Daily Archives

July 8, 2021

୨ୟ ମହଲାରୁ ଖସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଜୟପୁର: ଆଜି ଦିନ ୧୧ଟା ବେଳେ ସ୍ଥାନୀୟ ବାଲିପଟା ସାହିର ନନ୍ଦରାଣୀ ନାୟକଙ୍କ ନିର୍ମାଣଧୀନ ୨ୟ ମହଲା ଘର କାମ କରୁଥିବା ରାଜମିସ୍ତ୍ରୀ ଅର୍ଜୁନ ହରିଜନ(୩୫) ଉପରୁ ଖସି ପଡ଼ି ମୃତ୍ୟୁ ବରଣ କରିଛନ୍ତି। ଜୟପୁର ଟାଉନ ପୁଲିସ ଏ ନେଇ ଏକ ଅପମୃତ ମାମଲା ରୁଜୁ କରିଛି। ମୃତ ମିସ୍ତ୍ରୀଙ୍କ ଘର ଜୟପୁର…
ଅଧିକ ଖବର ଦେଖନ୍ତୁ...

ଦୁଇ ଭାଇଙ୍କ ବିରଳ ଆବିଷ୍କାର: ୭୦% ଅକ୍ସିଜେନ ଅପଚୟ ରୋକିବ ‘ଅକ୍ସିସର୍ଭ‌’

ରାଉରକେଲା: ପୂର୍ବରୁ ସଙ୍କଟାପନ୍ନ ରୋଗୀଙ୍କୁ ଲାଗୁଥିବା ଅକ୍ସିଜେନ ବହୁମାତ୍ରାରେ ଅପଚୟ ହେଉଥିଲା। ବିଜ୍ଞାନ କୁହେ, ନିଶ୍ବାସ ନେବାରେ କେବଳ ଅମ୍ଳଜାନ ଆବଶ୍ୟକତା ହେଉଥିବାବେଳେ ନିଶ୍ବାସ ଛାଡ଼ିବାରେ କିନ୍ତୁ ଦରକାର ହୋଇ ନଥାଏ। କିନ୍ତୁ ଜଣେ ରୋଗୀଙ୍କୁ ଅମ୍ଳଜାନ ଲଗାଯିବାମାତ୍ରେ ସେ…
ଅଧିକ ଖବର ଦେଖନ୍ତୁ...

ଜିଆରଏସଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣା: ନ୍ୟାୟ ନମିଳିଲେ ସପରିବାର ଆତ୍ମହୁତି ଦେବୁ

ମାଲକାନଗିରି: ମାଥିଲି ବ୍ଲକର ପାଙ୍ଗାମର ସିରାଗୁଡା ପାଖରେ ଗତ ୨୦୨୦ ସେପ୍ଟେମ୍ବର ୮ ତାରିଖ ଦିନ ପୁଲିସ ଗାଡି ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଜଣେ ଜିଆରଏସର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜିଆରଏସର ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲା ନାହିଁ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଅଲିମ୍ପିୟାନଙ୍କ ସହିତ କଥା ହୋଇ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ପରେ ଭାଗ ନେଉଥିବା ଓଡ଼ିଶାର ଅଲିମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଆଉ ଉଡିନପାରିଲେ ପୁରୁଣା ବିମାନ କଣ ହୁଏ? ଜାଣିଛନ୍ତି କି?

ନୂଆଦିଲ୍ଲୀ: ଦୂର ଦେଶ ହେଉ କି ଦୂର ଯାତ୍ରା ଆଜିର ସମୟରେ ବିମାନ ହେଉଛି ସବୁଠାରୁ ଭଲ ମାଧ୍ୟମ | ତେବେ ଅନେକ ଲୋକ ଭାବୁଥିବେ ଯେ ବିମାନଟିଏ ବହୁ ପୁରୁଣା ହେଲେ ବି କାର୍ଯ୍ୟକ୍ଷମ ହୋଇଥାଏ | କିନ୍ତୁ ଏହା ସତ୍ୟ ନୁହେଁ | ଯେଭଳି ଜଣେ କିଛି ବର୍ଷ ଚାକିରି କରିବା ପରେ ଅବସର ନେଇଥାଏ, ଠିକ ସେମିତି…
ଅଧିକ ଖବର ଦେଖନ୍ତୁ...

ବ୍ରାଉନ ସୁଗାର-ଗଞ୍ଜେଇ ଜବତ, ୫ ଗିରଫ

ରାଉରକେଲା: କିଛି ଦିନ ବ୍ୟବଧାନ ପରେ ପ୍ଲାଣ୍ଟସାଇଟ୍‌ ପୁଲିସ ଆଜି ତିନି ବ୍ରାଉନସୁଗାର ଓ ଦୁଇଜଣ ଗଞ୍ଜେଇ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ରାଉନସୁଗାର ବେପାରୀ ହେଲେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ମହମ୍ମଦ ଅଲ୍ଲୀ ହସନ୍‌, ମହମ୍ମଦ ଅଫ୍‌ସର ଓ କୁନାଲ ସରକାର। ଦୁଇ ଗଞ୍ଜେଇ…
ଅଧିକ ଖବର ଦେଖନ୍ତୁ...

ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ: କରୋନା ଲଢେଇ ପାଇଁ ୨୩,୦୦୦କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: ଗତକାଲି ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିଲା | ୪୩ଜଣ ନେତା ଶପଥ ଗ୍ରହଣ କରିଥିଲେ | ୧୫ଜଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ତେବେ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ନିଜ ନିଜର ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

ସଲମାନ ଓ ତାଙ୍କ ଭଉଣୀଙ୍କ ପାଖକୁ ପୁଲିସ ପଠାଇଲା ସମନ

ଚଣ୍ଡୀଗଡ଼ : ବଲିଉଡ ଅଭିନେତା ସଲମାନ ଖାନ, ତାଙ୍କ ଭଉଣୀ ଅଲବୀରା ଖାନ ଅଗ୍ନିହୋତ୍ରୀ ଏବଂ ତାଙ୍କ କମ୍ପାନି ‘ବିଙ୍ଗ ହ୍ୟୁମନ’ର ସିଇଓ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏମାନଙ୍କ ବିରୋଧରେ ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀ ୩କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା ‘ରାତି ସରି ସରି ଯାଉଛି’ର ପୋଷ୍ଟର୍ ରିଲିଜ୍

ଭୁବନେଶ୍ବର: ମଞ୍ଜରୀ ମୁଭିଜ୍ ଏବଂ ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ରାତି ସରିସରି ଯାଉଛି’ର ପୋଷ୍ଟର୍ ରିଲିଜ୍ ହୋଇଛି। ଏହି ସିନେମାର ନର୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା। ମାନସ…
ଅଧିକ ଖବର ଦେଖନ୍ତୁ...

ବିନା ଅନୁମତିପତ୍ରରେ ଔଷଧ ବିକ୍ରି, ଦୋକାନ ସିଲ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଆଜି ଡ୍ରଗ୍ସ ନିରୀକ୍ଷକଙ୍କ ପକ୍ଷରୁ ଚଢ଼ଉ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଔଷଧ ଦୋକାନକୁ ସିଲ କରାଯାଇଛି । ବିନା ଅନୁମତିପତ୍ରରେ ସେଡ୍ୟୁଲ୍‌ଡ-ଏଚ୍ ଔଷଧ ଓ ନିମ୍ନମାନର ଔଷଧ ବିକ୍ରି କରିବା ଯୋଗୁଁ ଏହି…
ଅଧିକ ଖବର ଦେଖନ୍ତୁ...