Daily Archives

July 5, 2021

ବଂଶଧାରା ଅବବାହିକା ସୁରକ୍ଷା ସମିତିର ରଣହୁଙ୍କାର, ଉପରମୁଣ୍ଡରେ ପ୍ରକଳ୍ପ ନ ହେଲେ ଜୋରଦାର ଆନ୍ଦୋଳନ

ରାୟଗଡ଼ା : ବଂଶଧାରା ଉପରମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେବାର ସମୟ ଆସିଛି। ୫୦:୫୦ ଅନୁପାତ କାହିଁକି ବଂଶଧାରାର ମୁନ୍ଦାଏ ବି ଜଳ ବ୍ୟବହାର କରିବାର ଅଧିକାର ଆନ୍ଧ୍ରର ନାହିଁ। ଓଡ଼ିଶା ସରକାରଙ୍କ ନିରବତାର ଫାଇଦା ଆନ୍ଧ୍ର ଉଠାଉ ଥିବାବେଳେ ଟ୍ରିବ୍ୟୁନାଲ୍  ରାୟ…
ଅଧିକ ଖବର ଦେଖନ୍ତୁ...

ଜାମିନକୁ ଅପେକ୍ଷା କରି କରି ଚାଲିଗଲା ୮୪ବର୍ଷିୟ କାର୍ଯ୍ୟକର୍ତ୍ତା ଷ୍ଟାନ ସ୍ୱାମୀଙ୍କ ଜୀବନ

ନୂଆଦିଲ୍ଲୀ: ଗତ ବର୍ଷ ଏଲଗର ପରିଷଦ ମାମଲାରେ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଗିରଫ ହୋଇଥିବା ୮୪ ବର୍ଷୀୟ ପୁରୋହିତ-କାର୍ଯ୍ୟକର୍ତ୍ତା ଷ୍ଟାନ ସ୍ୱାମୀଙ୍କର ଆଜି ଦେହାନ୍ତ ହୋଇଛି | ଜାମିନ ପାଇଁ ସେ କରିଥିବା ଆବେଦନର ଶୁଣାଣି ପୂର୍ବରୁ ଆଜି ତାଙ୍କର ମୃତ୍ୟୁ ଘଟିଛି | ଗତକାଲିଠାରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀ ଶ୍ରୀମନ୍ଦିରର ମରାମତି ଏବଂ ସଂରକ୍ଷଣ

କିମ୍ବଦନ୍ତୀ ଅନୁଯାୟୀ ପୁରୀର ଜଗନ୍ନାଥ ମନ୍ଦିର ମୂଳତଃ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସମୟ କ୍ରମେ ଆକ୍ରମଣକାରୀମାନେ ମନ୍ଦିରକୁ ନଷ୍ଟ କରିଦେଲେ। ଶ୍ରୀମନ୍ଦିରକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ରାଜା ଯଯାତିକେଶରୀଙ୍କ ଦ୍ୱାରା ପୁନରୁଦ୍ଧାର କରାଯାଇଥିଲା।ସମୟ ସହିତ…
ଅଧିକ ଖବର ଦେଖନ୍ତୁ...

ଭୀମଟାଙ୍ଗୀ ହତ୍ୟା ମାମଲା :  ମହିଳାଙ୍କ ସ୍ବାମୀଙ୍କୁ ଭିଡିଓ କଲ କରିଥିଲା ହତ୍ୟାକାରୀ

ଭୁବନେଶ୍ବର :  ରାଜଧାନୀର ଭୀମଟାଙ୍ଗୀ ଫେଜ୍-୧ ଅଞ୍ଚଳରେ ଆଜି ହୋଇଥିବା ମହିଳା ପ୍ରିୟଦର୍ଶିନୀଙ୍କ ବିଭତ୍ସ ହତ୍ୟା ମାମଲାରେ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି ପୁଲିସ ।  ହତ୍ୟାକାରୀ ମୃତ ମହିଳାଙ୍କ ସ୍ବାମୀଙ୍କୁ ଭିଡିଓ କଲ କରିଥିଲା । ଭିଡିଓ କଲରେ ମହିଳାଙ୍କ ମୃତ ଦେହ ରକ୍ତ ଜୁଡୁବୁଡୁ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଉପଲବ୍ଧ ହେବାକୁ ଯାଉଛି ଚତୁର୍ଥ ଟିକା, ଚଳିତ ସପ୍ତାହରେ ଭାରତ ଆସିପାରେ ମଡର୍ଣ୍ଣା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ଟିକା ହିଁ ଏକମାତ୍ର ଅସ୍ତ୍ର । ଏକଥା ବୈଜ୍ଞାନିକମାନେ ବାରମ୍ବାର କହି ଚାଲିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ବି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ପ୍ରୟାସ କରୁଛନ୍ତି । ହେଲେ ଟିକାର ସ୍ବଳ୍ପ ଉତ୍ପାଦନ ହେତୁ ଟିକାକରଣରେ ବାରମ୍ବାର ବ୍ୟାଘାତ…
ଅଧିକ ଖବର ଦେଖନ୍ତୁ...

ମାଙ୍କଡ଼ଙ୍କ ଉପଦ୍ରଵ, ଶୁଖିଲା ଡାଳ ପଡି ବୃଦ୍ଧା ମୃତ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ମାଙ୍କଡ଼ଙ୍କ ଉପଦ୍ରଵ ବଢ଼ି ଚାଲିଛି । ଆଜି ଏକ ଗଛ ଉପରେ ମାଙ୍କଡ଼ମାନେ ଡିଆଁ ଡେଇଁ କରିବାରୁ ଡାଳ ପଡ଼ି ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ଗାରେଡିପାଞ୍ଚଣ ଗ୍ରାମର ଶ୍ରୀ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ଘଟଣା : ପୁଣି ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ମାଲକାନଗିରି : ମାଲକାନଗିରିର ଜିଲ୍ଲା କଂଗ୍ରେସ ଆଜି ପୁଣି ତତ୍କାଳୀନ ଜିଲ୍ଲାପାଳ ଓ୍ବାଇ.ବିଜୟଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଭବନରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପୁଣି ସରକାରଙ୍କ ଉପରେ ଗର୍ଜିବା ସହ ପାଞ୍ଚଟି ଖୋଲା ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଦରୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ତୃଣମୂଳ କଂଗ୍ରେସର କିଛି ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି | ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଦରୁ ହଟାଇବାକୁ ଚାହୁଁଥିବା ନେଇ ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଏହାପୂର୍ବରୁ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ୧୨ ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କଲେ ବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାଲିପାଟଣା : ଟ୍ରାନ୍ସଫର୍ମର ବସିବା ଦାବିରେ ଗୁଆପୁର ସାତବିଶୁଆ ଗ୍ରାମବାସୀ ଆଜି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ତେବେ ଵିଭାଗୀୟ ମୁଖ୍ୟଙ୍କ ଠାରୁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ମିଳିଥିବା…
ଅଧିକ ଖବର ଦେଖନ୍ତୁ...