Daily Archives

July 10, 2021

ନିର୍ମାଣ ହେବ ହୋଲ୍‌ସେଲ୍‌ କୃଷକ ବଜାର, ସ୍ମାର୍ଟସିଟି ସିଇଓଙ୍କୁ ଡିପିଆର୍‌ ମାଗିଲା ଡିଏମ୍‌ଏଫ୍‌

ରାଉରକେଲା: ଦୀର୍ଘ ୭ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ବାଲୁଘାଟସ୍ଥିତ କୃଷକ କାମ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ କୃ୍ଷକ ବଜାର ନିର୍ମାଣ ପାଇଁ ଅର୍ଥ ବ୍ୟୟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨୫ କୋଟି ମିଳିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ…
ଅଧିକ ଖବର ଦେଖନ୍ତୁ...

ନୂଆ ଭବିଷ୍ୟତ ଅନ୍ବେଷଣରେ ବିଏସ୍ଏଲ୍

ବୀରମିତ୍ରପୁର: ଗତ ୭ ତାରିଖ ଭାରତ ସରକାରଙ୍କ ସଂସ୍ଥା ଦିପମ୍ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଶାଖାପଟନମ ଷ୍ଟିଲ୍ ପ୍ଲାଣ୍ଟରୁ ସମ୍ପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର କରିବାକୁ ଆଇନ୍ ସଂସ୍ଥାର ସହାୟତା ଲୋଡ଼ିବାକୁ ଏକ ବିଜ୍ଞାପନ ପ୍ରକାଶ କରିଛି। ପୁଞ୍ଜି ପ୍ରତ୍ୟାହାର ନିମନ୍ତେ ବିଭିନ୍ନ ଦିଗ ଉପରେ…
ଅଧିକ ଖବର ଦେଖନ୍ତୁ...

କୋଭିଡ ପରେ ଦେହକୁ ସୁସ୍ଥ ରଖିବାକୁ ବ୍ୟବହାର ହେଉ ‘କଡକନାଥ ଥେରାପି’, ଆଇସିଏମଆରକୁ ଜଣାଇଲେ ବୈଜ୍ଞାନିକ

ଭୋପାଳ: କରୋନା ପରେ ଦେଖାଯାଉଥିବା ବିଭିନ୍ନ ଜଟିଳ ରୋଗକୁ ଭଲ କରିବାରେ କଡକନାଥ କୁକୁଡ଼ାର ଏକ ବଡ଼ ଭୂମିକା ରହିଛି | କିଛି ଏଭଳି କଥା ଦାବି କରିଛନ୍ତି ବୈଜ୍ଞାନିକ | ମଧ୍ୟପ୍ରଦେଶର ଝାବୁଆରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା କର୍ମୀ ମାଡ଼ରେ ଯୁବକଙ୍କ ମୃତ୍ୟୁ ପ୍ରସଙ୍ଗ: ଉପସ୍ଥିତ ଥିଲା ବତି ଲଗା ଗାଡ଼ି

ରାଉରକେଲା: ଆର୍‌ଏସ୍‌ପି ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ପରିସରରେ ଜଣେ ଯୁବକଙ୍କୁ ତଳେ ପକାଇ ନିର୍ଧୁମ ମାଡ଼ ମାରିବା ଭିଡିଓ ଭାଇରାଲ୍‌ ହେବାପରେ ନୂଆ ନୂଆ ତଥ୍ୟ ପଦାକୁ ଆସିଛି। ଆର୍‌ଏସ୍‌ପି ଭିତରକୁ ପଶିଥିବା ଦେଓଗାଁ ସ୍ଥିତ ମେହେର ବସ୍ତିର ବାସିନ୍ଦା ସଚିନ ଗୋପ (୨୪)ଙ୍କୁ ମାଡ଼ ମାରିବାପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ ଇଚ୍ଛା ପୂର୍ଣ୍ଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଧିକ ଭାବୁକ ହେଲେ ଅଶାନ୍ତି ରହିବେ। ଶୁକ୍ର ଓ ଶନିବାର: ପ୍ରତ୍ୟେକ କାମରେ ସାବଧାନତା ଅବଲମ୍ବନ କରନ୍ତୁ। ରବି ଓ ସୋମବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଦୁଃସାହସିକ ପଦକ୍ଷେପ ନେବାରେ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ବତିଲା, ଖୋର୍ଦ୍ଧା ସହରରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଏକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ହେବ, ଏହି କଥା ଗତ ଦଶନ୍ଧି ଧରି ଶୁଣାଯାଉଛି । ତେବେ ଏନେଇ ସ୍ଥାନ ଚିହ୍ନଟ ଗତ ୩ ବର୍ଷ ଧରି ଶେଷ ହୋଇଥିବା ବେଳେ ଏବେ ସୁଦ୍ଧା ଏହାର ପ୍ରାଚୀର କାର୍ଯ୍ୟ ଶେଷ ହୋଇନାହିଁ । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ, କ୍ରୀଡ଼ା…
ଅଧିକ ଖବର ଦେଖନ୍ତୁ...

ପଥର ଖୋଲ ଭିତରେ ଅଛି ଗଳିତ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ସନ୍ଦେହ

କପ୍ତିପଦା: ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଲାଦୁରାସାହି ନିକଟସ୍ଥ ପାହାଡ଼ ଖୋଲରୁ ଏକ ଗଳିତ ମୃତଦେହ ଠାବ କରାଯାଇଛି। ଖବରରୁ ପ୍ରକାଶ ଆଜି ଲାଦୁରାସାହି ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ କିଛି ଗ୍ରାମବାସୀ ଯାଇଥିବା ବେଳେ ସେଠାରୁ ଦୁର୍ଗନ୍ଧ ହେବା ସହିତ ଏକ ପଥର ଖୋଲ ଭିତରେ…
ଅଧିକ ଖବର ଦେଖନ୍ତୁ...

ବିହାରରେ ସୋମବାରଠାରୁ ଖୋଲିବ ସ୍କୁଲ ଓ କଲେଜ, ୫୦ ପ୍ରତିଶତ ଉପସ୍ଥାନ ସହ ଏମିତି ହେବ କ୍ଲାସ

ପାଟନା: ଲକଡାଉନ କଟକଣା ଯୋଗୁଁ ବିହାରରେ ବନ୍ଦ ରହିଥିବା ସ୍କୁଲ , କଲେଜ ଓ ବିଶ୍ୱବିଦ୍ୟାଳୟ ସୋମବାର ଠାରୁ ଖୋଲିବାକୁ ଯାଉଛି । ୫୦ ପ୍ରତିଶତ ଉପସ୍ଥାନ ସହ ଏହି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ସୂଚନା ଦେଇଛନ୍ତି । ସ୍କୁଲ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଏଥର ପୁଲିସ ବିରୋଧରେ ନୁହେଁ, ଏସପିଙ୍କ ବଦଳିକୁ ପ୍ରତିବାଦ

ମାଲକାନଗିରି: ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ସାତ ଦଶନ୍ଧିପରେ ଆମେ ସ୍ବାଧୀନ ହେଲୁ, ଆମକୁ ନକ୍ସଲ ଦାଉରୁ ରକ୍ଷା କଲେ, ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ବୋଲି ପରିଚୟ ଦେଲେ, ଗାଁକୁ ରାସ୍ତା କଲେ, ଗୋଟିଏ ଦିନରେ ଆମେ ମାଲକାନଗିରି ଯାଇ ନିଜ ଘରକୁ ଫେରି ପାରୁଛୁ ବୋଲି କୋହଭରା କଣ୍ଠରେ ଆଜି…
ଅଧିକ ଖବର ଦେଖନ୍ତୁ...

ମଦ ଭାଟିରେ ଗଣ୍ଡଗୋଳ କରି ଦୁଇ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଦାମନଯୋଡି ରାସ୍ତାକଡ଼ରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀମଦ ଭାଟିରେ ଗଣ୍ଡଗୋଳ କରିବା ସହ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଆଜି…
ଅଧିକ ଖବର ଦେଖନ୍ତୁ...