Daily Archives

July 7, 2021

ଆମ୍ବୁଲାନସ ଚାଳକଙ୍କ ମୃତ୍ୟୁ: ପତ୍ନୀ ଓ ୨ପିଲା ଅନାଥ 

ଜୟପୁର: ଜୟପୁର ଚିକିତ୍ସାଳୟର ଆମ୍ବୁଲାନସ୍ ଚାଳକ ମନୋରଂଜନ ମହାନ୍ତି(୪୫)ଙ୍କର ଆଜି ସକାଳ ସାଢ଼େ ୭ଟା ବେଳେ ଡାକ୍ତରଖାନା ପରିସରରେ ମୃତ୍ୟୁ ହୋଇଯାଇଛି। ଗତକାଲି ମନୋରଂଜନ ଡିଏଚଏଚର ଆମ୍ବୁଲାନସରେ ନାଇଟ୍ ଡ୍ୟୁଟି କରିଥିଲେ। ଆଜି ସକାଳୁ ସେ କୋଭିଡ୍ ଭ୍ୟାକ୍ସିନ୍ ଆଣିବା ପାଇଁ ଡ୍ୟୁଟି…
ଅଧିକ ଖବର ଦେଖନ୍ତୁ...

ବର୍ଷାଦିନେ ପାନୀୟ ଜଳ ସମସ୍ୟା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

କୋରାପୁଟ: ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପୁଲବେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଡପୁର ଗ୍ରାମର ବାସିନ୍ଧା। ଗ୍ରାମର ବାସନ୍ତି ବାଘ, ଦଇମତି କନ୍ଦପାନ, ରମେଶ ଡଙ୍ଗରି, ପ୍ରହଲ୍ଲାଦ ମୁଦୁଲି ଓ ଶ୍ରୀପତି ବାଘ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଆସିଲା ବିସ୍ତୃତ ତାଲିକା, ଏମାନେ ପାଇଲେ ଏହି ବିଭାଗ

ନୂଆଦିଲ୍ଲୀ: ଆଜି ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଆଉ ଏବେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି | ନଜର ପକାନ୍ତୁ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ତାଲିକା | ରାଜନାଥ…
ଅଧିକ ଖବର ଦେଖନ୍ତୁ...

ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା

ନୂଆଦିଲ୍ଲୀ: ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି । ବୁଧବାର ଦିନ ତାଙ୍କ ନିଜ ବାସଭବନରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ । ଏବେ ପ୍ରାଥମିକ ସୂଚନା ପୋର୍ଟ-ଓ-ପ୍ରିନ୍ସରୁ ବାହାରକୁ ଆସିଛି । ଏହା ମଧ୍ୟରେ ପତ୍ରକାର ମାଇକେଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ। ବୃଷ: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଦୀର୍ଘ ଦିନର ଅଧୁରା ଆଶା ପୂରଣ ହେବ। ପାରିବାରିକ ଜୀବନରେ ମହତ୍ବପୂର୍ଣ୍ଣ କାମ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ଼ାରେ ଫିଲ୍ମ ଷ୍ଟାଇଲ୍‌ରେ ଚଢ଼ଉ, ୧୮ ଗିରଫ

ବ୍ରଜରାଜନଗର: ପିନ୍ଧିଥିଲେ ଲୁଙ୍ଘି, ମୁଣ୍ଡରେ ଗାମୁଛା। କେହି କେହି ହାଫ୍‌ ପ୍ୟାଣ୍ଟ୍‌ ବି ପିନ୍ଧିଥିଲେ। ୩ଟି ଅଟୋରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିର୍ଦ୍ଦିଷ୍ଟ ସମୟରେ ୩ ପଟୁ ଘେରାଉ କରି ଚଢ଼ଉ କରିଥିଲେ। କେହି କିଛି ଜାଣିବା ଓ ବୁଝିବା ପୂର୍ବରୁ ଧାରା ପଡ଼ିଥିଲେ ୧୮ ଜୁଆଡ଼ି। ଜବତ ହୋଇଥିଲା ୮…
ଅଧିକ ଖବର ଦେଖନ୍ତୁ...

ନୂଆ ମନ୍ତ୍ରୀ, ନୂଆ ଦାୟିତ୍ୱ: ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ, ଧର୍ମେନ୍ଦ୍ରଙ୍କ ହାତରୁ ଖସିଲା ପେଟ୍ରୋଲିୟମ 

ନୂଆଦିଲ୍ଲୀ: ଆଜି ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଆଉ ଏବେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି | ସବୁଠାରୁ ବଡ କଥା ଯେ ଓଡିଶାରୁ ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୪ ଜଣ ଡାକ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରିତ ହୋଇଛି । ଯେଉଁଥିରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦୀଙ୍କ ଏହି ନୂଆ ଟିମରେ ଆଜି ୪ ଜଣ ଡାକ୍ତର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ…
ଅଧିକ ଖବର ଦେଖନ୍ତୁ...

ଓଲଟି ପଡ଼ିଲା ସିମେଣ୍ଟ୍‌ ବୋଝେଇ ଟ୍ରକ୍‌, ଚାଳକ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ପଥରଗଡ଼ ବ୍ରିଜ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ସିମେଣ୍ଟ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, କୋଟିଆରୁ ଉଠାଇ ନେଇ ଲୋକଙ୍କୁ ଦେଲା ଟିକା

କୋରାପୁଟ: ପୁଣି ଆନ୍ଧ୍ର ସରକାରଙ୍କ ମନମାନୀ। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫାଟୁ ସେନେରୀ, ଫଗୁଣ ସେନେରୀ ଓ ନାରେଡି ବାଲସାରୁ ଲୋକଙ୍କୁ ଉଠାଇ ନେଇ ଟିକାକରଣରେ ସାମିଲ କରୁଥିବା ଜଣାପଡିଛି। ଓଡ଼ିଶାରୁ ଲୋକଙ୍କୁ ନେଇ ଥୋନମ୍‌ ପିଏସସିରେ ଟିକାକରଣ…
ଅଧିକ ଖବର ଦେଖନ୍ତୁ...