Daily Archives

July 10, 2021

ଆନ୍ଧ୍ରପ୍ରଦେଶ ପରେ ଏବେ ତେଲେଙ୍ଗାନା ଉପରେ ଜଗନମୋହନଙ୍କ ଆଖି, ପ୍ରତିଷ୍ଠା ହେଲା ୱାଇଏସଆର ତେଲେଙ୍ଗାନା ପାର୍ଟି

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜସେଖର ରେଡ୍ଡୀଙ୍କ ଝିଅ ୱାଇଏସ ଶର୍ମିଲା ତାଙ୍କ ପିତାଙ୍କ ୭୨ ତମ ଜନ୍ମ ବାର୍ଷିକୀ ଅବସରରେ ନିଜର ନୂଆ ଦଳ ଆରମ୍ଭ କରିଛନ୍ତି | ଏହି ନୂଆ ଦଳର ନାମ ୱାଇଏସଆର ତେଲେଙ୍ଗାନା…
ଅଧିକ ଖବର ଦେଖନ୍ତୁ...

ହରିଣ ମାଂସ ଭାଗବଣ୍ଟା ବେଳେ ୩ ଶିକାରୀ ଗିରଫ, ମାଂସ-ଚମଡ଼ା ଓ ଦେଶୀ ବନ୍ଧୁକ ଜବତ

ରିଆମାଳ: ଜଙ୍ଗଲରୁ ହରିଣ ଶିକାର କରି ଆଣି ଘରେ ମାଂସ ଭାଗବଣ୍ଟା କରୁଥିବା ବେଳେ ଶୁକ୍ରବାର ଦେବଗଡ଼ ଜିଲ୍ଲା ରିଆମାଳ ବନ ବିଭାଗ ଚଢଉ କରି ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ କିଲୋ ହରିଣ ମାଂସ ସହ ଏକ କଟା ମୁଣ୍ଡ, ଚମଡ଼ା ତଥା ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ରେଞ୍ଜର…
ଅଧିକ ଖବର ଦେଖନ୍ତୁ...

ଦେଖିକି ଫୁଟାନ୍ତୁ ବାଣ, ଦେଖିକି ଚଳାନ୍ତୁ ଜେନେରେଟର, ନଚେତ ଦେବେ ୧ ଲକ୍ଷ ଟଙ୍କା ଯାଏଁ ଜରିମାନା

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣ ମାମଲାକୁ ନେଇ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଜରିମାନା ପରିମାଣରେ ସଂଶୋଧନ ଘୋଷଣା କରିଛି। ନୂତନ ସଂଶୋଧନ ଅନୁଯାୟୀ, ଶବ୍ଦ ପ୍ରଦୂଷଣ କରୁଥିବା ଯେକୌଣସି ମାଧ୍ୟମ ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ନିଆଯାଇପାରିବ | ଏହି ସଂଶୋଧନ ପରେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଲଟେରୀ ଟିକଟ ବିକ୍ରିରେ ସମ୍ପୃକ୍ତ ୪ ଅଭିଯୁକ୍ତ ଗିରଫ

ବାରିପଦା: ବାରିପଦା ପୌରପରିଷଦରେ ବେଆଇନ ଭାବେ ବିଭିନ୍ନ ରାଜ୍ୟରେ ହେଉଥିବା ଲଟେରୀର ଟିକଟ ବିକ୍ରିକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ସଚେତନ ହୋଇ ଉଠିଥିଲା। ଉକ୍ତ ବେଆଇନ ଲଟେରୀ ବ୍ୟବସାୟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ନିମନ୍ତେ ଜାଲ ବିଛେଇ ଥିଲା। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ଚୀନ ଆମର ଶତ୍ରୁ ନୁହେଁ : ତାଲିବାନ

କାବୁଲ : ଚୀନ ଆଫଗାନିସ୍ଥାନର ଶତ୍ରୁ ନୁହେଁ ବୋଲି କହିଛି ଆଫଗାନ ତାଲିବାନ । ଚୀନର ସିଜିଆଙ୍ଗ୍ ପ୍ରଦେଶରୁ ଆସୁଥିବା ଉଇଘୁର ଆତଙ୍କବାଦୀମାନଙ୍କୁ ତାଲିବାନ ଆଶ୍ରୟ ଦେବ ନାହିଁ । ତାଲିବାନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ଯେ, ତାଲିବାନକୁ ନେଇ ଚୀନ ଚିନ୍ତା କରିବା ଉଚିତ ନୁହେଁ, କାରଣ…
ଅଧିକ ଖବର ଦେଖନ୍ତୁ...

ଦେବଦାସୀ ପରମ୍ପରାରେ ପଡ଼ିଲା ପୂର୍ଣ୍ଣଛେଦ; ପରଶମଣିଙ୍କ ପରଲୋକ

ପୁରୀ: ଅଶି ଦଶନ୍ଧିର ଦେବଦାସୀ ପରମ୍ପରାରେ ପଡ଼ିଛି ପୂର୍ଣ୍ଣଛେଦ। ଶେଷ ଦେବଦାସୀ ପରଶମଣିଙ୍କର ଆଜି ପରଲୋକ ହୋଇଛି। ପୁରୀ ବାଲିସାହିସ୍ଥିତ ବାସଭବନରେ ପରଶମଣି ଦେହତ୍ୟାଗ କରିଛନ୍ତି। କାମାକ୍ଷା ମନ୍ଦିର ନିକଟରେ ସେ ଦୀର୍ଘଦିନ ଭଡ଼ାରେ ରହୁଥିଲେ। ପରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ଦେହ ଅଧିକ…
ଅଧିକ ଖବର ଦେଖନ୍ତୁ...

ରାନ୍ଧୁଥିଲେ ଭାଲୁ ମାଂସ; ବନ ବିଭାଗର ଚଢ଼ାଉ, ୩ ଫେରାର ଅଭିଯୁକ୍ତ ଗିରଫ

ଦେବଗଡ଼: ବାରକୋଟ ବନାଞ୍ଚଳ ଅନ୍ତର୍ଗତ ସାଲୋହୀ ଗ୍ରାମରେ ଗତ ୨ ତାରିଖ ରାତିରେ ଭାଲୁ ଶିକାର କରି ମାଂସ ରନ୍ଧା ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢଉ କରଯାଇଥିଲା। ସେତେବେଳ ମାଂସ ଜବତ କରାଯାଇଥିବା ବେଳେ ଶିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉକ୍ତ ଘଟଣାରେ ଶନିବାର ବନବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କୋଚଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ୭ ଜଣ ମହିଳା ଖେଳାଳି

ଚେନ୍ନାଇ: କୋଚଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ୭ ଜଣ ଖେଳାଳି | ଜଣେ ଆନ୍ତର୍ଜାତୀୟ ସ୍ତରର ଆଥଲେଟଙ୍କ ସମେତ ୭ଜଣ ମହିଳା ଖେଳାଳି ତାମିଲନାଡୁର କୋଚ୍ ପି ନାଗରାଜନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୋଗକାରୀ ୫୯ ବର୍ଷୀୟ ନାଗରାଜନଙ୍କ ଅଧୀନରେ ଜୁନିୟର ଭାବରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୦ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଗତକଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୯ ଥିବା ବେଳେ ଆଜି ଏହି ସଂଖ୍ୟା କମ ରହିଛି ଏବଂ ସୁସ୍ଥ ସଂଖ୍ୟା ମଧ୍ୟ ବଢିଛି | ଆଜି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୧୨୦ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୫୯୫

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୩୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ୫୯୫ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...