Daily Archives

July 8, 2021

ରାୟଗଡ଼ାର ଦୁଃଖ ନାଗାବଳୀ; ଭାତହାଣ୍ଡିର ସ୍ରୋତ ଏବେ ପାଲଟିଛି ବିପଦ

ରାୟଗଡ଼ା: ଦିନେ ରାୟଗଡ଼ା ଅଞ୍ଚଳର ଜମିକୁ ଶସ୍ୟ ଶ୍ୟାମଳା କରୁଥିଲା। ଚାଷ ପାଇଁ ଜଳର ମୁଖ୍ୟ ମାଧ୍ୟମ ପାଲଟିଥିଲା। ଏବେ କୂଳ ଲଂଘିବା ସହ ଗତିପଥ ବଦଳାଉଥିବାରୁ ରାୟଗଡ଼ା ସହର ସମେତ ୧୦ ଖଣ୍ଡ ନଈକୂଳିଆ ଗାଁବାସୀଙ୍କ ପାଇଁ ବିପଦ ପାଲଟିଛି ନାଗାବଳୀ। ଗତ ୧୪ ବର୍ଷରେ ନଦୀ ୨୦୦ ମିଟର କୂଳ ଖାଇବା ସହ…
ଅଧିକ ଖବର ଦେଖନ୍ତୁ...

ଟିକାକେନ୍ଦ୍ରରେ ଦଳାଚକଟା, ମହିଳାଙ୍କ ପିଞ୍ଜରା ହାଡ଼ ଭାଙ୍ଗିଲା

ପୋଲସରା: ଟିକାକେନ୍ଦ୍ରରେ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ କରି ଆସିଥିବା ଏବଂ ସ୍ପଟ୍‌ ରେଜିଷ୍ଟ୍ରେସନ୍‌ କରିବାକୁ ଆସିଥିବା ଲୋକଙ୍କ ଅସମ୍ଭବ ଭିଡ଼ ଲାଗିଥିଲା। ଶେଷରେ ଠେଲାପେଲାରୁ ଦଳାଚକଟା ମଧ୍ୟ ହେଲା। ଟିକା ନେବାକୁ ଆସିଥିବା ଜଣେ ମହିଳା ଏତିକିବେଳେ ତଳେ ପଡ଼ିଯାଇ ଦଳାଚକଟାରେ ତାଙ୍କ ପିଞ୍ଜରା…
ଅଧିକ ଖବର ଦେଖନ୍ତୁ...

ଜଣେ ମନ୍ତ୍ରୀକୁ ନେଇ ୨୦୧୯ରେ ରାଗିଯାଇଥିଲେ, ୨୦୨୧ରେ ମାନିଗଲେ!

ନୂଆଦିଲ୍ଲୀ: ବୁଧବାର ମୋଦୀଙ୍କ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରାଯାଇଛି। ତେବେ ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବାବଦରେ ଯଦି ଆମେ କହିବା ତେବେ କିଛି ପ୍ରଶ୍ନ ସାମ୍ନାକୁ ଆସିଛି | ସବୁଠୁ ବଡ ପ୍ରଶ୍ନ ହେଉଛି ଯେ ୨୦୧୯ ରେ, ଯେତେବେଳେ ଜଣେ ମନ୍ତ୍ରୀପଦକୁ ନେଇ ନୀତିଶ ରାଗିଯାଇଥିଲେ, ତେବେ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନ ବିଜେପିର ଟାଣୁଆ ନେତା ବଳଭଦ୍ର ମାଝି ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜିଲ୍ଲାରେ ହେଉଥିବା ଆବାସ ଦୁର୍ନୀତିକୁ ନେଇ ଗର୍ଜିଛନ୍ତି। ଜିଲ୍ଲାର କୋରକୋଣ୍ଡା ବିଡିଓ ଏବଂ ବାଲିମେଳା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

ଚଣ୍ଡିଖୋଲ/ବଡ଼ଚଣା: ଜନୈକା ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଡ଼ଚଣା ଥାନା ପୁଲିସ ଜଣେ ଯୁବ ଇଞ୍ଜିନିୟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ପୁହାଣ (୩୨)। ବଡ଼ଚଣା ଥାନା…
ଅଧିକ ଖବର ଦେଖନ୍ତୁ...

କୁଲଗାମ ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କୁଲଗାମ ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି । ଏଥିରେ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି କି, ୨୪ ଘଣ୍ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ହେବ। ମାଲିକ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ବୃଷ: ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ, ଲାଭ ହେବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜମି ଓ ବାହାନ କିଣିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଫିଫା ଫୁଟବଲ ପଡ଼ିଆ ସହ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ତଦାରଖ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍-୨୦୨୨ ଲାଗି ରାଜଧାନୀ ଭୁବନେଶ୍ୱରଠାରେ ପ୍ରସ୍ତୁତ ହୋଇଥିବା ୫ଟି ପଡ଼ିଆକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଲି ଦେଖିଛନ୍ତି । କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ, ପିଏମ୍ୟୁ ଟିମ୍ ଏବଂ ପଡ଼ିଆ ନିର୍ମାଣ ଭାର ନେଇଥିବା…
ଅଧିକ ଖବର ଦେଖନ୍ତୁ...

ଦାଦାକୁ କାଠ ଫାଳିଆରେ ପିଟି ହତ୍ୟା, ପୁତୁରା ଫେରାର

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ରଣବା ପଞ୍ଚାୟତର ଇରୁପୁଟା ଗ୍ରାମରେ ଜମିଜମା ଭାଗବଣ୍ଟାକୁ କେନ୍ଦ୍ର କରି ପୁତୁରା କାଠ ଫାଳିଆରେ ପିଟି ଦାଦା ହରି ନାୟକଙ୍କୁ ହତ୍ୟା କରିଛି। ଘଟଣା ପରେ ଅଭିଯୁକ୍ତ ପୁତୁରା ବିପ୍ର ନାୟକ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ହେଉ ହେଉ ହ୍ୟାକ ହୋଇଗଲା ଜ୍ୟୋତିରାଦିତ୍ୟଙ୍କ ଆକାଉଣ୍ଟ, ହ୍ୟାକର ଚଲାଇଦେଲେ କଂଗ୍ରେସକୁ ପ୍ରଶଂସା ଭିଡିଓ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକରମାନେ ହ୍ୟାକ୍ କରିଥିଲେ। ହ୍ୟାକରମାନେ କେନ୍ଦ୍ର ମନ୍ତ୍ରୀଙ୍କ ଫେସବୁକ ପେଜରେ ଏକ ପୁରୁଣା ଭିଡିଓ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ସେ କଂଗ୍ରେସ ଦଳକୁ…
ଅଧିକ ଖବର ଦେଖନ୍ତୁ...