Daily Archives

July 3, 2021

‘ଷ୍ଟାର୍ଟଅପ୍ ଷ୍ଟୋରି’: ଡଗରସାହିରୁ ଆୟାରଲ୍ୟାଣ୍ଡ୍

'ଓଡ଼ିଶାଲାଇଭ୍' ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି' କ୍ରମରେ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା 'ସାଇଜେନିକା'ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡକ୍ଟର ନୁସରତ୍ ଜେ ଏମ୍ ସଂଘମିତ୍ରାଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ବାର୍ତ୍ତାଳାପର ସଂପାଦିତ ଅଂଶ...…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ପାଇଁ ଦେଡ଼ଶୁରଙ୍କୁ ହତ୍ୟା କଲା ବିଧବା ଭାଇବୋହୂ

ଜଗନ୍ନାଥପ୍ରସାଦ: ଜମିବାଡ଼ି ଓ ସମ୍ପତ୍ତି ଭାଗ ପାଇଁ ବାପଘର ଲୋକଙ୍କ ସହଯୋଗରେ ନିଜ ଦେଡ଼ଶୂରଙ୍କୁ କୋଡ଼ିରେ ହାଣି ହତ୍ୟା କଲା ଭାଇବୋହୂ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ ସନ୍ତୋଷ ନାୟକ (୩୫)।…
ଅଧିକ ଖବର ଦେଖନ୍ତୁ...

ଧାନ କିଣ ନଚେତ ଆମେ ଆତ୍ମହତ୍ୟା କରିବୁ, ଧମକ ଦେଲେ ଘିଉରୀ ଚାଷୀ

ଜୟପୁର: ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିବାର କାହାରି ଅଧିକାର ନାହିଁ। ଆମେ ଚାଷୀ। ଗାଁରେ ରହୁଛୁ। ଟକୋନ୍ ଲାପସ୍ ତ ଆଉ କେତେ ବେଳେ ସାସ୍ ଆସିନି କହି ଭୁଆଁ ବୁଲାଇ ଧାନ କିଣା ଗଲାନି। ଆମେ ମଣ୍ଡିକୁ ବାରମ୍ବାର ଧାନ ନେଇ ଥକ୍କି ଗଲୁ। ଲ୍ୟାମ୍ପର ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଚିକିତ୍ସାଧିକାରୀ ଓ ନାଟ୍ୟକାର ଡା ଧନେଶ୍ୱର ସାହୁଙ୍କ ଦେହାନ୍ତ 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ଓ ପରିଚିତ ନାଟ୍ୟକାର ଡା. ଧନେଶ୍ୱର ସାହୁ (୬୬ ବର୍ଷ)ଙ୍କ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଦେହନ୍ତା ଘଟିଛି । ଡା ଧନେଶ୍ୱର ସାହୁ ହୃଦ୍ରୋଗରେ ପୀଡ଼ିତ ଥିଲେ । ଏହା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଲୋଡ୍ ପୂର୍ବରୁ ପୁଲିସର ଚଢ଼ଉ; ୧କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗରିଫ

ଜୟପୁର: ପିକଅପ୍ ଗାଡିରେ ଗଞ୍ଜେଇ ଲୋଡ୍ ହୋଇଥିଲା। ପାଖାପାଖି ୧୦ ଜଣ ଲୋକ ଗାଡି ପାଖରେ ଜମା ହୋଇଥିଲେ। ବଡ ଗାଡି ସେଠାକୁ ଆସିଥାନ୍ତା, ପିକଅପ୍ ଗାଡିରେ ଥିବା ଗଞ୍ଜେଇକୁ ବଡଗାଡିରେ ଲୋଡ୍ କରାଯାଇଥାନ୍ତା। ଏଥିପାଇଁ ସମସ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇଥିଲେ। କୌଣସି ଅସୁବିଧା ହେଲେ…
ଅଧିକ ଖବର ଦେଖନ୍ତୁ...

ମା’ ଲୋକେଶ୍ବରୀ ମନ୍ଦିରରୁ ମା’ଙ୍କ ମୁକୁଟ ଓ ତ୍ରିଶୂଳ ଚୋରି

ଜୟପୁର: ଜୟପୁର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। କେବେ ବାଇକ ଚୋିରି ହେଉଛି ତ ଆଉ କେବେ ଘରେ ପଶି ଟଙ୍କା ସୁନା ଲୁଟି ନେଉଛନ୍ତି। ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଚୋରି ହେଉଥିବା ବେଳେ ସେହି ଅନୁପାତରେ ଅଭିଯୁକ୍ତ ଧରାପଡୁନାହାନ୍ତି। ବିଭିନ୍ନ ସ୍ଥାନରୁ ଦୁର୍ବୁତ୍ତମାନେେ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ କରିବାକୁ ଯାଇଥିଲେ, ଚୋରି କରି ନ ପାରି ଫେରିଆସିଲେ 

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଆକାଠି ବ୍ୟାଙ୍କ ଅଫ ଇଣ୍ଡିଆରୁ ଗତକାଲି ଚୋରି କରିବାକୁ ଯାଇଥିବା କିଛି ଦୁର୍ବୁର୍ତ୍ତ ଟଙ୍କା ପଇସା କିଛି ନ ପାଇବାରୁ ଫେରିଯାଇଛନ୍ତି। ଗତକାଲି ୨ ଜଣ ଦୁର୍ବୃତ୍ତ ରାତି ୨ଟା ପାଖାପାଖିରେ ମୁଖା ପିନ୍ଧି ବ୍ୟାଙ୍କର ପାଇଖାନା କାନ୍ଥକୁ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ମହିଳା, ମୋଦୀଙ୍କୁ ଚିଠି ଲେଖି ମାଗିଥିଲେ ଏଭଳି ସାହାଯ୍ୟ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ବିଦ୍ୟାପୁରମ୍ କଲୋନିରେ ବସବାସ କରୁଥିବା ଜଣେ ମହିଳା ଦେଶୀ ବନ୍ଧୁକରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜବତ ହୋଇଥିବା ତିନି ପୃଷ୍ଠାର ନୋଟରୁ ମୃତ ମହିଳାଙ୍କ ନାମ ମୋନା ଦ୍ୱିବେଦୀ (୩୦) ବୋଲି ଜଣାପଡ଼ିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ…
ଅଧିକ ଖବର ଦେଖନ୍ତୁ...

ଦାଦନ ଭଣଜାର ମୃତ୍ୟୁ ଖବର ଶୁଣି ହୃଦ୍‌ଘାତରେ ଦାଦନ ମାମୁ ମୃତ

ପାତ୍ରପୁର: ଦାଦନ ଭଣଜାର ମୃତ୍ୟୁ ଖବର ଶୁଣି ଦାଦନ ମାମୁର ମୃତ୍ୟୁ। ପାତ୍ରପୁର ବ୍ଲକ୍ ଇଲାକାରୁ ଏଭଳି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମିଳିଥିବା ସୂଚନାନୁସାରେ, କନିରିଡ଼ା ଗ୍ରାମର ଶିବ ନାୟକ (୧୯) ଓ ତାଙ୍କ ମାମୁ ତଥା ଷୋଳାଭାଗପେଣ୍ଠ ଗ୍ରାମର ପର୍ଶୁରାମ ନାୟକ (୫୧) ଆନ୍ଧ୍ରପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ବାପା ଓ ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ

ଜବାଲପୁର: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ପିତା ଓ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଶନିବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସନ୍ତୋଷ ଲୋଧି ଶୁକ୍ରବାର ରାତିରେ ଜିଲ୍ଲା ମୁଖ୍ୟାଳୟଠାରୁ…
ଅଧିକ ଖବର ଦେଖନ୍ତୁ...