍ତି ମଧ୍ୟ ଦିଆଯିବ'। ଏହାଛଡ଼ା ଆହୁରି ଅନେକ ସୁବିଧା ମିଳିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବକଙ୍କଠାରୁ ୫୫ ହଜାର ଟଙ୍କା ଠକି ନେଇଛି ଏକ ଠକ ସଂସ୍ଥା। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...