କରୋନା ସଜାଇଲା ଅନାଥ, ବାପା-ମା’ ଛେଉଣ୍ଡ ହେଲେ ୮୨ ଶିଶୁ
ରାୟଗଡ଼ା : ଶୈଶବ ସୁଖ ଜାଣିବା ଆଗରୁ ଆରପାରିକୁ ଚାଲିଗଲେ ବାପା, ମା’। ତାହା ପୁଣି ମାରାତ୍ମକ କରୋନାରେ। କିଛି ଉଭୟ ବାପା-ମା’ଙ୍କୁ ହରାଇଥିବା ବେଳେ କିଏ ବାପା ତ କିଏ ମା’କୁ ହରାଇ ନିଶ୍ବଃ ହୋଇ ପଡିଛନ୍ତି। ଜୀବନ ଜିଇଁବା ପାଇଁ ରାହା ଖୋଜୁଥିବା ବାପା, ମା’ ଛେଉଣ୍ଡ ଶିଶୁଙ୍କ ଥଇଥାନ ପାଇଁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...