Daily Archives

July 9, 2021

ଦୁଇ ଭାଇ ଡକାୟତ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କଲା ପୁଲିସ; ବଡ଼ଭାଇ ଗିରଫ, ସାନ ଫେରାର୍‌ 

ସୋର: ବାଲେଶ୍ୱର ଜିଲ୍ଲା ସୋର ମ୍ୟୁନିସିପାଲଟି ନୂଆ ସିନେମା ହଲ୍ ନିକଟରେ ଥିବା ମା’ ମଙ୍ଗଳା ଗହଣା ଦୋକାନରୁ ଗତ ୫ ତାରିଖ ମଧ୍ୟାହ୍ନରେ ଗ୍ରାହକ ସାଜି ସୁନା ଅଳଙ୍କାର ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ କାବୁ କରିଛି। ଲୁଟ୍ କରିଥିବା ଗହଣା ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିବା ସହ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନ୍ଇପି)…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜରେ ନିଆଁ ଲଗାଇଲା ଝାଡ଼ଖଣ୍ଡି ହାତୀ, ପୋଡ଼ିଗଲା ଘର

ବାରିପଦା: ହାତୀକୁ ବହୁତ ଚାଲାକ ଓ ବୁଦ୍ଧିମାନ ପ୍ରାଣୀ ବୋଲି କୁହାଯାଏ। ତେବେ ଖାଦ୍ୟ ଅନ୍ବେଷଣରେ ଆସିଥିବା ଏକ ହାତୀ ରାତିଅଧରେ ଜଣଙ୍କ ଘରେ ନିଆଁ ଲଗାଇବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। ସୂଚନା ମୁତାବକ, ଝାଡ଼ଖଣ୍ଡ ପଟୁ ପଳାଇ ଆସିଥିବା ୩ଟି ହାତୀ ମୟୂରଭଞ୍ଜ ଜିଲ୍ଲା ବେତନଟୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜ କ୍ୟାରିୟର ସମ୍ବନ୍ଧରେ ଚିନ୍ତା କରିବେ। ବିବାଦଠୁଁ ଦୂରରେ ରୁହନ୍ତୁ। ପରିବାର ସହ ଭଲ ସମ୍ବନ୍ଧ ବଜାୟ ରଖିବାକୁ ଚେଷ୍ଟା କରିବେ। ଉଦର ପୀଡ଼ା ଅନୁଭବ କରିପାରନ୍ତି। ବୃଷ: ପ୍ରତ୍ୟେକ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ କରିପାରିବେ। ଅଧିକାରୀ ଆପଣଙ୍କ ମତ ପସନ୍ଦ କରିବେ। ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ନେଟୱାର୍କର ୨ ସଦସ୍ୟ ଗିରଫ, ୩୬ କିଲୋଗ୍ରାମ ଗଞ୍ଜେଇ ଜବତ

ଖୋର୍ଦ୍ଧା: କନ୍ଧମାଳରୁ ଭୁବନେଶ୍ୱର ଗଂଜେଇ ଚାଲାଣ କୌଣସି ବ୍ୟକ୍ତିଗତ କାରବାର ନୁହେଁ । ଏହି କାରବାର ଏବେ ବ୍ରାଉନ୍ସୁଗାର ଭଳି ସଂଗଠିତ ହେବାରେ ଲାଗିଛି । ଚାଲାଣକାରୀ ବର୍ତ୍ତମାନ ଚାଲାଣର ନୂଆ ବାଟ ବାହାର କରିଥିବା ବେଳେ ଏଥିରେ ଅନେକ ପୁଂଜି ମଧ୍ୟ ବିନିଯୋଗ କରାଯାଉଛି । ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ତଳେ ଚାପି ହୋଇ ୩ ବର୍ଷୀୟ ଶିଶୁର ମୃତ୍ୟୁ

ରାଉରକେଲା: ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଜି ଜଣେ ୩ ବର୍ଷର ଶିଶୁର ଜୀବନ ଦୀପ ଲିଭିଯାଇଛି। ମୃତକ ହେଉଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଝାଡ଼ତରଙ୍ଗର ସତ୍ୟଜିତ କୁଜୁର। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା।…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ଥମୁନି କରୋନା; ୧୨ ଘଣ୍ଟା ଭିତରେ ଆଖି ବୁଜିଲେ ବାପ-ପୁଅ

ଗାଁଅମର୍ଦା: କରୋନାରେ ଆକ୍ରାନ୍ତ ହୋଇ ୧୨ ଘଣ୍ଟା ଭିତରେ ଆରପାରିକୁ ଚାଲିଗଲେ ବାପପୁଅ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଗଡ଼ିଘାଟି ପଞ୍ଚାୟତ ତମ୍ବାଖୁରୀ ଗାଁରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଦିନ କେଇଟା ଆଗରୁ ହସଖୁସିରେ ଉଛୁଳୁଥିବା ପରିବାରରେ ଏବେ ବିଷାଦର ଛାୟା। ପୁଅବୋହୂ,…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ଵର-ଦୀଘା ରେଳପଥ ପାଇଁ ପ୍ରତିଶ୍ରୁତି ଦେଲେ ରେଳମନ୍ତ୍ରୀ

ଭୋଗରାଇ: ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ବ ମିଳିବା ପରେ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ନେଇ ନୂତନ ଆଶା ଉଜ୍ଜୀବିତ ହୋଇଛି। ଶ୍ରୀ ବୈଷ୍ଣବଙ୍କୁ ଆଜି ଟେଲିଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ…
ଅଧିକ ଖବର ଦେଖନ୍ତୁ...

କୋଲକାତାରେ ଚାଲିଥିବା ନକଲି ଟିକାକରଣ କେନ୍ଦ୍ର ବାବଦରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: କୋଲକାତାରେ ଚାଲିଥିବା ନକଲି କରୋନା ଟିକାକରଣ ଶିବିର ବାବଦରେ ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର ଇଡି କିଭଳି ନକଲି ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲା, ସେ ବାବଦରେ ଯାଞ୍ଚ କରିବ | ବର୍ତ୍ତମାନ କୋଲକାତା…
ଅଧିକ ଖବର ଦେଖନ୍ତୁ...

ଦାଦନ ହେଲା କାଳ: ଦୁର୍ଘଟଣାରେ ସ୍ବାମୀ ମୃତ, ସମସ୍ୟାରେ ପରିବାର

ନୂଆପଡା: କରୋନା କାଳରେ ପରିବାର ମୁହଁରେ ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ଦାଦନ ଯାଇ ଥିଲେ । ପରିବାର ପାଇଁ ଯେଉଁ ଆଶା ନେଇ ଦାଦନ ଖଟି ଯାଇଥିଲେ, ତାହା ମଉଳି ଗଲା। ଟ୍ରାକ୍ଟର ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସ୍ତ୍ରୀ ଖାଲି ହାତରେ ଗାଁକୁ ଫେରିଛନ୍ତି। ରୋଜଗାରକ୍ଷମ ସ୍ବାମୀଙ୍କ…
ଅଧିକ ଖବର ଦେଖନ୍ତୁ...