Daily Archives

July 9, 2021

ଦୁଇ ଦଶନ୍ଧୀର ପରମ୍ପରା: ଶ୍ରୀଜିଉଙ୍କ ତିନିରଥ ପାଇଁ ଖୋର୍ଦ୍ଧାରୁ ଯିବ ସୋଲଫୁଲ

ଖୋର୍ଦ୍ଧା: ଖୋର୍ଦ୍ଧା ସହ ପୁରୀ ଶ୍ରୀମନ୍ଦିରର ସମ୍ପର୍କ ଯେପରି ପୌରାଣିକ ସେପରି ଐତିହାସିକ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପାଇକଙ୍କ ସଂଗ୍ରାମ ଓ ରାଜପରିବାରର ଶ୍ରୀମନ୍ଦିର ସେବାର ଉତ୍ତରାଧିକାର ପାଇଁ ବ୍ରିଟିଶଙ୍କ ବିରୋଧରେ କୋର୍ଟରେ ବିଜୟ ଠାରୁ ଆରମ୍ଭ କରି ବର୍ତମାନ ଖୋର୍ଦ୍ଧା ସହରରୁ…
ଅଧିକ ଖବର ଦେଖନ୍ତୁ...

କାମରେ ଆସୁନି ୫୦ କୋଟିର ଗ୍ରିଡ୍; ଅଟକିଛି ୫ ସବ୍ ଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ

ରାୟଗଡ଼ା: ଗ୍ରିଡ୍ କାର୍ଯ୍ୟକ୍ଷମ ହେଲେ ୭୫ ହଜାର ଉପ‌ଭୋକ୍ତା ଉପକୃତ ହେବେ। ୫ ସବଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ ହେବା ସହ ଲୋ ଭୋଲଟାଜ୍ ସମସ୍ୟାରୁ ମୁକ୍ତି ମିଳିବ। ହେଲେ ଗ୍ରିଡ଼୍ ନିର୍ମାଣକୁ ୩ ମାସ ବିତିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇପାରୁନି। ଫଳରେ ୫୦ କୋଟି ଟଙ୍କାର ଗ୍ରିଡ଼୍…
ଅଧିକ ଖବର ଦେଖନ୍ତୁ...

୪ଜି ସ୍ପିଡ୍ ଚାର୍ଟ ଶୀର୍ଷରେ ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ : ଭାରତୀୟ ଟେଲିକମ୍ ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ୍ (ଏମ୍‌ବିପିଏସ୍‌) ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ବିବାହ ୱେବସାଇଟରେ ସମ୍ପର୍କ କରି ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ରୂପ ଜାଲରେ ଫସାଉଥିଲେ ମହିଳା

ମୁମ୍ବାଇ: ବିବାହ ୱେବସାଇଟରେ ପ୍ରପୋଜ କଲେ ଆଉ ନିଜ ଫ୍ଲାଟକୁ ଡକାଇ ହନିଟ୍ରାପରେ ଫସେଇଲେ | ନିଜ ରୂପ ଜାଲରେ ଫସାଇବା ପରେ ଟଙ୍କା ଆଦାୟ କରିବାକୁ ଯୋଜନା କରୁଥିବାବେଳେ ଧରିଲା ପୁଲିସ | ମୁମ୍ବାଇ ପୁଲିସ ଏମିତି ଜଣେ ହାଇପ୍ରୋଫାଇଲ ଠକ ଦମ୍ପତ୍ତିଙ୍କୁ ଗିରଫ କରିଛି ଯେଉଁମାନେ କି ଜଣେ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ସୁଇଗିକୁ ଏମଆରପି ଉପରେ ଜିଏସଟି ଲଗାଇବା ମହଙ୍ଗା ପଡ଼ିଲା: ହେଲା ୨୦ହଜାର ଜରିମାନା

ପଞ୍ଚକୁଲା: ଉପଭୋକ୍ତା କୋର୍ଟ ସୁଇଗି ଉପରେ ଏମଆରପିରେ ଜିଏସଟି ଲଗାଇଥିବାରୁ ୨୦ହଜାର ଟଙ୍କା ଜରିମାନା କରିଛନ୍ତି। କୋର୍ଟ କହିଛନ୍ତି, ଏଭଳି ଭାବେ କୋର୍ଟର ସମୟ ନଷ୍ଟ କରିବା ଉଚିତ ନୁହେଁ। ସୁଇଗି ପୂରା ଏମଆରପି ଉପରେ ଜିଏସଟି ଲଗାଇବା ନିଷ୍ପତ୍ତି ପୂରାପୂରି ଭୁଲ। ଗ୍ରାହକଙ୍କ ସହିତ ଏଭଳି…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-ଝାରସୁଗୁଡା ମେମୁ ଟ୍ରେନ୍‌ ବାତିଲ

ରାଉରକେଲା): ପ୍ରି ନନ୍‌ ଇଣ୍ଟରଲକିଂ ଓ ତୃତୀୟ ରେଳ ଲାଇନ ମରାମତି କାମ ପାଇଁ ରାଉରକେଲା-ଝାରସୁଗୁଡା ମେମୁ ଟ୍ରେନ୍‌କୁ ବାତିଲ କରାଯାଇଛି। ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ମେମୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

୪ସନ୍ତାନର ଜନନୀକୁ ନେଇ ୩ସନ୍ତାନର ଜନକ ଫେରାର, ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ 

ରା.ଉଦୟଗିରି: ରାମଗିରି ଥାନା ଅଞ୍ଚଳସ୍ଥ ପରିସଲ ପଞ୍ଚାୟତର ସିନ୍ଧବା ଗ୍ରାମରେ ଜଣେ ବିବାହିତା ସ୍ତ୍ରୀକୁ ଆଉ ଜଣେ ବିବାହିତ ପୁରୁଷ ଧରି ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଆଲୋଚନାର ଖୋରାକ ଯୋଗାଇଛି। ଘଟଣା ମୁତାବକ ସିନ୍ଧବା ଗ୍ରାମର ଲକ୍ଷ୍ମୀକାନ୍ତ ରଇତ ୧୭ବର୍ଷ ତଳେ ନମିତା ରଇତଙ୍କୁ ବିବାହ…
ଅଧିକ ଖବର ଦେଖନ୍ତୁ...

ଥାନା ବିରୋଧରେ ଏସ୍ପିଙ୍କୁ ମହିଳାଙ୍କ ଅଭିଯୋଗ

ଖୋର୍ଦ୍ଧା: ଗତ ମାସରେ ଜଙ୍କିଆ ଥାନା ଅନ୍ତର୍ଗତ ରାଇମୂଳପାଟଣାରେ କେତେକ ବ୍ୟକ୍ତି ଜଣେ ମହିଳାଙ୍କ ସମେତ ତାଙ୍କ ବୃଦ୍ଧ ଶ୍ୱଶୁର ଓ ସ୍ୱାମୀଙ୍କୁ ଘରୁ ଟାଣିଆଣି ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ ଉକ୍ତ ପୀଡ଼ିତ ପରିବାର ପକ୍ଷରୁ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଷ୍ଟେଟ ବ୍ୟାଙ୍କରେ ନିଆଁ 

କୋରାପୁଟ: କୋରାପୁଟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ଜେନେରେଟର ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ। ବ୍ୟାଙ୍କରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ ଷ୍ଟେଟ ବେଙ୍କର ଡିଜି ସେଟ ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହେଇଯାଇଥିବା ଜଣାପଡିଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଧରାପଡିଲା ମନ୍ଦିର ଚୋରି ମୁକୁଟ ଓ କିରଟି

ଜୟପୁର: ଜୟପୁର ସହରର ଲାଲ୍‌ ସାହି ସ୍ଥିତ ମା’ ଲୋକେଶ୍ବରୀ ମନ୍ଦିରରୁ ମା’ଙ୍କ ରୂପା ମୁକୁଟ, ରୂପା କିରଟି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଅଭିଯୁକ୍ତ ଧରାପଡିଛି। ଅଭିଯୁକ୍ତ ଜଣକ ହେଲେ ଢ଼େପଗୁଡା ଅଞ୍ଚଳର ସଞ୍ଜିତ ମହାନନ୍ଦିଆ (୨୫)। ସଞ୍ଜିତଙ୍କ ଠାରୁ ରୂପା ମୁକୁଟ ଓ ରୂପା…
ଅଧିକ ଖବର ଦେଖନ୍ତୁ...