Daily Archives

July 5, 2021

ଗ୍ରାମ ଭିତରକୁ ଚାଲିଆସିଲେ ହାତୀ

ବିଶୋଇ : ଶିମିଳିପାଳରୁ ୨ଟି ଦନ୍ତା ଓ ଗୋଟିଏ ମାଈ ହାତୀ ଗତକାଲି ରାତି ପ୍ରାୟ ୮ଟା ବେ‌ଳେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜ ବିଶୋଇ ସେକ୍ସନର ପୁଣ୍ଡିଦା ଗ୍ରାମ ନିକଟକୁ ଚାଲି ଆସିଥିଲେ। ହାତୀଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର…
ଅଧିକ ଖବର ଦେଖନ୍ତୁ...

ବଳରାମ ଯୋଜନା ବାଟବଣା: ଭୂମିହୀନ ଚାଷୀଙ୍କୁ ମିଳୁନି ଋଣ

ଜୟପୁର: ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହୋଇଛି ‘ବଳରାମ’ ଯୋଜନା। ତେବେ ଏହା ଜୟପୁରରେ ଫେଲ୍ ମାରିଛି। ଗତ ୬ମାସ ହେବ ଜୟପୁର ବ୍ଲକର ବାରିଣୀପୁଟ ପଂଚାୟତର ବଡ଼ିଗୁଡାର ୩ଟି ଦଳ, ବି.ମାଳିଗୁଡା, ବାରିଣୀପୁଟ, ମୁଣ୍ଡିଗୁଡାର ଗୋଟିଏ ଲେଖାଏଁ ଜଏଣ୍ଟ ଲିଆବିଲିଟ୍ ଗ୍ରୁପ୍‌ ଗତ ୬ମାସ ହେବ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହିତ ପ୍ରତାରଣା କରି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇ ବ୍ୟବସାୟୀ ଗିରଫ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ହାଏ ପ୍ରୋଫାଇଲ ଲବ ଜିହାଦ୍ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଅଭିଯୋଗ କରିଛନ୍ତି କି ଆରିଫ ହାସମୀ ନାମକ ଜଣେ ବ୍ୟକ୍ତି ନିଜ ଧର୍ମ ଲୁଚାଇ ତାଙ୍କ ସହିତ ବନ୍ଧୁତା କରିଥିଲା। ପ୍ରତାରଣା କରି ମଥାରେ ସିନ୍ଦୂର ଦେଇ ଫଟୋ ଉଠାଇଥିଲା। ଏହି ଫଟୋକୁ ଆଧାର…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ଖାଇବାକୁ ଦେଉଥିବା ବୃଦ୍ଧା ଅସୁସ୍ଥ ହୋଇପଡ଼ିବା ପରେ ଦେଖିବାକୁ ଆସି ଆଲିଙ୍ଗନ କଲା ମାଙ୍କଡ଼

ନୂଆଦିଲ୍ଲୀ: ପଶୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। ଏଭଳି ସମ୍ପର୍କ ଦେଖି ମନ ଖୁସି ହୋଇଯାଏ। ନିକଟରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧା ମହିଳା ପ୍ରତିଦିନ ଏକ ମାଙ୍କଡ଼କୁ ଖାଇବାକୁ ଦେଇଥାଆନ୍ତି। ଆଉ ମାଙ୍କଡ଼ଟି ଜାଣିଲା ଭଳିଆ ଖାଇବା ସମୟ ହେଲେ ଆସି…
ଅଧିକ ଖବର ଦେଖନ୍ତୁ...

ଚାଷ ଜମିରେ ବସଷ୍ଟପ ନିର୍ମାଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ  ୪ଟି ଗାଁରଲୋକେ 

କୋରାପୁଟ: ଚାଷ ଜମିରେ ଭାରତମାଳା ପ୍ରକଳ୍ପର ବସଷ୍ଟପ ନିର୍ମାଣକୁ ବିରୋଧ କରାଯାଇଛି। ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ହାଟଗୁଡା ପଂଚାୟତର ଚାରିଖଣ୍ଡ ଗ୍ରାମବାସୀ ଭାରତମାଳା ନିର୍ମାଣ ପ୍ରକଳ୍ପର ବସଷ୍ଟପ ମ୍ୟାପକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ। ବୃଷ: ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ଦ୍ବାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟ ପାଇଁ ନୂଆ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ପରଦାକୁ ଫେରୁଛନ୍ତି ରବିନା ଓ ଗୋବିନ୍ଦାଙ୍କ ଯୋଡ଼ି!

ମୁମ୍ବାଇ: ବଲିଉଡର ସୁପରହିଟ ଯୋଡ଼ିଙ୍କ ମଧ୍ୟରୁ ଅଭିନେତ୍ରୀ ରବିନା ଟଣ୍ଡନ ଓ ଅଭିନେତା ଗୋବିନ୍ଦାଙ୍କ ଯୋଡ଼ି ଅନ୍ୟତମ। ଏହି ଯୋଡ଼ି ବଡ଼ ପରଦାରେ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିଛନ୍ତି। ଆଉ ଦର୍ଶକ ବି ରବିନା ଟଣ୍ଡନ ଓ ଗୋବିନ୍ଦାଙ୍କୁ ଏକାଠି ଦେଖିବାକୁ ଦାବି କରି ଥାଆନ୍ତି। ତେବେ ପୁଣିଥରେ…
ଅଧିକ ଖବର ଦେଖନ୍ତୁ...

ଗାଢ଼ାରେ ପଡ଼ି ଯାଇଥିବା ବାଘର ଫଟୋ ଉଠାଇବା ଲୋକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ‘ଶୋଇଥିବା ବାଘକୁ ଉଠାଇବା କଥା ନୁହେଁ’ ବୋଲି କଥାରେ ରହିଛି। ଯଦି କେହି ଶୋଇଥିବା ବାଘକୁ ଉଠାଇ ଦିଅନ୍ତି ତେବେ ଅବସ୍ଥା କେତେ ଭୟାବହ ହୋଇପାରେ ତାହା ନିକଟରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ଦେଖି ଲୋମମୂଳ ଟାଙ୍କୁରି ଉଠିଛି। ଏହି…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାରଠାରୁ ୪୩ଟି ରୁଟରେ ଚଳାଚଳ କରିବ ଓଏସଆରଟିସି ବସ

ଭୁବନେଶ୍ବର : ମଙ୍ଗଳବାରଠାରୁ ୪୩ଟି ରୁଟରେ ଚଳାଚଳ କରିବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ବସ । ଏହି ରୁଟ୍ ଗୁଡ଼ିକ ମୁଖ୍ୟତଃ କ୍ୟାଟେଗୋରୀ-ଏରେ ଥିବା ଜିଲ୍ଲାଗୁଡ଼ିକରେ ଅବସ୍ଥିତ । ବସଗୁଡ଼ିକ ଓଏସଆରଟିସିର ୧୬ଟି ଡିପୋରୁ ଚଳାଚଳ କରିବ ବୋଲି ଓଏସଆରଟିସି ପକ୍ଷରୁ ଟ୍ବିଟ କରି…
ଅଧିକ ଖବର ଦେଖନ୍ତୁ...

୫୦% ସିଲାବସ ସହିତ ୨ଭାଗରେ ଅନୁଷ୍ଠିତ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୨

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସିଲାବସ୍ ଯୁକ୍ତିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୧ ବ୍ୟାଚ୍ ପାଇଁ ବୋର୍ଡ ପରୀକ୍ଷା ଦୁଇଟି ଭାଗରେ ୫୦ ପ୍ରତିଶତ ସିଲାବସ୍ ସହିତ ହେବ। ଗୋଟେ ଭାଗରେ ୫୦ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...