Daily Archives

July 4, 2021

ସତ୍ୟଭାମାପୁର ହାଇସ୍କୁଲ ସମ୍ମୁଖରେ ଧାନଖଳା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

ବାଲିଅନ୍ତା: ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାନଖଳା ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଲୋକ ଦୃଢ଼ ବିରୋଧ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସ୍କୁଲ ଆଗରେ ଧାନଖଳା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଥିଲେ। ହେଲେ ଠିକାଦାର କିଛି…
ଅଧିକ ଖବର ଦେଖନ୍ତୁ...

ଚୋରି ଘଟଣାରେ ଯୁବକ ଗିରଫ, ଲାପଟପ ସହ ହାଡଡିସ୍କ ଜବତ 

କୋରାପୁଟ: ଯନ୍ତ୍ରୀଙ୍କ ଘରୁ ଚୋରି ଘଟଣାରେ ଆଜି କୋରାପୁଟ ଟାଉନ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲେ ସହର ମିଶନ କମ୍ପାପାଉଣ୍ଡର କିଶୋର ହିଆଲ(୨୨)। ତାଠାରୁ ଏକ ଲାପଟପ,ହାଡଡିସ୍କ ଓ କିଛି ନକଲି ସୁନା ଗହଣା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଟିକା ନେଇ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ସଂଘ

ଖୋର୍ଦ୍ଧା: ଜିଲ୍ଲାର ପ୍ରାଥମିକ ଶିକ୍ଷକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସ୍ୱତନ୍ତ୍ର ଭାବେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନରେ ସଂଯୁକ୍ତ କରିବାକୁ ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଲିଙ୍କ୍‌! ଛେଣ୍ଡିପଦାରେ ରାଜସ୍ଥାନ ପୁଲିସ, ସାପୁଆନାଳିର ଗାଡ଼ି ଡ୍ରାଇଭର ଖୋଜା ପଡ଼ିଛି

ଛେଣ୍ଡିପଦା: କିଛି ବର୍ଷ ତଳେ ଛେଣ୍ଡିପଦା ଆସିଥିଲା ଉତ୍ତରପ୍ରଦ‌େଶ ଏବଂ ଦିଲ୍ଲୀ ପୁଲିସ। ଗଞ୍ଜେଇ ଲିଙ୍କ୍‌ର ଖୋଳତାଡ଼ କରିଥିଲା। ଏମିତି କିଛି ଘଟଣାର ଖୋଳତାଡ଼ କରିବା ପାଇଁ ଛେଣ୍ଡିପଦାକୁ ଆସିଛି ସୁଦୂର ରାଜସ୍ଥାନ ପୁଲିସ। ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ରାଜସ୍ଥାନର ଦୁଇ ଜଣିଆ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ବର୍ଷାକାଳୀନ ଫଳ ଖାଇ ନିଜକୁ ଫିଟ୍‌ ରଖନ୍ତୁ, ଦୂରେଇ ଯିବ ଆଳସ୍ୟପଣ

ବର୍ଷାଦିନରେ ଶରୀରରେ ସାମାନ୍ୟ ଅଳସୁଆ ପଣ ଆସିଥାଏ। ଆଉ ବର୍ଷାଦିନେ ଆପଣ ଯଦି ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ପଡ଼ିବ। ଆପଣ ଯେତେ ପରିମାଣରେ ଫଳ ଖାଇବ‌େ ଶରୀର ଆପଣଙ୍କର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ। ବର୍ଷା ଦିନେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ, ଯୁବକ ଗିରଫ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଗ୍ରାମର ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଦୁଇଦିନ ତଳେ ଗ୍ରାମର ପତିତପାବନ ସେଠୀ (୩୨) ସେହି ଗ୍ରାମର ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ନେଇଥିଲା। ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଧୋକା ଦେଲା ପ୍ରେମିକ; ନ୍ୟାୟ ନ ମିଳିବାରୁ ପ୍ରେମିକାଙ୍କ ଆତ୍ମାହୁତି ଉଦ୍ୟମ

ବାଲେଶ୍ବର: ଫେସବୁକରୁ ପ୍ରେମ। ତାପରେ ବାହାଘର। ଶେଷରେ ଧୋକା ଦେଲା ପ୍ରେମିକ। ଏ ନେଇ ପ୍ରତାରିତା ଯୁବତୀ ଥାନାରେ ଜଣାଇଥିଲେ। ପୁଲିସ ପାଖରୁ ନ୍ୟାୟ ନ ମଳିବାରୁ ବାଧ୍ୟ ହୋଇ ଯୁବତୀ ଆଜି ଥାନା ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସିମୁଳିଆ ଅଞ୍ଚଳରେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗି ଧାନଚାଉଳ ଖାଇଲେ ହାତୀପଲ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ବିମଳା ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ସନାତନ ମହାନ୍ତଙ୍କ ଦୁଇବଖରା ଝାଟିମାଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ୭ଟିକିଆ ହାତୀପଲ ଗାଁରେ ପଶିଥିଲେ। ସନାତନଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏପରି ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନେତା ଓ ନେତ୍ରୀ

ନୂଆଦିଲ୍ଲୀ: ଆଜି(ଜୁଲାଇ ୪) ତାରିଖ‌ରେ ମହାନ ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଦେହାନ୍ତ ହୋଇଥିଲା। ଆଜିର ଦିନରେ ଦେଶବାସୀମାନେ ତାଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ରାଜନେତାମାନେ ସେମାନଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ବିବେକାନନ୍ଦଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

ଠିଆ ହୋଇଥିବା ଟ୍ରକକୁ ପିଟିଲା ବାଇକ, ଚାଳକ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ-ଚାନ୍ଦବାଲି ରାସ୍ତା ଖେରଙ୍ଗ ବାହାରପାଳ ନିକଟରେ ଏକ ସଡ଼କ ଦୁର୍ଘଟଣରେ ବାଇକ ଚାଳକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ଘର ଚଡଦିଆ ପଂଚାୟତ ଚଡଦିଆ ଗ୍ରାମର ହାଡିବନ୍ଧୁ ମହାଳିକଙ୍କ ପୁଅ ଗୌତମ ମହାଳିକ (୨୭)। ଘଟଣାସ୍ଥଳରେ ପୀରହାଟ ଥାନା ପୁଲିସ ଯୁବକର ଶବ ଜବତ କରିଥିବା ବେଳେ ବାଇକ…
ଅଧିକ ଖବର ଦେଖନ୍ତୁ...